odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

‘ହୈୱାନ’ରେ ସୈଫ୍ ଓ ଅକ୍ଷୟଙ୍କ ଆକ୍ସନ ଧମାକାରେ

ମୁମ୍ବାଇ : ବଲିଉଡରେ ଏବେ ଚର୍ଚ୍ଚାରେ ଅଛନ୍ତି ଦୁଇ ଦମଦାର ଅଭିନେତା । ଦୁଇ ବଡ଼ ଷ୍ଟାର୍ଙ୍କ ଦମଦାର ଟକ୍କର ଦେଖିବାକୁ ମିଳିଛି ସିନେମା ହଲରେ । ଗୋଟିଏ ପଟେ ସୈଫ୍ ଅଲୀ ଖାନଙ୍କ ଦମଦାର ଅଭିନୟ ,ଅନ୍ୟପଟେ ଅକ୍ଷୟ କୁମାରଙ୍କ ଭୟଙ୍କର ଲୁକ୍ ଓ ଅନ୍ଦାଜ । ଏହି ଦୁଇ ଅଭିନେତାଙ୍କୁ ନେଇ ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ହୈୱାନ’କୁ ନେଇ ବଢ଼ୁଛି ଦର୍ଶକଙ୍କ କ୍ରେଜ । ଫିଲ୍ମର ନାଁ ଯେତିକି ଚର୍ଚ୍ଚାରେ, ତା’ଠାରୁ ଅଧିକ

ଜୀବନଶୈଳୀ

ସକାଳୁ ଖାଆନ୍ତୁ ମାତ୍ର କିଛି ଗୋଲମରିଚ

ସୁସ୍ଥ ରହିବାକୁ ମଣିଷ ବହୁତ କିଛି କାର୍ଯ୍ୟ କରିଥାଏ । ଅସମ୍ଭବ ଜିନିଷକୁ ମଧ୍ୟ ସମ୍ଭବ କରାଇଥାଏ । ସ୍ୱାସ୍ଥ୍ୟ ଭଲ ରହିଲେ ସବୁ କାର୍ଯ୍ୟ ଠିକଠାକରେ ହୋଇଥାଏ ନଚେତ୍ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ । ଆଜିକାଲି ସମୟରେ ଯେଉଁ ରୋଗ ହେଉଛି ତାହା ଦୂର ହେବା ଖୁବ୍ କଷ୍ଟକର ହୋଇପଡୁଛି । ଶରୀର ଅସୁସ୍ଥ ହେଲେ କୌଣସି କାମରେ ମନ ଲାଗି ନଥାଏ । ତେଣୁ ଅଧିକାଂଶ ଲୋକେ ଶରୀରକୁ ସୁସ୍ଥ ରଖିବା

ରାଜ୍ୟ

ବ୍ରିକ୍ସ ଗୁଡି ବ୍ୟାଗ୍‌ରେ ଓଡ଼ିଶାର କଫି, ବିଶ୍ୱ ଦରବାରରେ ପାହାଡ଼ିଆ ସ୍ୱାଦର ଝଲକ

ଭୁବନେଶ୍ୱର : କୋରାପୁଟର ପାହାଡ଼ିଆ କଫି ବଗିଚାରୁ ସିଧା ବିଶ୍ୱସ୍ତରୀୟ ବ୍ରିକ୍ସ ମଞ୍ଚ ପର୍ଯ୍ୟନ୍ତ। ନୂଆଦିଲ୍ଲୀର ପ୍ରଗତି ମଇଦାନର ଭାରତ ମଣ୍ଡପମ୍‌ରେ ଆଜିଠାରୁ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ଦେଶବିଦେଶର ସାମ୍ବାଦିକ ଏବଂ ପ୍ରତିନିଧିମାନଙ୍କ ପାଇଁ ଭାରତ ସରକାର ଏକ ସ୍ୱତନ୍ତ୍ର ଏବଂ ଆକର୍ଷଣୀୟ ଗୁଡି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି । ଏହି ଉପହାର ଜରିଆରେ ଭାରତର ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ସ୍ଥାନୀୟ ଉତ୍ପାଦଗୁଡ଼ିକୁ ବିଶ୍ୱ ଦରବାରରେ ପରିଚୟ ଦେବା ପାଇଁ

ଅପରାଧ

ହାଫିଜ୍ ସଇଦ୍‌କୁ ପୁଣି ଝଟକା

ନୂଆଦିଲ୍ଲୀ : ଲସ୍କର-ଇ-ତୋଏବା ପ୍ରତିଷ୍ଠାତା ଏବଂ ଘୋଷିତ ଆତଙ୍କବାଦୀ ହାଫିଜ୍ ମହମ୍ମଦ ସଇଦଙ୍କ ବିରୋଧରେ ପୁଣି ଥରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଏହି ମାମଲା କାଶ୍ମୀର ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର, ଟଙ୍କା ଏବଂ ନିର୍ଦ୍ଦେଶ ଯୋଗାଇବା ଅଭିଯୋଗ ସହିତ ଜଡିତ। ଦୁଇ ମାସରୁ କମ୍ ସମୟ ମଧ୍ୟରେ ଜମ୍ମୁର ଏନଆଇଏ କୋର୍ଟଙ୍କ ଦ୍ୱାରା ହାଫିଜ୍ ସଇଦଙ୍କ ବିରୋଧରେ ଏହା ଦ୍ବିତୀୟ ୱାରେଣ୍ଟ। ଏନଆଇଏ କୋର୍ଟଙ୍କୁ କହିଛି ଯେ ତଦନ୍ତ ସମୟରେ ଜଣାପଡ଼ିଛି,

