ଆଣ୍ଟି ପେପର ଲିକ ବିଲ ପାସ
ନୂଆଦିଲ୍ଲୀ: ଦୁଇ ଦିନର ଗହନ ଚର୍ଚ୍ଚା ଓ ଗରମା ଗରମ ବୟାନବାଜି ପରେ ସଂସଦର ନିମ୍ନ କକ୍ଷ ବା ଲୋକସଭାରେ ବୁଧବାର ପାସ୍ ହୋଇଛି ‘ଆଣ୍ଟି ପେପର ଲିକ୍ ବିଲ୍ ୨୦୨୬’। ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ ପାରିତ ହୋଇଛି । ନିଟ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପ୍ରଦର୍ଶନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ର ସୋମବାର ଏହି ସଂଶୋଧନ ବିଲ ଆଗତ କରିଥିଲା । ହେଲେ









