ଇସ୍ରୋର ଐତିହାସିକ ସଫଳତା: ମହାକାଶରେ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍
ନୂଆଦିଲ୍ଲୀ : ଇସ୍ରୋର ଆଡଭାନ୍ସଡ ଅର୍ଥ ଅବଜରଭେସନ୍ ସ୍ପେସକ୍ରାଫ୍ଟ, ଯାହା ଜିଓ-ଅରବିଟରେ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍, ଶୁକ୍ରବାର ଦିନ ସ୍ପେସପୋର୍ଟରୁ GSLV ରକେଟ୍ ମାଧ୍ୟମରେ ସଫଳତାର ସହ ଲଞ୍ଚ କରାଯାଇଛି। ଇସ୍ରୋ ସୂଚନା ଦେଇଛି ଯେ, EOS-05 ସାଟେଲାଇଟ୍ ସ୍ପେସପୋର୍ଟରୁ ଉଡ଼ାଣ ଭରିବାର ପ୍ରାୟ ୧୮ ମିନିଟ୍ ପରେ ନିର୍ଦ୍ଧାରିତ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅରବିଟରେ ସଫଳତାର ସହ ସ୍ଥାପିତ ହୋଇଛି। ଇସ୍ରୋ ଅଧ୍ୟକ୍ଷ ଭି. ନାରାୟଣନ କହିଛନ୍ତି, “ମୋତେ ଏହା ଜଣାଇ ଅତ୍ୟନ୍ତ ଖୁସି ଲାଗୁଛି […]








