odisha24 Live

Latest News

Latest News

Author name: RatnaManjari Mohanty

ବିଦେଶ

ଚିନ୍ତା ପ୍ରଧାନମନ୍ତ୍ରୀ! କ’ଣ ହେବ ପରବର୍ତ୍ତୀ ପଦକ୍ଷେପ?

ଇସ୍ରାଏଲ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନ୍ୟାହୁ ବର୍ତ୍ତମାନ ବିଭିନ୍ନ ରାଜନୈତିକ ଏବଂ ସାମରିକ ସମସ୍ୟା କାରଣରୁ ଗଭୀର ଚିନ୍ତାରେ ଅଛନ୍ତି। ଶାସକ ଦଳ ‘ଲିକୁଡ’ ବଡ଼ ରାଜନୈତିକ ସଙ୍କଟର ସାମ୍ନା କରିବାକୁ ଯାଉଛି ବୋଲି ଦର୍ଶାଯାଇଛି। ପ୍ରକାଶିତ କେତେକ ନିର୍ବାଚନ ସର୍ଭେରେ ଦଳର ଆସନ ହ୍ରାସ ପାଇବା ପରେ ନେତାନ୍ୟାହୁ ନିଜର ପ୍ରଚାର ରଣନୀତି ପ୍ରସ୍ତୁତ କରିବାରେ ଅସମର୍ଥ ହେଉଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲିକୁଡ ଦଳର ଆସନ ସଂଖ୍ୟା ୨୩ରୁ ଖସି ୧୯ରେ ପହଞ୍ଚିଛି।

ଦେଶ

ନେପାଳରେ ବନ୍ୟାର ପ୍ରଳୟ!

ନୂଆଦିଲ୍ଲୀ : ନେପାଳରେ ଆସି ଥିବା ବିନାଶକାରୀ ବନ୍ୟା ସମସ୍ତଙ୍କ ହୃଦୟ ଥରାଇ ଦେଇଛି ।ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ପାହାଡ଼ି ଦେଶ ନେପାଳ। ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଭୟଙ୍କର ଚିତ୍ର। ଧ୍ବଂସାବଶେଷ ତଳେ ଜାରି ରହିଛି ଜୀବନ ଖୋଜା। ପାହାଡ଼ି ଦେଶ ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ। ନେପାଳ ପ୍ରଳୟରେ ବଢି ଚାଲୁଛି ମୃତ୍ୟୁସଂଖ୍ୟା। ଏଯାଏଁ ୪୬୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଶହ ନିଖୋଜ ରହିଛନ୍ତି। ନିଖୋଜଙ୍କ ମଧ୍ୟରେ ୨୯୦ ଭାରତୀୟ

ରାଜ୍ୟ, Top Stories

ଆଜି ମିଳୁଛି ‘ସୁଭଦ୍ରା’ ଟଙ୍କା,ମିଳିବ ପଞ୍ଚମ କିସ୍ତି

ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ମହିଳାଙ୍କୁ ମିଳିବ ଯୋଜନାର ପଞ୍ଚମ କିସ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଏଥିପାଇଁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବଡ଼ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଅର୍ଥ ପ୍ରଦାନ କରିବେ। ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ

ପାଣିପାଗ

ଛାଡିବାର ନା ଧରୁନି ଲଘୁଚାପ !

ଭୁବନେଶ୍ୱର : ମାଡ଼ି ଆସୁଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ। ଆଜି ଅଧାରୁ ଅଧିକ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ୨୯ ଓ ୩୦ ତାରିଖରେ ପୁରା

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେ‌ଷ : ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ‌ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ।ବୃଷ : ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଯାନ କିଣିବା ଲାଗି ମନ ବଳାଇବେ। ‌ମିଥୁନ : ଡେକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ପୂଜାପାଠରେ ସମୟ ବିତିବ। ରାଜନୀତି

ସଂସ୍କୃତି

ଝୁଲଣ ଯାତ୍ରାର ଆରମ୍ଭ ଓ ପୌରାଣିକ ଇତିହାସ

ଝୁଲଣ ଯାତ୍ରା ହେଉଛି ସନାତନ ହିନ୍ଦୁ ଧର୍ମ ଓ ବୈଷ୍ଣବ ସମ୍ପ୍ରଦାୟର ଏକ ଅତି ପବିତ୍ର ଓ ଆନନ୍ଦଦାୟକ ପର୍ବ, ଯାହା ମୁଖ୍ୟତଃ ରାଧା-କୃଷ୍ଣଙ୍କ ଦିବ୍ୟ ପ୍ରେମ ଏବଂ ଲୀଳାକୁ ଆଧାର କରି ପାଳନ କରାଯାଏ । ଶ୍ରାବଣ ପୂର୍ଣ୍ଣିମା (ଗହ୍ମା ପୂର୍ଣ୍ଣିମା) ପର୍ଯ୍ୟନ୍ତ ପ୍ରାୟ ୫ ରୁ ୭ ଦିବସ ବ୍ୟାପୀ ପାଳିତ ହୁଏ । ଏହି ସମୟରେ ବିଭିନ୍ନ ମଠ, ମନ୍ଦିର ଓ ଗୃହରେ ପ୍ରଭୁ ଶ୍ରୀକୃଷ୍ଣ ଓ ମାତା ରାଧାରାଣୀଙ୍କ ବିଗ୍ରହକୁ ସୁସଜ୍ଜିତ

