odisha24 Live

Latest News

Latest News

Author name: RatnaManjari Mohanty

ଅପରାଧ

ସାମରିକ ଘାଟିରେ ଭୟଙ୍କର ବିସ୍ଫୋର : ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: କେହି କିଛି ବୁଝିବା ଆଗରୁ ଅଚାନକ ଭୟଙ୍କର ବିସ୍ଫୋରଣ! ମୁହୂର୍ତ୍ତକରେ ଛାରଖାର ହୋଇଗଲା ସବୁକିଛି, ଚାଲିଗଲା ଅନେକ ନିରୀହ ଜୀବନ। ଘଟଣାକୁ ନେଇ ଖେଳିଗଲା ଶୋକର ଛାୟା। ବଲିଭିଆର ପଶ୍ଚିମାଞ୍ଚଳ ସହର ଭିଆଚାରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ ଘଟିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୬୦ରୁ ଅଧିକ ଜଣ

ଶିକ୍ଷା ଓ ନିଯୁକ୍ତି

ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇ ଏହା କହିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମ ମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ

କ୍ରୀଡା

ଶତକ ହାସଲର ମାଇଲଷ୍ଟୋନ୍‌ରେ ମହମ୍ମଦ ଶାମି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଉ ଏକ ବଡ଼ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି। ତାଙ୍କ କ୍ରିକେଟ୍ କ୍ୟାରିୟରର ଏହି ଐତିହାସିକ ସଫଳତାକୁ ଦୃଷ୍ଟିରେ ରଖି କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ। ସାମି ଖୁବ୍ ଶୀଘ୍ର ନିଜର ୧୦୦ତମ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ମହମ୍ମଦ ଶାମି ଆନ୍ତର୍ଜାତୀୟ କ୍ରିକେଟ୍ ସାଙ୍ଗକୁ ଘରୋଇ କ୍ରିକେଟ୍‌ରେ ମଧ୍ୟ ନିଜର ଦମଦାର ପ୍ରଦର୍ଶନ

ରାଜ୍ୟ

ପବିତ୍ର ନନ୍ଦୋତ୍ସବରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ

ସଂସ୍କୃତି

ଆଜି ପବିତ୍ର ନନ୍ଦୋତ୍ସବ

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରଦିନ, ଭାଦ୍ରବ କୃଷ୍ଣ ନବମୀ ତିଥିରେ ପାଳିତ ହୁଏ ଆନନ୍ଦ ଓ ଉଲ୍ଲାସର ପର୍ବ ଯାହାର ନାମ ‘ନନ୍ଦ ଉତ୍ସବ’।ପୌରାଣିକ କଥାବସ୍ତୁ ଅନୁସାରେ, ଭଗବାନ୍ ଶ୍ରୀକୃଷ୍ଣ ମଥୁରା କାରାଗାରରେ ଜନ୍ମଗ୍ରହଣ କରିବା ପରେ ବସୁଦେବ ତାଙ୍କୁ ଗୋକୁଳର ରାଜା ନନ୍ଦ ବାବା ଏବଂ ମାଆ ଯଶୋଦାଙ୍କ ପାଖରେ ସୁରକ୍ଷିତ ଭାବେ ପହଞ୍ଚାଇ ଦେଇଥିଲେ । ଯେତେବେଳେ ଗୋକୁଳରେ ନନ୍ଦ ବାବାଙ୍କୁ ପୁତ୍ରସନ୍ତାନ ଜନ୍ମ ହୋଇଥିବା କଥା ଜଣାପଡ଼ିଲା, ସେତେବେଳେ ସମଗ୍ର ବ୍ରଜଭୂମିରେ ଆନନ୍ଦର ଲହରୀ

ଦେଶ

ଏୟାର ଇଣ୍ଡିଆ ବିମାନରେ ବଡ଼ ଯାନ୍ତ୍ରିକ ତ୍ରୁଟି : ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ ସିଷ୍ଟମ୍

