odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

କାହିଁକି ବୃଦ୍ଧି ପାଏ କୋଲେଷ୍ଟ୍ରଲ୍? ଆସନ୍ତୁ ଜାଣିବା

ଖରାପ ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପର ଅଭାବ ଏବଂ ବଢ଼ୁଥିବା ଚାପ ଧୀରେ ଧୀରେ ଆମ ଶରୀରର ସନ୍ତୁଳନକୁ ବିପର୍ଯ୍ୟସ୍ତ କରିଦିଏ। ଉଚ୍ଚ କୋଲେଷ୍ଟ୍ରଲ୍ ଜମା ହୋଇ ହୃଦୟର ଧମନୀରେ ଅବରୋଧ ସୃଷ୍ଟି କରିପାରେ, ଯାହା ହୃଦଘାତ ଏବଂ ଷ୍ଟ୍ରୋକ୍ ଭଳି ଗମ୍ଭୀର ସମସ୍ୟାର ଆଶଙ୍କା ବଢ଼ାଇଥାଏ। ଉଚ୍ଚ କୋଲେଷ୍ଟ୍ରଲ୍ ପଛରେ ଅନେକ କାରଣ ଅଛି, ଯେପରିକି ଅତ୍ୟଧିକ ଭଜା ଏବଂ ଜଙ୍କ୍ ଫୁଡ୍ ଖାଇବା, ଏବଂ ଅତ୍ୟଧିକ ଘିଅ, ବଟର ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଖାଇବା।ଖୁସିର କଥା

ବାଣିଜ୍ୟ

ବିଶ୍ୱ ବାଣିଜ୍ୟରେ ଭାରତର ବଡ଼ ପଦକ୍ଷେପ, ଗଢ଼ୁଛି ନୂଆ ଆର୍ଥିକ ସେତୁ

ନୂଆଦିଲ୍ଲୀ : ବିଶ୍ୱ ଅର୍ଥନୀତିରେ ବଢ଼ୁଥିବା ଭୂ-ରାଜନୈତିକ ତିକ୍ତତା ଓ ବାଣିଜ୍ୟିକ ବିଭାଜନ ମଧ୍ୟରେ ଭାରତ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁଛି। ବିଭିନ୍ନ ଦେଶ ଓ ବଜାର ମଧ୍ୟରେ ସହଯୋଗ ଓ ବାଣିଜ୍ୟର ନୂଆ ସମ୍ଭାବନା ସୃଷ୍ଟି କରି ଭାରତ ଏକ ‘ବ୍ରିଜ୍ ବିଲ୍ଡର’ ବା ଆର୍ଥିକ ସେତୁ ନିର୍ମାତା ଭାବେ ନିଜକୁ ପ୍ରତିଷ୍ଠିତ କରିବା ଦିଗରେ ଆଗକୁ ବଢ଼ୁଛି। ନୂଆଦିଲ୍ଲୀରେ ବ୍ରିକ୍ସ ବିଜନେସ୍ ଫୋରମର ଲିଡର୍ସ ସେସନ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମନୋରଞ୍ଜନ

ସାମ୍ନାକୁ ଆସିଲା ପ୍ରୀତିଙ୍କ ଅଜଣା ତଥ୍ୟ, ଖୋଲିଲା ଗୁମର!

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ ଏକ ସାକ୍ଷାତକାରରେ ନିଜ ବିଷୟରେ ଏକ ରୋଚକ କଥା କହିଛନ୍ତି। ପ୍ରୀତି କୁହନ୍ତି, ସେ ନିଜକୁ ବଡ଼ ପରଦାରେ ଦେଖିବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଫିଲ୍ମ ସରିବା ପରେ ସେ ନିଜ ଫିଲ୍ମକୁ ପୁଣି ଦେଖନ୍ତି ନାହିଁ। ପରଦାରେ ନିଜକୁ ଦେଖିବା ତାଙ୍କୁ ଅଜବ ଲାଗେ।

କ୍ରୀଡା

ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ନୂଆଦିଲ୍ଲୀ : ଚଳିତ ମହିଳା ଟି- ଟ୍ୱେଣ୍ଟି ଏସିଆ କପର ଦ୍ଵିତୀୟ ସେମି ଫାଇନାଲରେ ପାକିସ୍ତାନକୁ ୪ ୱିକେଟ୍ରେ ହରାଇ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କା ଫାଇନାଲ୍ରେ ପ୍ରବେଶ କରିଛି। ଆସନ୍ତା ରବିବାର ୭ ଥର ଚାମ୍ପିଅନ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ୍ ଖେଳାଯିବ । ଗତ ସଂସ୍କରଣରେ ଉଭୟ ଦଳ ଫାଇନାଲ୍ରେ ପରସ୍ପରକୁ ଭେଟିଥିଲେ। ଶ୍ରୀଲଙ୍କା ୮ ୱିକେଟ୍ରେ ବିଜୟୀ ହୋଇ ପ୍ରଥମ ଥର ଏସିଆ କପ୍ ଚାମ୍ପିଅନ୍ ହୋଇଥିଲା। ଶୁକ୍ରବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ

ଅପରାଧ

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ହାତେନାତେ ଧରିଲା ଟିମ୍‌!

