ଜମ୍ମୁ କାଶ୍ମୀର: ବଦଳୁଛି ବିକାଶର ଚିତ୍ର
ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଶାସିତ ଅଞ୍ଚଳ। ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ, କୃଷି ଏବଂ ହସ୍ତଶିଳ୍ପ ପାଇଁ ଏହା ବିଶ୍ୱବିଖ୍ୟାତ। ସମ୍ପ୍ରତି ବର୍ଷଗୁଡ଼ିକରେ ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ, ସଡ଼କ ଓ ସୁରଙ୍ଗ ନିର୍ମାଣ, ରେଳ ସଂଯୋଗ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଲଗାତାର ପୁଞ୍ଜି ନିବେଶ ଏବଂ ମେଗା ଭିତ୍ତିଭୂମି ପ୍ରକଳ୍ପ ଯୋଗୁଁ ଜମ୍ମୁ-କାଶ୍ମୀରରେ ଏକ ନୂଆ ଅର୍ଥନୈତିକ ଯୁଗର ଆରମ୍ଭ ହୋଇଛି। ଆଇନଗତ ପ୍ରତିବନ୍ଧକ […]









