ଆଫଗାନିସ୍ତାନରେ ପାକ୍ ବାୟୁସେନାର ଆକ୍ରମଣ: ସୀମା ଡେଇଁ ଆଫଗାନ ଭୂମିରେ ବୋମା ବର୍ଷା
ପାକିସ୍ତାନ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଙ୍ଘର୍ଷ ଉଗ୍ର ରୂପ ଧାରଣ କରିଛି । ରବିବାର ରାତିରେ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ପୂର୍ବ ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ କରିଛି । କୁନାର ପ୍ରାନ୍ତରେ ପାକ୍ ଆକ୍ରମଣ କରିଥିବା ଜଣା ପଡିଛି । ଏଥିରେ ଅନେକ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି । ରିପୋର୍ଟ ଅନୁସାରେ, ରବିବାର ରାତିରେ ପାକ୍ ବାୟୁସେନା ଆଫଗାନ୍ ସୀମାରେ ପ୍ରବେଶ କରିଥିଲା । ଏହାପରେ ବୋମାମାଡ଼ କରିଥିଲା । ଲୋକେ ଘରେ ଥିବା […]









