ମଝି ଆକାଶରେ ଥରିଲା ବିମାନ
ନୂଆଦିଲ୍ଲୀ: ଫୁକେଟ- ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ମଝି ଆକାଶରେ କିଛି ସମସ୍ୟା ହେବାରୁ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଅବତରଣ ପରେ ସମସ୍ତ ଯାତ୍ରୀ ଏବଂ ସୁରକ୍ଷିତ ଭାବେ ଓହ୍ଲାଇଥିଲେ । ଅଳ୍ପ ସଂଖ୍ୟକ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସାମାନ୍ୟ ଆଘାତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଚିକିତ୍ସା ପାଇଁ ବିମାନ ବନ୍ଦରର ଏକ ମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଛି […]









