odisha24 Live

Latest News

Latest News

Author name: RatnaManjari Mohanty

ଜୀବନଶୈଳୀ

କାକୁଡିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି

କାକୁଡ଼ି ଆମ ଶରୀରକୁ ସୁସ୍ଥ ଏବଂ ସତେଜ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଓ ଜଳୀୟ ଅଂଶ ରହିଥିବାରୁ ଏହାକୁ ସ୍ୱାସ୍ଥ୍ୟର ‘ପାୱାରହାଉସ୍’ କୁହାଯାଏ। କାକୁଡିରୁ ଭିଟାମିନ୍ ସି, ଭିଟାମିନ୍ କେ , ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଫଳପ୍ରଦ

ବାଣିଜ୍ୟ

ସେପ୍ଟେମ୍ବର ୧ରୁ ବଢିବ କ୍ଷୀର

ମୁମ୍ବାଇ : ସେପ୍ଟେମ୍ବର ୧ରୁ ମୁମ୍ବାଇରେ କ୍ଷୀର କିଣିବା ସାଧାରଣ ଲୋକଙ୍କ ପକେଟ ଉପରେ ଭାରୀ ବୋଝ ହୋଇଯିବ। ମହଙ୍ଗା ମାଡ଼ ମଧ୍ୟରେ କ୍ଷୀର ମୂଲ୍ୟରେ ଏକ ବଡ଼ ବୃଦ୍ଧି ନେଇ ସରକାରୀ ଘୋଷଣା କରାଯାଇଛି। ସହରର ପାଇକାରୀ ଏବଂ ଖୁଚୁରା କ୍ଷୀର ଉତ୍ପାଦକମାନେ ପ୍ରତି ଲିଟରରେ ୯ ବୃଦ୍ଧି ହୋଇଛଇ। ଫଲରେ କ୍ଷୀର ଭଳି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀର ବୃଦ୍ଧି ସାମଗ୍ରିକ ରୋଷେଇ ଘର ଖର୍ଚ୍ଚକୁ ବାଧା ଦେବ। ଏପର୍ଯ୍ୟନ୍ତ ଗ୍ରାହକମାନେ ୯୩ ଟଙ୍କା ପ୍ରତି

ମନୋରଞ୍ଜନ

ବନ୍ୟା ବିପନ୍ନଙ୍କ ସାରଥି ସୋନୁ: ନେପାଳକୁ ପଠାଇଲେ ସହାୟତା

ମୁମ୍ବାଇ : ନେପାଳରେ ଭୟାବହ ବନ୍ୟା ପରିସ୍ଥିତି ଭୟଙ୍କର କ୍ଷୟକ୍ଷତି ଘଟାଇଛି। ଏହି ପ୍ରଳୟଙ୍କରୀ ବନ୍ୟାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିରେ ଶହ ଶହ ଲୋକ ନିଖୋଜ ଅଛନ୍ତି । ଏଥିସହ ୧୫ଟି ହେଲିକପ୍ଟର ସାହାଯ୍ୟରେ ନେପାଳ ସେ ସେନା ଦ୍ବାରା ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଜାରି ରହିଛି ଏବଂ ୨୫୦ ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି । ଏହାରି ମଧ୍ୟରେ ବଲିଉଡର

କ୍ରୀଡା

ଚେସ୍‌ରେ ନୂଆ ଇତିହାସ ରଚିଲେ ପ୍ରଜ୍ଞାନନ୍ଦା

ନୂଆଦିଲ୍ଲୀ: ଚେସ୍‌ ଦୁନିଆରେ ଭାରତର ନୂଆ ଇତିହାସ । ଗ୍ରାଣ୍ଡ ଚେସ୍‌ ଟୁର୍‌ ଜିତି ପ୍ରଥମ ଭାରତୀୟ ଭାବେ ଇତିହାସ ରଚିଲେ ଆର୍‌. ପ୍ରଜ୍ଞାନନ୍ଦା। ଡିଫେଣ୍ଡିଂ ଚାମ୍ପିଅନ୍‌ ଫାବିଆନୋ କାରୁଆନାଙ୍କ ବିପକ୍ଷରେ ଅବିଶ୍ୱସନୀୟ କମ୍‌ବ୍ୟାକ୍‌ କରି ଏହି ବଡ଼ ସଫଳତା ହାସଲ କରିଛନ୍ତି ଚେନ୍ନାଇର ଏହି ଗ୍ରାଣ୍ଡମାଷ୍ଟର । ଫାଇନାଲ୍‌ର ଶେଷ ଦିନ ପୂର୍ବରୁ ପ୍ରଜ୍ଞାନନ୍ଦା ୬ ପଏଣ୍ଟ ପଛରେ ଥିଲେ। କ୍ଲାସିକାଲ୍‌ ଗେମ୍‌ ପରେ ସ୍କୋର୍‌ ଥିଲା କାରୁଆନାଙ୍କ ସପକ୍ଷରେ ୯-୩। ଏଭଳି ସ୍ଥିତିରେ ପ୍ରଜ୍ଞାନନ୍ଦାଙ୍କ

