odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆଣ୍ଟି ପେପର ଲିକ ବିଲ ପାସ

ନୂଆଦିଲ୍ଲୀ: ଦୁଇ ଦିନର ଗହନ ଚର୍ଚ୍ଚା ଓ ଗରମା ଗରମ ବୟାନବାଜି ପରେ ସଂସଦର ନିମ୍ନ କକ୍ଷ​‌ ବା ଲୋକସଭାରେ ବୁଧବାର ପାସ୍ ହୋଇଛି ‘ଆଣ୍ଟି ପେପର ଲିକ୍ ବିଲ୍ ୨୦୨୬’। ପରୀକ୍ଷାରେ ସଂସ୍କାର ନେଇ ଆସିଥିବା ବିଲ ପାରିତ ହୋଇଛି । ନିଟ ବିବାଦକୁ ନେଇ ଦେଶବ୍ୟାପୀ ଛାତ୍ର ବିରୋଧ ପ୍ରଦର୍ଶନ ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବାର କିଛି ଦିନ ପରେ କେନ୍ଦ୍ର ସୋମବାର ଏହି ସଂଶୋଧନ ବିଲ ଆଗତ କରିଥିଲା । ହେଲେ ଆଜି ତାହା ପାରିତ ହୋଇଛି । ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବନ୍ଦେ ମାତରଂ ବିଲ ମଧ୍ୟ ପାରିତ ହୋଇଛି । ଜୁଲାଇ ୨୦ରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ବିରୋଧୀ ଦଳ ନିଟ ପେପର ଲିକ ନେଇ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାରଙ୍କ ଉପରେ ଚାପ ପଡିଥିଲା ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top