ଦେଶ

ବ୍ରିକ୍ସ ସଂଘର୍ଷର ନୁହେଁ, ସହଯୋଗର ମଞ୍ଚ

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ କ୍ରମରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏକ ୧୦-ସୂତ୍ରୀ ଯୋଜନା ଉପସ୍ଥାପନ କରି ସେ କହିଛନ୍ତି, ବ୍ରିକ୍ସ ହେଉଛି ସଂଘର୍ଷ ନୁହେଁ, ସହଯୋଗର ଏକ ମଞ୍ଚ। ସେ ଗ୍ଲୋବାଲ୍ ସାଉଥ୍‌ର ଅଂଶଗ୍ରହଣ ବୃଦ୍ଧି, ୟୁଏନଏସସି ସଂସ୍କାର ଏବଂ ସଦସ୍ୟ ଦେଶମାନଙ୍କ ମଧ୍ୟରେ ସୁରକ୍ଷା ସହଯୋଗକୁ ମଜବୁତ କରିବା ପାଇଁ ମଧ୍ୟ ଆହ୍ୱାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି, ଭାରତ ଦ୍ୱାରା ଆୟୋଜିତ

ବିଦେଶ

ଭାରତୀୟ ଚାଷୀଙ୍କ ପାଇଁ ରୁଷର ବଡ଼ ଉପହାର, କୃଷି କ୍ଷେତ୍ରରେ ମିଳିବ ନୂଆ ସୁଯୋଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ପୁଟିନ୍। ଅର୍ଥାତ୍ ରୁଷ ଏବେ ଭାରତକୁ ସାର ଯୋଗାଣ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରୁଷ ସାର ଉତ୍ପାଦକ ସଂଘର ସଭାପତି

ପାଣିପାଗ

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆଜି ଏବଂ କାଲି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ଲାଗି ରହିବ। ୧୪ ତାରିଖ ବେଳକୁ ବର୍ଷା କମିବ। ଆଜି ଉତ୍ତର ଓ ଦକ୍ଷିଣ ଓଡିଶା ସହ ପଶ୍ଚିମ ଓଡି଼ଶାର କିଛି ଜିଲ୍ଲାରେ ଝଡବର୍ଷା ସତର୍କତା ଜାରି କରାଯାଇଛି। ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଆକଳନ କରିଛି

ସଂସ୍କୃତି

ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ

ଭୁବନେଶ୍ୱର : ଆସନ୍ତାକାଲି ଧରାପୃଷ୍ଠକୁ ଅବତରଣ କରିବେ ବିଘ୍ନହର୍ତ୍ତା ପ୍ରଭୁ ଗଜାନନ । ଏନେଇ କାରିଗରଙ୍କ ମଧ୍ୟରେ ବେସ ଉତ୍ସାହ ଦେଖାଦେଇଛି । ଭିନ୍ନ ଭିନ୍ନ ଢ଼ଙ୍ଗରେ ଲୋକଙ୍କୁ ଆକୃଷ୍ଟ କରିବା ଭଳି ଗଣେଶଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ପ୍ଲାଷ୍ଟର ଅଫ ପ୍ୟାରିସ ମୁର୍ତ୍ତି ବଦଳରେ ମାଟିରେ ନିର୍ମିତ ମୁର୍ତ୍ତି କୁ ଲୋକେ ବେସ ପସନ୍ଦ କରୁଛନ୍ତି । ତେବେ ଲୋକଙ୍କୁ ସୁହାଇଲା ଭଳି ଦରରେ ଏଥର ବିକ୍ରି ହେଉଛି ଗଜାନନ ଗଣପତିଙ୍କ ମୁର୍ତ୍ତି ।

ସଂସ୍କୃତି

ଶନିବାର ଶନିଦେବଙ୍କ ସହ ହନୁମାନଙ୍କ ପୂଜା କାହିଁକି? ଜାଣନ୍ତୁ ଏହା ପଛର ରହସ୍ୟ!

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ଭାବେ ବିବେଚନା କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ବ୍ୟକ୍ତିର ଭଲ ଓ ଖରାପ କର୍ମ ଅନୁଯାୟୀ ଶନିଦେବ ତାଙ୍କୁ ଫଳ ପ୍ରଦାନ କରନ୍ତି । ଶନିଦେବଙ୍କ କଥା ଆସିଲେ ଲୋକଙ୍କ ମନରେ ସାଢ଼େସାତୀ ଓ ଢୈୟା ଭଳି ଜ୍ୟୋତିଷୀୟ ମାନ୍ୟତା ସଙ୍ଗେ ସଙ୍ଗେ ମନକୁ ଆସିଥାଏ । ତେବେ ଶନିଦେବ କେବଳ ଦଣ୍ଡ ଦେଉଥିବା ଦେବତା ନୁହେଁ, ବରଂ କର୍ମ ଅନୁଯାୟୀ ଉଚିତ ଫଳ ପ୍ରଦାନ

ରାଜନୀତି

ଆଶୀର୍ବାଦର ଦୀପ’ରେ ଆଲୋକିତ ହେବ ପ୍ରତି ଘର, ମହିଳାଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଆହ୍ୱାନ

ଭୁବନେଶ୍ୱର : ରାଜ୍ୟର ସମସ୍ତ ମହିଳା ହିତାଧିକାରୀମାନଙ୍କୁ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିଜ ନିଜ ଘରେ ଦୀପ ପ୍ରଜ୍ୱଳନ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆହ୍ୱାନ ଦେଇଛନ୍ତି। ସେବା, କୃତଜ୍ଞତା ଏବଂ ମହିଳା ସଶକ୍ତୀକରଣର ପ୍ରତୀକ ସ୍ୱରୂପ ଏହି ଦୀପ ପ୍ରଜ୍ୱଳନ କରାଯିବ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ଏହି

Scroll to Top