କଖାରୁ ମଞ୍ଜିରେ ରହିଛି ଅନେକ ଚମତ୍କାରୀ ଗୁଣ
ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ସେହି ସବୁ ମଧ୍ୟରୁ କଖାରୁ ଅନ୍ୟତମ । କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବିଶେଷ ଭାବେ କଖାରୁକୁ ଡାଲମାରେ ବ୍ୟବହାର କରାଯାଇଥାଏ । କଖାରୁରେ ଅନେକ ଭିଟାମିନ୍ ଭରପୂର ମାତ୍ରାରେ ରହିଛି । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । […]









