odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ଆଜି ବ୍ରିକ୍ସ ସମ୍ମିଳନୀ, ଦିଲ୍ଲୀରେ ଜମିଲା ବିଶ୍ୱ ନେତାଙ୍କ ଭିଡ଼!

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ରେ ଶନିବାରଠାରୁ ଆରମ୍ଭ ହେଉଛି ୧୮ତମ ବ୍ରିକ୍ସ ସମ୍ମିଳନୀ। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀରେ ଯୋଗଦେବେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ବିଶ୍ୱ ନେତା। ଏହାକୁ ନେଇ ରାଜଧାନୀ ଦିଲ୍ଲୀରେ ବଢ଼ିଛି ଚଳଚଞ୍ଚଳତା।ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌, ଇରାନ ରାଷ୍ଟ୍ରପତି ମାସୌଦ ପେଜେଶକିଆନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ଅନ୍ୟାନ୍ୟ ଦେଶର ନେତାମାନେ ଶୁକ୍ରବାର ଦିଲ୍ଲୀରେ ପହଞ୍ଚତ୍ଛନ୍ତି। ଅନ୍ୟମାନଙ୍କ

ବିଦେଶ

ଇଣ୍ଡୋନେସିଆରେ ଭୂକମ୍ପର ଜୋରଦାର ଝଟ୍‌କା, ଥରିଲା ଅଞ୍ଚଳ

ଜାକର୍ତ୍ତା : ଇଣ୍ଡୋନେସିଆରେ ପୁଣି ଭୂକମ୍ପ ଝଟ୍‌କା। ଲଗାତାର ଦ୍ୱିତୀୟ ଦିନରେ ଜାଭା ଦ୍ୱୀପ ଥରିଛି ୬.୨ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ। ଶନିବାର ଅନୁଭୂତ ଏହି ଭୂକମ୍ପର ଗଭୀରତା ପ୍ରାୟ ୩୭୬ କିଲୋମିଟର ଥିବା ଜଣାପଡ଼ିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍‌ ଜିଓସାଇନ୍ସେସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଶେଷଜ୍ଞଙ୍କ ଅନୁସାରେ ଏହା ଏକ ଡିପ-ଫୋକସ ଭୂକମ୍ପ ଥିଲା। ଭୂପୃଷ୍ଠଠାରୁ ଅଧିକ ଗଭୀରରେ ଭୂକମ୍ପ ଘଟିଥିବାରୁ ଏହାର ପ୍ରଭାବ ତୁଳନାମୂଳକ ଭାବେ କମ ଅନୁଭୂତ ହୋଇଥିବା କୁହାଯାଉଛି।

ପାଣିପାଗ

ବର୍ଷାକୁ ନେଇ ବଢ଼ିଲା ଆଶଙ୍କା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବେହାଲ ସାରା ରାଜ୍ୟ। ଆଜି ପାଇଁ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦେଖି କଳାହାଣ୍ଡିରେ ଆଜି ବନ୍ଦ ରହିବ ଶିକ୍ଷାନୁଷ୍ଠାନ। ସେପଟେ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, ବଲାଙ୍ଗିର, ନୂଆପଡ଼ା ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ୪୮ ଘଣ୍ଟା ଅଶାନ୍ତ ରହିବ ସମୁଦ୍ର। ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: କାମ ନିର୍ଦ୍ଧାରିତ ସମୟରେ ପୂରା ନହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। କାହାରି ସହିତ ଝଗଡ଼ା କରନ୍ତୁ ନାହିଁ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ‌ବୃଷ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଇଂଜିନିୟରଙ୍କୁ ଭଲ ଅବସର ମିଳିବ। କିଛି ମହତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ସନ୍ଧ୍ୟାରେ ଜୀବନସାଥୀ ସହ ସମୟ ଅତିବାହିତ କରିବେ। ‌ମିଥୁନ: କୌଣସି କାମରେ ମାତାପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାରରେ ଅନ୍ୟମାନଙ୍କୁ ସହମତ

ବାଣିଜ୍ୟ

ୟୁପିଆଇ କୁ ନେଇ କେନ୍ଦ୍ରରୁ ବଡ଼ ଅପଡେଟ୍‌, ଆଉ ମାଗଣା ନୁହେଁ? ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଲାଗିବ ଚାର୍ଜ!

ନୂଆଦିଲ୍ଲୀ: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର ଆସିଥିଲା। ତେବେ ସରକାର ଏଭଳି ଖବରକୁ ଖଣ୍ଡନ କରିଥିଲେ ଏବଂ UPI ଉପରେ କୌଣସି ଅତିରିକ୍ତ ଚାର୍ଜ ଲାଗିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଏବେ ନୀତି ଆୟୋଗର ଉପାଧ୍ୟକ୍ଷ ଅଶୋକ ଲହିରୀଙ୍କ ବୟାନ ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି। ତାଙ୍କ କହିବା ଅନୁସାରେ, UPI

