odisha24 Live

Latest News

Latest News

Author name: RatnaManjari Mohanty

ସଂସ୍କୃତି

ଶ୍ରୀମନ୍ଦିରରେ ବଡ ମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଚାଲିଛି ବଡ଼ ମହାସ୍ନାନ । ଯେଉଁଥିପାଇଁ ବନ୍ଦ ରହିଛି ସାଧାରଣ ଦର୍ଶନ । ଘଣ୍ଟାଏ ଧରି ବନ୍ଦ ରହିବ ଦର୍ଶନ । ସାଢେ ୨ ଟାରେ ଦର୍ଶନ କରିବେ ଭକ୍ତ । ଭିତରକାଠ ଧୁକୁଡି ଦ୍ୱାରରେ ପଡିଥିଲା ବାନ୍ତି । ମନ୍ଦିର ପରିସର ଅଶୌଚ ହେବା ଯୋଗୁଁ ମହାପ୍ରଭୁଙ୍କର ବିଶେଷ ‘ମହାସ୍ନାନ’ ନୀତି କରାଯାଉଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା

ରାଜନୀତି, Top Stories

ବିଜେପି ସାଂସଦଙ୍କୁ ନବୀନଙ୍କ ବଡ଼ ଚିଠି

ଭୁବନେଶ୍ୱର : ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଖଣି ସଂଶୋଧନ ବିଲ ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସାଂସଦଙ୍କୁ ଚିଠି ଲେଖି କହିଛନ୍ତି, ସଂଶୋଧନ ବିଲ ରାଜ୍ୟ ସରକାରଙ୍କ କ୍ଷମତା ଛଡାଇ ନେଉଛି । ସାଂସଦମାନେ ଚ୍ୟାଲେଞ୍ଜ କରନ୍ତୁ, ପ୍ରତ୍ୟାହାର ଦାବି କରନ୍ତୁ । ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରନ୍ତୁ । ଇତିହାସ ସେମାନଙ୍କୁ ମନେ ରଖିବ । ବିବେକର ଡାକକୁ ଶୁଣନ୍ତୁ, ଓଡିଶା ପାଇଁ ଲଢନ୍ତୁ ।

ରାଜ୍ୟ, Top Stories

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ହାଇଲେଭେଲ୍ ମିଟିଂ

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ଓ ସୁରକ୍ଷା ନେଇ ହେଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ଆଧୁନିକୀକରଣ ନେଇ ହେଉଛି ବିସ୍ତୃତ ଆଲୋଚନା। ଏହାସହ ପୂର୍ବରୁ ଅନୁଷ୍ଠିତ ପୋଲିସ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବିଭିନ୍ନ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ମଧ୍ୟ ଚାଲିଛି ସମୀକ୍ଷା। ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବା, ପୋଲିସ

ରାଜ୍ୟ

ଭୟଙ୍କର ଅଗ୍ନିକାଣ୍ଡ

ଗଜପତି : ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ କାର୍ଯ୍ୟାଳୟର ସର୍ଭର ରୁମ ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବଂ ଅଗ୍ନିକାଣ୍ଡରେ ହୋଇଥିବା ସମ୍ପୁର୍ଣ୍ଣ କ୍ଷୟକ୍ଷତି

ଶିକ୍ଷା ଓ ନିଯୁକ୍ତି

ବାହାରିଲା ୟୁଜିସି-ନେଟ୍ ରେଜଲ୍ଟ

ନୂଆଦିଲ୍ଲୀ : ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ୟୁଜିସି-ନେଟ୍ ଜୁନ୍ ୨୦୨୬ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ମୋଟ ୮୪ଟି ବିଷୟ ପାଇଁ ଏହି ଫଳାଫଳ ଘୋଷଣା କରାଯାଇଛି । କୃତୀ ପ୍ରାର୍ଥୀମାନେ ୟୁଜିସି-ନେଟ୍‌ର ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିଜର ସ୍କୋର କାର୍ଡ ଦେଖିବା ସହିତ ଡାଉନଲୋଡ୍ ଏବଂ ପ୍ରିଣ୍ଟ କରିପାରିବେ। ଇଂରାଜୀ, ବାଣିଜ୍ୟ ଏବଂ ସମାଜଶାସ୍ତ୍ର ବିଷୟର ଯେଉଁ ପ୍ରାର୍ଥୀମାନଙ୍କ ପରୀକ୍ଷା ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ୨୦୨୬ରେ ପୁଣିଥରେ ହେବ,

ବିଦେଶ

ଇନ୍ଧନ ସଙ୍କଟରେ ଟ୍ରମ୍ପଙ୍କ ବଡ଼ ଚାଲ!

