odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

ମହିଳାଙ୍କୁ ମିଳିବ ସୁନା କଏନ୍

ଚେନ୍ନାଇ : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ମହିଳାଙ୍କୁ ମିଳିବ ସୁନା କଏନ୍। ତାମିଲନାଡୁର ବିଜୟ ସରକାର ୨୦୨୬-୨୭ ବଜେଟ୍‌ରେ ମହିଳାମାନଙ୍କ ପାଇଁ ବଡ଼ ଉପହାର ଘୋଷଣା କରିଛନ୍ତି। ବଜେଟ୍‌ରେ ‘ବ୍ରଦର୍ସ ଗିଫ୍ଟ ସ୍କିମ୍’ ଅଧୀନରେ ମହିଳାମାନଙ୍କୁ ୮ ଗ୍ରାମର ଏକ ସୁନା ମୁଦ୍ରା ଏବଂ ରେଶମ ଶାଢ଼ୀ ପ୍ରଦାନ ଯୋଜନା ପାଇଁ ୮୧୨ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବିଜୟ ବିଧାନସଭା ନିର୍ବାଚନ ଇସ୍ତାହାରରେ ମହିଳାମାନଙ୍କୁ ଏହି ଉପହାର ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏବେ […]

ରାଜନୀତି

ଭାଜପାର ବଡ଼ ବୈଠକ

ପାଟନା : ଭାଜପା ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରେ ମନ୍ତ୍ରୀ, ବିଧାୟକ ଏବଂ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ବାଙ୍କିପୁର ନିର୍ବାଚନମଣ୍ଡଳୀର ପରାଜୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।ବୈଠକ ଶେଷ ହେବା ପରେ, ଶିକ୍ଷା ମନ୍ତ୍ରୀ ମିଥିଲେଶ ତିୱାରୀ କହିଛନ୍ତି, ‘ସମସ୍ତ ଦଳ ସେମାନଙ୍କର ଭୁଲରୁ ଶିକ୍ଷା ଗ୍ରହଣ କରନ୍ତି ଏବଂ ସେମାନଙ୍କର ତ୍ରୁଟି ଚିହ୍ନଟ କରନ୍ତି। ବାଙ୍କିପୁରରେ ଭାଜପା

ବାଣିଜ୍ୟ

ପାଠ୍ୟପୁସ୍ତକ ତ୍ରୁଟି: କ୍ରାଇମବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର : ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ଏହି ମାମଲାରେ ପ୍ରାୟ ୨୦୦ରୁ ୨୫୦ ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁଯାୟୀ, “ବହି ତ୍ରୁଟି ଘଟଣାରେ ୨୦୦ରୁ ୨୫୦ ଜଣ ସମ୍ପୃକ୍ତ ଅଛନ୍ତି । ଏହି ମାମଲାରେ

ଅପରାଧ

ସିଏମ୍‌ଓରୁ ଫାଇଲ୍‌ ହଜିଲା

ଭୁବନେଶ୍ୱର : ସିଏମଓରୁ ଫାଇଲ ଗାୟବ ଓ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଭିଏଚପି(ବିଶ୍ୱ ହିନ୍ଦୁ ପରିଷଦ)ର ବଡ ଦାବି। ଭିଏଚପି କହିଛି ଯେ ସରକାରଙ୍କ କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶକୁ ଆମେ ସ୍ୱାଗତ କରୁଛୁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦେଇ ସରକାର ବସି ପଡିଲେ ଚଳିବନି । ସରକାରଙ୍କୁ ଏହି ତଦନ୍ତ ପ୍ରକ୍ରିୟାକୁ ଫଲୋ କରିବାକୁ ପଡିବ । ଯେପରି ରେଜଲ୍ଟ ଆସିବ, ପ୍ରକୃତରେ ଯିଏ ଦୋଷୀ ଦଣ୍ଡ ପାଇବ । ସମଗ୍ର ସମାଜ ସାମ୍ନାରେ ଦଣ୍ଡ

ଅପରାଧ

ସୌମ୍ୟ ହତ୍ୟା ମାମଲା

ଭୁବନେଶ୍ୱର : ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା,

ବାଣିଜ୍ୟ

ଆସୁଛି ପ୍ଲାଷ୍ଟିକ୍‌ ନୋଟ୍‌

ମୁମ୍ବାଇ : ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ ରହିଲେ ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌ ପ୍ରଚଳନ କରାଯିବ। ରିଜର୍ଭ ବ୍ୟାଙ୍କ ୧୦ ଟଙ୍କିଆ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ କରିବାକୁ ଯୋଜନା ରଖିଛି। ସରକାରଙ୍କଠାରୁ ଅନୁମୋଦନ