ରାଜନୀତି, ଦେଶ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ : ଲୋକମାତା ଅହଲ୍ୟାବାଇ ମାତୃଶକ୍ତି ଯାତ୍ରା ଯୋଜନାର ଶୁଭାରମ୍ଭ ଏବଂ ଲକ୍ଷ୍ନୌରେ ସ୍ୱତନ୍ତ୍ର ବସ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଝିଅମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଅକ୍ଟୋବର-ନଭେମ୍ବରରେ ସ୍ନାତକ ପଢ଼ୁଥିବା ୫୦,୦୦୦ ଝିଅଙ୍କୁ ସ୍କୁଟି ଯୋଗାଇ ଦିଆଯିବ।ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଡବଲ-ଇଞ୍ଜିନ୍ ସରକାର ମହିଳାଙ୍କ ସୁରକ୍ଷା, ସମ୍ମାନ ଏବଂ ସ୍ୱାବଲମ୍ବନକୁ ଏହାର ଯୋଜନାର କେନ୍ଦ୍ରରେ ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି

ଜୀବନଶୈଳୀ

ଦାନ୍ତ ଘଷିବା ପରେ ତୁରନ୍ତ ଖାଉଛନ୍ତି କିମ୍ବା ପିଉଛନ୍ତି କି ?

ଦାନ୍ତକୁ ସଫା କରିବା ପାଇଁ ବ୍ରଶ୍‌‌ର ବ୍ୟବହାର କରାଯାଏ। ଅନେକ ସମୟରେ ଏପରି ଦେଖାଯାଏ, ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇ ଥାଆନ୍ତି। ମାତ୍ର ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।ଦାନ୍ତର ଉପରିଭାଗ ଖୁବ ଶକ୍ତ। ଏହାସହ ମାଢି ସୁସ୍ଥ ରହିବା

ବିଦେଶ

ଭୟଙ୍କର ବନ୍ୟା

ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ନେପାଳରେ ବନ୍ୟାର ପ୍ରଳୟଙ୍କରୀ ରୂପ ଦେଖିବାକୁ ମିଳିଛି। ଏହି ସମୟରେ ବିହାରରେ ମଧ୍ୟ ବନ୍ୟାକୁ ନେଇ ହାଇଆଲର୍ଟ ଜାରି କରାଯାଇଛି। ବିହାରର ମୁଖ୍ୟ ଶାସନ ସଚିବ ପ୍ରତ୍ୟୟ ଅମୃତଙ୍କ ଅଧ୍ୟକ୍ଷତାରେ ଏହି ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଏକ ବୈଠକ ଅନୁଷ୍ଠିତ ହୋଇଛି। ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ଅଧୀକ୍ଷକ/ଏସଏସପିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଅଂଶଗ୍ରହଣ କରିଛନ୍ତି। ଅଧିକାରୀମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କ୍ଷୟକ୍ଷତି ନିର୍ଣ୍ଣୟ କରିନାହାଁନ୍ତି

ବାଣିଜ୍ୟ

ବଢ଼ିଲା ଅଣ୍ଡାର ଦର

ନୂଆଦିଲ୍ଲୀ : ଚିନି ପିଆଜର ଦର ବୃଦ୍ଧି ପାଇବା ପରେ, ବର୍ତ୍ତମାନ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ ପ୍ରାୟ ୩୫-୪୦ ପ୍ରତିଶତ ବୃଦ୍ଧି ଘଟିଛି । ନ୍ୟାସନାଲ୍ ଏଗ୍ କୋ-ଅର୍ଡିନେସନ୍ କମିଟି ଅନୁଯାୟୀ, ପୋଲଟ୍ରି ଫାର୍ମରୁ ବାହାରୁଥିବା ଗୋଟିଏ ଅଣ୍ଡାର ମୂଲ୍ୟ ପ୍ରାୟ ୭ ଟଙ୍କାରେ ପହଞ୍ଚିଥିବା ବେଳେ ଖୁଚୁରା ବଜାରରେ ଏହା ୮.୫୦ ରୁ ୯ ଟଙ୍କାରେ ବିକ୍ରି ହେଉଛି। ଅଣ୍ଡା ଦର

Scroll to Top