ଭୁବନେଶ୍ୱର: ଓରାଉରକେଲା ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ଧନେଶ୍ୱର ବରାଡଙ୍କ ସମ୍ପତ୍ତିକୁ ନେଇ ଯାଞ୍ଚ ଜାରି ରହିଛି। ଗତକାଲି ରାତିରେ ଶ୍ରୀ ବରାଡଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅବୈଧ ଉପାର୍ଜନର ନଗଦ ଟଙ୍କା ଜବତ ହେବା ପରେ ରାଉରକେଲା ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ତଲାସୀ ଚଳାଯାଇଥିଲା।ତଲାସୀ ସମୟରେ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର ରଘୁନାଥପୁରରେ ପ୍ରାୟ ୨୭୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏକ ଦୁଇ ମହଲା

ଶିକ୍ଷା ଓ ନିଯୁକ୍ତି

ପିଜି ସିଟ୍‌ ପାଇଁ ପୁଣି ସୁଯୋଗ, ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର!

ଭୁବନେଶ୍ୱର : ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖାକୁ ନେଇ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ସୁଯୋଗ। ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା PG ସିଟ୍ ପାଇଁ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ସେପ୍ଟେମ୍ବର ୧୨ରୁ ୨୧ ତାରିଖ ମଧ୍ୟରେ ୱେବସାଇଟ୍‌ରେ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ବିଭାଗ ପକ୍ଷରୁ ପ୍ରକାଶିତ ସୂଚୀ ଅନୁସାରେ ସେପ୍ଟେମ୍ବର ୨୪ ତାରିଖରେ ପ୍ରଥମ

ବିଦେଶ

ଇସ୍ରାଏଲର ଭୟଙ୍କର ଆକ୍ରମଣ, ଦକ୍ଷିଣ ଲେବାନନରେ ତୀବ୍ର ହେଲା ଉତ୍ତେଜନା

ଇସ୍ରାଏଲ : ଦକ୍ଷିଣ ଲେବାନନରେ ଇସ୍ରାଏଲ ଓ ଇରାନ ସମର୍ଥିତ ହିଜବୁଲ୍ଲା ମଧ୍ୟରେ ତିକ୍ତତା ବଢ଼ୁଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଘଟଣାକ୍ରମ। ଏହାକୁ ନେଇ ଅଞ୍ଚଳରେ ପୁଣିଥରେ ଉତ୍ତେଜନା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ଅଲୀ ଅଲ-ତାହେର ପାହାଡ଼ ତଳେ ନିର୍ମିତ ହିଜବୁଲ୍ଲାର ୨ କିମିରୁ ଅଧିକ ଲମ୍ବା ପ୍ରମୁଖ ସୁଡ଼ଙ୍ଗ ନେଟୱର୍କକୁ ଇସ୍ରାଏଲ୍ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଗୁରୁବାର ଦାବି କରିଛି ।ବିସ୍ଫୋରଣ ଲାଗି ପ୍ରାୟ ୧୧୦୦ ଟନ୍

ରାଜ୍ୟ

ୟୁଏଇରୁ ଓଡ଼ିଶାକୁ ନିବେଶର ବଡ଼ ସୁଅ, ବଢ଼ିଲା ଆଶା!

ଭୁବନେଶ୍ୱର : ପୁଞ୍ଜିନିବେଶ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଭାଗିଦାରୀ ଓ ଅନ୍ତର୍ଜାତୀୟ ବଜାରରେ ପ୍ରବେଶକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶାର ବିଶ୍ୱସ୍ତରୀୟ ପ୍ରୟାସ। ଏହି କ୍ରମରେ ୟୁଏଇରେ ରାଜ୍ୟର ତିନିଦିନିଆ ପୁଞ୍ଜିନିବେଶ ଅଭିଯାନ ସଫଳତାର ସହ ଶେଷ ହୋଇଛି।ଆସିଲା ୨ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ । ୬ ଲକ୍ଷ ୧୮ ହଜାର ୭୨୫ ନିଯୁକ୍ତି ସମ୍ଭାବନା । ଆବୁଧାବୀ ଓ ଦୁବାଇରେ ଅନୁଷ୍ଠିତ ତିନିଦିନିଆ କାର୍ଯ୍ୟକ୍ରମରେ ୫୨ ଟି ଓ୍ଵାନ୍-ଅନ୍-ଓ୍ଵାନ୍ ନିବେଶକ

ରାଜ୍ୟ

ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର : ଦୁବାଇରେ ଓଡ଼ିଶାର ନିବେଶ ଅଭିଯାନକୁ ଜୋରଦାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୪ର୍ଥ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍‌ ଦୁବାଇରେ ଆୟୋଜିତ ଏକ ରୋଡ୍‌ ଶୋ’ରେ ଯୋଗଦେଇ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରିଛନ୍ତି।ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଓଡ଼ିଶା ନିବେଶକ ସମ୍ମିଳନୀ ୟୁଏଇ-୨୦୨୬ରେ ପ୍ରାୟ ୪ ଶହ ବ୍ୟବସାୟୀ, ନିବେଶକ ଓ

ଦେଶ

ବଦଳିଲା ଚାଇନାର ସ୍ବର ,ଭାରତ ମାଟିରେ ସି ଜିନପିଙ୍ଗ

ନୂଆଦିଲ୍ଲୀ : ଭାରତ-ଚୀନ୍ ସମ୍ପର୍କରେ ଆସିପାରେ ନୂଆ ମୋଡ଼। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବ ବହୁ ପ୍ରତୀକ୍ଷିତ ଦ୍ୱିପାକ୍ଷିକ ବୈଠକ। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ଉଭୟ ନେତା ଭେଟି ଦ୍ୱିପାକ୍ଷିକ ସମ୍ପର୍କ ସମେତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ କରିବେ ଆଲୋଚନା। ଚାଇନା ଗ୍ରହଣ କରିଥିବା ଏହି ଆଭିମୁଖ୍ୟ ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ପ୍ରାୟ ୭ ବର୍ଷ ପରେ ଶନିବାର ବ୍ରିକ୍ସ ସମ୍ମିଳନୀରେ

Scroll to Top