ଛୋଟ ସହରରେ ବଡ଼ ସୁଯୋଗ
ମୁମ୍ବାଇ : ‘ଜିନିୟସ ଏଚ୍ଆର୍ଟେକ୍’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ ନିଯୁକ୍ତି ପ୍ରକ୍ରିୟାକୁ ୩୦%ରୁ ଅଧିକ ବୃଦ୍ଧି କରିଛନ୍ତି। ଗତ ଅଗଷ୍ଟରେ ଫାଇନାନ୍ସ, ବିଏଫ୍ଏସ୍ଆଇ, ଏଫଏମ୍ସିଜି, ଇଞ୍ଜିନିୟରିଂ, ଆଇଟି, ମାନୁଫାକ୍ଚରିଂ, ଟେଲିକମ୍ ଏବଂ ରିଟେଲ/ଇ-କମର୍ସ ଭଳି ବିଭିନ୍ନ କ୍ଷେତ୍ରର ୧,୭୨୯ ଜଣ ନିଯୁକ୍ତିଦାତାଙ୍କୁ ନେଇ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।ରିପୋର୍ଟ ମୁତାବକ, ଛୋଟ ସହରଗୁଡ଼ିକରେ ପ୍ରତିଭାବାନ କର୍ମଚାରୀଙ୍କ ସଂଖ୍ୟା […]









