ଗୋଟିଏ ଦିନରେ ଓପିଏସ୍ସିର ଦୁଇଟି ପରୀକ୍ଷା
ଭୁବନେଶ୍ବର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍) ମୁଖ୍ୟ ପରୀକ୍ଷା ଏବଂ ଓଡ଼ିଶା ଏଗ୍ରିକଲଚର ଇଞ୍ଜିନିୟରିଂ ସର୍ଭିସ୍ (ଓଏଇଏସ୍)ର ସହକାରୀ ଏଗ୍ରିକଲଚର୍ ଇଞ୍ଜିନିୟରିଂ ପଦ ପାଇଁ ପ୍ରିଲିମନାରୀ ପରୀକ୍ଷା ଗୋଟିଏ ଦିନରେ ରହିଛି। ନଭେମ୍ବର ୧ରେ ଓସିଏସ୍ ମୁଖ୍ୟ ପରୀକ୍ଷା ଏବଂ ସହକାରୀ ଏଗ୍ରିକଲଚର ଇଞ୍ଜିନିୟରିଂ ପ୍ରିଲିମନାରୀ ପରୀକ୍ଷା ଅଛି। ଗୋଟିଏ ଦିନରେ ଦୁଇଟି ନିଯୁକ୍ତି ପରୀକ୍ଷା ଥିବାରୁ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଓସିଏସ୍ ମୁଖ୍ୟ