କ୍ରୀଡା

ଅଜିତଙ୍କ ଚାକିରି ବିପଦରେ

ମୁମ୍ବାଇ : ଭାରତୀୟ କ୍ରିକେଟରେ ଏବେ ହଲଚଲ ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ଏକ ସ୍ଥାନରେ ପହଞ୍ଚିଛି ଯେ ଅଜିତ ଅଗରକରଙ୍କ ଚାକିରି ବିପଦରେ ପଡ଼ିଛି, ଏବଂ ରୋହିତ ଶର୍ମା ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। ପ୍ରକୃତରେ, ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭିଭିଏସ ଲକ୍ଷ୍ମଣ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆର ନୂଆ ମୁଖ୍ୟ ଚୟନକର୍ତ୍ତା ଭାବରେ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ଅଗରକରଙ୍କ କାର୍ଯ୍ୟକାଳ ମୂଳତଃ ଜୁନ୍ ମାସରେ ଶେଷ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ

ଶିକ୍ଷା ଓ ନିଯୁକ୍ତି

ନିଟ- ୟୁଜି ପରୀକ୍ଷା ଢାଞ୍ଚା ବଦଳିବ!

ନୂଆଦିଲ୍ଲୀ : ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ- ୟୁଜି ର ପ୍ୟାଟର୍ନରେ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଆଫିଡେଭିଟ୍ ଦାଖଲ କରି ଏହି ସୂଚନା ଦେଇଛନ୍ତି। ଏଥିରେ ଜଣାଯାଇଛି ଯେ, ପ୍ରାୟ ୨୨ ଲକ୍ଷ ପରୀକ୍ଷାର୍ଥୀ ଦେଉଥିବା ଏହି ପରୀକ୍ଷାକୁ ବର୍ତ୍ତମାନର ପେନ୍-ପେପର୍ ମୋଡ୍‌ରୁ ହଟାଇ କମ୍ପ୍ୟୁଟର ବେସ୍‌ଡ୍ ଟେଷ୍ଟରେ ପରିଣତ କରିବାର ବିକଳ୍ପ ଉପରେ ଗମ୍ଭୀରତାର ସହ ବିଚାର କରାଯାଉଛି। ଏହା ସହିତ ଜେଇଇ ଭଳି ନିଟ-

ଶିକ୍ଷା ଓ ନିଯୁକ୍ତି

ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ମହାସମ୍ମିଳନୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହେବ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀ । ଶିକ୍ଷା, ଦକ୍ଷତା ଓ ନବସୃଜନର ମହାକୁମ୍ଭରେ ସାମିଲ ହେବେ ବିଭିନ୍ନ ଦେଶର ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ । ଶିକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ଆହୁରି ମଜବୁତ କରିବା ନେଇ କରାଯିବ ମନ୍ଥନ । ଏହି ତିନିଦିନିଆ ସମ୍ମିଳନୀରେ ମୁଖ୍ୟତଃ ୫ଟି ପ୍ରମୁଖ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଶିଶୁମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ଭିତିଭୂମିକୁ

ରାଜ୍ୟ

ଶ୍ରୀମନ୍ଦିର ଭିତର ଭିଡିଓକୁ ନେଇ ଚର୍ଚ୍ଚା

ପୁରୀ : ପୁଣି ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଜଗନ୍ନାଥ ମନ୍ଦିରକୁ ମୋବାଇଲ ନେଇ କୌଣସି ଭକ୍ତ ଭିଡିଓ କରି ଭାଇରାଲ କରିଛି। ଏହାକୁ ସେ ସୋସିଆଲ ସାଇଡ଼ରେ ପଠାଇଛି। ପାଟ ଅଗଣାରେ ରହି ଭିଡିଓ ଉତ୍ତୋଳନ କରି ଇନ୍ଷ୍ଟଗ୍ରାମରେ ଭାଇରାଲ କରିଛି‌। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୋବାଇଲ ବାରଣ ରହିଥିବା ବେଳେ ଭକ୍ତମାନେ ବାରମ୍ବାର ଏଭଳି ଭିଡିଓ ଉଠାଯାଉଛି। ଏଭଳି ବ୍ୟକ୍ତିଙ୍କ ବିରୋଧ ଶ୍ରୀମନ୍ଦିର ପ୍ରଶାସନ କଣ ଆକ୍ସନ ନେଉଛି। କିନ୍ତୁ ଶ୍ରୀମନ୍ଦିର କର୍ମଚାରୀ ଓ

Scroll to Top