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଏକ ବିମାନ ଫୁକେଟରୁ ଦିଲ୍ଲୀ ଆସୁଥିବା ସମୟରେ ଏକ ବଡ଼ ଧରଣର ବିପଦର ସମ୍ମୁଖୀନ ହୋଇଥିଲା । ୩୬,୦୦୦ ଫୁଟ ଉଚ୍ଚରେ ଉଡାଣ ଭରୁଥିବା ବେଳେ ମାତ୍ର କିଛି ସେକେଣ୍ଡ ମଧ୍ୟରେ ବିମାନଟି ନିଜର ସମସ୍ତ ହାଇଡ୍ରୋଲିକ୍ସ ହରାଇ ବସିଥିଲା, ଯାହା ଫଳରେ ବିମାନରେ ଥିବା ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଉଡାଣ ସମୟରେ ପାଇଲଟ୍ ମନିଟରିଂ ଦାୟିତ୍ୱରେ ଥିବା ପାଇଲଟ୍-ଇନ୍-କମାଣ୍ଡଙ୍କର

ବିଦେଶ

ଇରାନକୁ ପୁଣି ଟ୍ରମ୍ପଙ୍କ ଧମକ: ବଢ଼ିଲା ମଧ୍ୟପ୍ରାଚ୍ୟର ଉତ୍ତେଜନା

ଓ୍ବାଶିଂଟନ : ଇରାନର ‘ପିକଏକ୍ସ ମାଉଣ୍ଟେନ୍’ ଉପରେ ଖୁବଶୀଘ୍ର ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏହା ଇରାନର ଅତ୍ୟନ୍ତ ସୁରକ୍ଷିତ ଭୂତଳ ପରମାଣୁ କେନ୍ଦ୍ର ବୋଲି ଦାବି କରାଯାଉଛି।ଇରାନର ସାମରିକ ଠିକଣାରେ ଆମେରିକାର ଆକ୍ରମଣ ପରେ ଟ୍ରମ୍ପଙ୍କ ଏହି ଚେତାବନୀ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ଆହୁରି ବଢ଼ାଇଛି। ପରମାଣୁ ଅସ୍ତ୍ର ହାସଲରୁ ଇରାନକୁ ରୋକିବା ପାଇଁ ଆମେରିକାର ସାମରିକ ଅଭିଯାନ ଜାରି ରହିଥିବା ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି, “ଇରାନ ପାଖରେ ପରମାଣୁ

ରାଜନୀତି

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ବଡ଼ ବୈଠକ

ଭୁବନେଶ୍ୱର : ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ । କଟକ ଇନଡୋର ହଲ୍‌ରେ ବସିବ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲ କରିବେ ଉଦ୍‌ଘାଟନ। ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ, ସାଂସଦ ଓ ବିଧାୟକ।ଏଥିସହ ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ଏବଂ ଏସ୍‌ଡିସି ଅଧ୍ୟକ୍ଷ-ଉପାଧ୍ୟକ୍ଷ ମଧ୍ୟ ରହିବେ ଉପସ୍ଥିତ। ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ

ପାଣିପାଗ

ଆକାଶରେ ପୁଣି ମେଘର ଭିଡ଼, ବର୍ଷାର ଆଭାସ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ବର୍ଷା ନାହିଁ। କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇପାରେ। ୯ରୁ ବର୍ଷା ପରିମାଣ ସାମାନ୍ୟ ବଢ଼ିବା ସମ୍ଭାବନା ଅଛି। ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଲଘୁଚାପ

ରାଜ୍ୟ

ଆଜି ପବିତ୍ର ଗୁରୁଦିବସ

ଭୁବନେଶ୍ୱର : ଆଜି ଗୁରୁ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଏ। ମହାନ ଦାର୍ଶନିକ, ଶିକ୍ଷାବିତ୍ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନକୁ ସମ୍ମାନ ଜଣାଇ ଏହି ଦିନଟିକୁ ଗୁରୁ ଦିବସ ଭାବେ ପାଳନ କରାଯାଏ।ଗୁରୁ ଦିବସ କେବଳ ଏକ ଐତିହାସିକ ଦିନ ନୁହେଁ, ବରଂ ପ୍ରତ୍ୟେକ ଛାତ୍ର ଓ ଶିକ୍ଷକଙ୍କ ଜୀବନରେ ଏହାର ବିଶେଷ ମହତ୍ତ୍ୱ ରହିଛି। ଚକ୍, ଡଷ୍ଟର ଓ ବ୍ଲାକବୋର୍ଡ

Scroll to Top