ଆଡଭାନୀ, ଜୟଶଙ୍କରଙ୍କୁ ଏସଆଇଆର୍ ନୋଟିସ୍!
ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଅନେକ ଭିଭିଆଇପିଙ୍କୁ ଏସ୍ଆଇଆର ନୋଟିସ ମିଳିବା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଅଧୁନା ରାଜଧାନୀ ଦିଲ୍ଲୀରେ ଚାଲିଥିବା ସ୍ପେଶାଲ ଇଂନ୍ଟେନସିଭ୍ ରଭିଜନ(ଏସଆଇଆର) ଅଧୀନରେ ଭୋଟର ତାଲିକାରେ ସଂଶୋଧନ ପାଇଁ ଏହି ନୋଟିସ ଜାରି କରାଯାଇଛି । ତେବେ ଏହି ନୋଟିସ ଜାରି ହେବା ଦ୍ୱାରା ତାଲିକାର ନାଁ କଟିବନି, ବରଂ […]









