ରାଧାଙ୍କୁ କାହିଁକି ଆଉ କିଏ ଦେଇଥିଲା ଅଭିଶାପ ? ପୌରାଣିକ କଥା।
ରାଧା ଓ କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ପୌରାଣିକ କଥା ରହିଛି। ଏହି ପ୍ରେମ କାହାଣୀରେ ଯେତିକି ଭଲପାଇବା ରହିଛି, ସେତିକି ରହିଛି ବିରହ ଓ ବିଚ୍ଛେଦର ଗଭୀର ଯନ୍ତ୍ରଣା। ପୌରାଣିକ ମାନ୍ୟତା ଅନୁସାରେ, ରାଧାରାଣୀଙ୍କୁ ଥରେ ଶ୍ରୀକୃଷ୍ଣଙ୍କଠାରୁ ୧୦୦ ବର୍ଷ ବିଚ୍ଛେଦର ଅଭିଶାପ ମିଳିଥିଲା। କିନ୍ତୁ କିଏ ଦେଇଥିଲେ ଏହି ଅଭିଶାପ ଏବଂ କାହିଁକି? ଆସନ୍ତୁ ଜାଣିବା।ରାଧାଙ୍କୁ ଅଭିଶାପ ମିଳିବାର କାରଣଥରେ ଗୋଲୋକ ଧାମରେ ଶ୍ରୀକୃଷ୍ଣ ଅନ୍ୟ ଜଣେ ଗୋପୀ (ବିରଜା)ଙ୍କ ସହ ସମୟ ଅତିବାହିତ […]









