ଖୁବଶୀଘ୍ର ମହିଳାମାନଙ୍କୁ ମିଳିବ ୨୫ଶହ ଟଙ୍କା
ନୂଆଦିଲ୍ଲୀ : ଦିଲ୍ଲୀର ମହିଳାମାନଙ୍କ ପାଇଁ ଖୁସି ଖବର । ପ୍ରତିମାସରେ ମିଳିବ୨୫ ଶହ ଟଙ୍କା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଦିଲ୍ଲୀ ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ଦେଇଛି ।ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ପ୍ରତିମାସରେ ୨,୫୦୦ ଲେଖାଏଁ ଆର୍ଥିକ ସହାୟତା ଦିଆଯିବ, କିନ୍ତୁ ସମ୍ପୂର୍ଣ୍ଣ ଟଙ୍କା ସିଧାସଳଖ ଖର୍ଚ୍ଚ କରିବା ପାଇଁ ମିଳିବ ନାହିଁ। ସରକାର ଚାହାଁନ୍ତି ଯେ ଏହି ଟଙ୍କାର ଏକ ବଡ଼ ଅଂଶ ସଞ୍ଚୟ ଏବଂ ନିବେଶରେ ଯାଉ,