ଅପରାଧ

ଏସସିବି ମେଡିକାଲ୍ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ

କଟକ: କଟକ ସ୍ଥିତ ଏସସିବି ମେଡିକାଲ କଲେଜରେ ଆର୍ଥିକ ହେରଫେର ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ଦିନେଶ ରାଉତ ଗିରଫ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଏସସିବି ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା।ମେଡିକାଲ କଲେଜର କର୍ମଚାରୀମାନଙ୍କ ଦରମା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟ ଡାଟା ଏଣ୍ଟ୍ରି ଅପରେଟରଙ୍କ

ଶିକ୍ଷା ଓ ନିଯୁକ୍ତି

ଏଣିକି ‘ଫେଲ୍’ ନୁହେଁ, ମାର୍କସିଟ୍‌ରେ ମିଳିବ ନୂଆ ପରିଚୟ

ବିହାର : ଖୁବଶୀଘ୍ର ବିହାରର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ। ଛାତ୍ରଛାତ୍ରୀଙ୍କ ମନରୁ ପରୀକ୍ଷା ଭୟ ଓ ମାନସିକ ଚାପ ଦୂର କରିବା ପାଇଁ ଏହି ନୂତନ ନିୟମ ପ୍ରଣୟନ କରାଯାଉଛି । ଏଣିକି ବିହାରରେ ପରୀକ୍ଷାରେ ବିଫଳ ହେଉଥିବା ଛାତ୍ରଛାତ୍ରୀଙ୍କ ମାର୍କସିଟ୍‌ରେ ଆଉ ‘ଫେଲ୍’ ଶବ୍ଦ ଦେଖିବାକୁ ମିଳିବ ନାହିଁ। ଏହା ବଦଳରେ ପ୍ରମାଣପତ୍ରରେ ‘ଦକ୍ଷତା ପାଇଁ ଯୋଗ୍ୟ’ ଶବ୍ଦ ବ୍ୟବହାର କରାଯିବ। ପିଲାଙ୍କ ମନୋବଳ ନଭାଙ୍ଗିବା ଏବଂ ଶିକ୍ଷାକ୍ଷେତ୍ରରେ ସକାରାତ୍ମକ ପରିବେଶ ତିଆରି କରିବା ଉଦ୍ଦେଶ୍ୟରେ

ବାଣିଜ୍ୟ, Trending Stories

ଆଜିର ସୁନା ଓ ରୁପା ଦର

ନୂଆଦିଲ୍ଲୀ : ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର । ରାକ୍ଷୀରେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୯,୮୨୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୬,୫୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା

ରାଜନୀତି

ରାଗିଗଲେ ଜୁଏଲ

ରାଉରକେଲା : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ରାଜନୀତିକୁ ନେଇ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସେ କହିଛନ୍ତି ଯେ ରାଉରକେଲାରେ କିଛି ଲୋକ ମୋତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କିଛି ଲୋକ ପଇସାପତ୍ର ଖର୍ଚ୍ଚ କରି ବଦନା କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଭାବୁଛନ୍ତି ଜୁଏଲ ଓରାମ ଡ୍ରପ ହୋଇଗଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । କିନ୍ତୁ ମୁଁ ଏହି ଦଳକୁ ରକ୍ତ

ସଂସ୍କୃତି

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ : ମହାପ୍ରଭୁଙ୍କୁ ଲାଗି ହେବ ପବିତ୍ର ରାକ୍ଷୀ

ପୁରୀ : ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଜି ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା, ଦୁଇ ଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବାର ନୀତି ଅନୁଷ୍ଠିତ ହେବ । ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ମହାପ୍ରଭୁଙ୍କୁ ସିଂହାରୀ ସେବକ ମାନେ ଲାଗି କରାଇବେ

ବିଦେଶ

ଥରିଲା ଚୀନ

ଚୀନ୍‌ : ଥରହର ହେଲା ଚୀନ। ଚୀନ୍‌ର ସିଚୁଆନ୍‌ ଅଂଚଳରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପ ତୀବ୍ରତା ୫.୧ ରେକର୍ଡ ହୋଇଛି। ଶୁକ୍ରବାର ଅପରାହ୍ନରେ ଦକ୍ଷିଣ-ପଶ୍ଚିମ ଚୀନର ସିଚୁଆନ୍ ପ୍ରଦେଶରେ ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା।ଚୀନ୍ ଭୂମିକମ୍ପ ପରେ ସ୍ତର ୪ ସତର୍କତା ଜାରି କରାଯାଇଛି। ଭାରତୀୟ ରାଜ୍ୟ ମଣିପୁରରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସକାଳ ୧୦:୪୯ରେ ମଣିପୁରରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି। ରିକ୍ଟର ସ୍କେଲରେ

Scroll to Top