ୱାଶିଂଟନ: ଭେନେଜୁଏଲାକୁ ନେଇ ଆମେରିକାର ବଡ଼ ପଦକ୍ଷେପ। ଭେନେଜୁଏଲାର ତେଲ ଉପରେ ଆମେରିକାର ନଜର—ଏବେ ତେଲ ଭଣ୍ଡାରକୁ ନେଇ ଆରମ୍ଭ ହେଲା ନୂଆ ଭୂ-ରାଜନୈତିକ ଖେଳ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲା ସହିତ ଏକ ପ୍ରମୁଖ ତୈଳ ଚୁକ୍ତି ଘୋଷଣା କରିଛନ୍ତି, ଯାହା କାର୍ଯ୍ୟକାରୀ ହେଲେ, ଦକ୍ଷିଣ ଆମେରିକୀୟ ଦେଶର ବିଶାଳ ଅଶୋଧିତ ତୈଳ ଭଣ୍ଡାରକୁ ଆମେରିକା ଉତ୍ପାଦନ ମୂଲ୍ୟରେ ପାଇଁ ପାରିବ।ସୋସିଆଲ ମିଡିଆରେ ଏହି ଚୁକ୍ତିନାମା ଘୋଷଣା କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ

ଦେଶ, Trending Stories

ଚାରି ଦିନିଆ ବିଦେଶୀ ଗସ୍ତରେ ମୋଦି

ନୂଆଦିଲ୍ଲୀ : ଭାରତ ମଧ୍ୟ ଏସିଆରେ ଏକ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅଗଷ୍ଟଠାରୁ ଉଜବେକିସ୍ତାନ ସହିତ ସମ୍ପର୍କକୁ ମଜବୁତ କରିବା ଏବଂ କିର୍ଗିଜସ୍ତାନରେ ବାର୍ଷିକ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଯୋଗ ଦେବା ପାଇଁ ଚାରି ଦିନିଆ ଗସ୍ତରେ ଯାଉଛନ୍ତି।ଏହା ପ୍ରଧାନମନ୍ତ୍ରୀଙ୍କ ଚତୁର୍ଥ ଉଜବେକିସ୍ତାନ ଗସ୍ତ ହେବ। ଏହା ଭାରତ ଏବଂ ଉଜବେକିସ୍ତାନର ଭବିଷ୍ୟତ ଏବଂ ବିଶ୍ୱ ଗତିଶୀଳତାକୁ ପରିବର୍ତ୍ତନ କରିପାରେ। ପ୍ରଧାନମନ୍ତ୍ରୀ ଉଜବେକିସ୍ତାନ ସହିତ କିର୍ଗିଜସ୍ତାନ

ପାଣିପାଗ

ରାଜ୍ୟକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଆଗାମୀ ୪୮ ଘଣ୍ଟା ଯାଏ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକାରେ ଗତି କରିବ ବୋଲି ଆକଳନ କରାଯାଉଛି। ଏହା ପ୍ରଭାବରେ ଆସନ୍ତା ୬ଦିନ ଅର୍ଥାତ୍‌ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଜି ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ମୟୂରଭଞ୍ଜ,

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମେଷ ରାଶିର ବ୍ୟକ୍ତିମାନେ ନୂଆ ଯୋଜନା ନେଇ ଆଗକୁ ବଢ଼ିପାରନ୍ତି । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ପ୍ରଶଂସା ମିଳିବ । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ଆର୍ଥିକ ସ୍ଥିତିରେ ସୁଧାର ହେବ, ତେବେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ । ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବେ । ଛାତ୍ରଛାତ୍ରୀ ପାଠପଢ଼ାରେ ଭଲ ଫଳ ପାଇବେ । ନୂଆ ଲୋକଙ୍କ ସହ ପରିଚୟ ଲାଭଦାୟକ

ଦେଶ

ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା

ଛତିଶଗଡ଼ : ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଦିଲ୍ଲୀରୁ ଆସିଥିବା ଆଲାଏନ୍ସ ଏୟାରର ଏକ ବିମାନ ଲ୍ୟାଣ୍ଡିଂ ସମୟରେ ହଠାତ୍ ଏହାର ଡାହାଣ ପଟର ଚକା ଫାଟିଯାଇଥିଲା । ଚକା ଫାଟିବା ସହିତ ନିଆଁ ମଧ୍ୟ ଲାଗିଯାଇଥିଲା । ଏହାପରେ ବିମାନଟି କିଛି ଦୂର ପର୍ଯ୍ୟନ୍ତ ରନୱେରେ ଘୋଷାଡ଼ି ହୋଇ ଯାଇଥିଲା । ଏହି ଘଟଣା ଫଳରେ ବିମାନରେ ଥିବା ୬୦ ଜଣ ଯାତ୍ରୀ ଭୟଭୀତ ଅବସ୍ଥାରେ ରହିଥିଲେ । ହେଲେ

Scroll to Top