ଜୀବନଶୈଳୀ

ସକାଳେ ଖାଲି ପେଟରେ ଦୁଇଟି କଞ୍ଚା ରସୁଣ ଖାଆନ୍ତୁ ମିଳିବ ଏସବୁ ଫାଇଦା

ସମସ୍ତଙ୍କ ରୋଷେଇ ଘରେ ରସୁଣକୁ ମସଲା ଭାବରେ ବ୍ୟବହାର କରାଯାଏ। ଏହାକୁ ଔଷଧି ମଧ୍ୟ କୁହାଯାଏ କାରଣ ଏହା ଅନେକ ଔଷଧୀୟ ଗୁଣରେ ଭରପୂର। ପନିପରିବା, ଡାଲି, ମାଂସାହାରୀ ଖାଦ୍ୟ ଇତ୍ୟାଦିରେ ରସୁଣ ବିନା ଏହାର ସ୍ୱାଦ କିଛିଟା କମ୍ ଲାଗିଥାଏ । ରସୁଣରେ ଏତେ ପୋଷକ ତତ୍ତ୍ୱ ଥାଏ ଯେ ଏହା ଶରୀରକୁ ସୁସ୍ଥ ରଖିବା ପାଇଁ ଅମୃତ ପରି ବିବେଚନା କରାଯାଏ। ବିଶେଷକରି, ସକାଳେ ଖାଲି ପେଟରେ କଞ୍ଚା ରସୁଣ ଚୋବାଇଲେ ହଜମ ପ୍ରକ୍ରିୟାରେ

ମନୋରଞ୍ଜନ

ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌,ଦର୍ଶକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ

ମୁମ୍ବାଇ : ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା ସାଲଗାଓଁକର ପରିବାରର କ୍ରାଇମ ଗାଥାର ଏହା ଅନ୍ତିମ ଅଧ୍ୟାୟ ବୋଲି କୁହାଯାଉଛି। ଏଥର ‘ଦୃଶ୍ୟମ ଦ କନକ୍ଲୁଜନ’ର ଟ୍ରେଲର୍‌ ମୁମ୍ବାଇରେ ନୁହେଁ, ବରଂ ଗୋଆର ପାଣାଜୀରେ ଲଞ୍ଚ କରାଯାଇଛି। ଫିଲ୍ମର କାହାଣୀର ଦୁନିଆ ସହ ଏହି ସ୍ଥାନର ସମ୍ପର୍କ ଥିବାରୁ ଟ୍ରେଲର୍‌ ଲଞ୍ଚ ପାଇଁ ପାଣାଜୀକୁ

କ୍ରୀଡା

କୁଲଦୀପ ଯାଦବଙ୍କ କମାଲ୍‌,କୁଲଦୀପଙ୍କ ଐତିହାସିକ କୀର୍ତ୍ତି

ଲଣ୍ଡନ : ଇଂଲଣ୍ଡରେ କୁଲଦୀପ ଯାଦବ ପୁଣିଥରେ ନିଜର ସ୍ପିନ ବୋଲିଂର ଯାଦୁ ଦେଖାଇ ୟର୍କଶାୟରକୁ ଏସେକ୍ସ ବିପକ୍ଷରେ ଏକ ଚମତ୍କାର ବିଜୟ ଦେଇଛନ୍ତି। ଏହି ମ୍ୟାଚରେ କୁଲଦୀପ ଏସେକ୍ସର ବ୍ୟାଟରମାନଙ୍କୁ ନିଜ ସ୍ପିନ ଜାଲରେ ଏପରି ଭାବେ ଫସାଇଥିଲେ ଯେ ଖେଳ ମାତ୍ର ତୃତୀୟ ଦିନରେ ହିଁ ଶେଷ ହୋଇଯାଇଥିଲା। ଉଭୟ ଇନିଂସରେ ମୋଟ ୧୦ଟି ଉଇକେଟ ନେଇ କୁଲଦୀପ ନିଜର ପ୍ରଥମ ଶ୍ରେଣୀ କ୍ରିକେଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ପ୍ରଦର୍ଶନ

ବିଦେଶ

ଇରାନ ସହ ଯୁଦ୍ଧ ଶେଷ କରିବ ଆମେରିକା! ଟ୍ରମ୍ପଙ୍କ ତାରିଖ ନେଇ ବଡ଼ ଦାବି

ଓ୍ବାଶିଂଟନ : ଆମେରିକା-ଇରାନ ସଂଘର୍ଷକୁ ବିତିଲା ୬ ମାସରୁ ଅଧିକ, ଏବେ ବି ଜାରି ରହିଛି ତିକ୍ତତା। ଫେବୃଆରୀ ୨୮ ରେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ମିଳିତ ଆକ୍ରମଣ କରିବା ପରଠାରୁ ମଧ୍ୟ-ପୂର୍ବ ଅଞ୍ଚଳରେ ଯୁଦ୍ଧ ଜାରି ରହିଛି।ଆମେରିକା ଏବଂ ଇରାନ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂଘର୍ଷ କେବେ ଶେଷ ହେବ ସେ ନେଇ ଏକ ପୂର୍ବାନୁମାନ କରିଛନ୍ତି।ବୁଧବାର ରାଷ୍ଟ୍ରପତି ଟ୍ରମ୍ପ

ଦେଶ

ସ୍କୁଲରେ ଭୟଙ୍କର ଅଗ୍ନିକାଣ୍ଡ, ୨୬ ମୃତ ଓ ଅନେକ ଆହତ

କଙ୍ଗୋ: ଗୁରୁବାର ଦିନ କଙ୍ଗୋର ପୂର୍ବ ଡେମୋକ୍ରାଟିକ୍ ରିପବ୍ଲିକ୍ ସହର ବୁକାଭୁରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଦୁଇଟି ସ୍କୁଲରେ ଅଗ୍ନିକାଣ୍ଡ ଘଟି ୨୬ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ସୂଚନାନୁଯାୟୀ, ପ୍ରଥମେ ନିଆଁ ଏକ ଘରେ ଲାଗିଥିଲା ​​ଏବଂ ପରେ ପାଖାପାଖି ଦୁଇଟି ସ୍କୁଲକୁ ବ୍ୟାପିଯାଇଥିଲା, ଉଭୟ ପରସ୍ପର ନିକଟରେ ଅବସ୍ଥିତ । ଫୁରାହା

Scroll to Top