ରାଜ୍ୟରେ ବର୍ଷାର ତାଣ୍ଡବ : ରବିବାର ଯାଏଁ ପ୍ରବଳ ଛେଚିବ
ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ଅନ୍ୟ ଅଞ୍ଚଳରେ ମଧ୍ୟ ଦେଖାଦେଇଛି। ଗଭୀର ଅବପାତର ପ୍ରଭାବରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା, ଜଳବନ୍ଦୀ, ଭୂସ୍ଖଳନ ଓ ନଦୀରେ ଜଳସ୍ତର ବୃଦ୍ଧି ଭଳି ସ୍ଥିତି ଉପୁଜିଛି। ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଏହା ଡିପ୍ରେସନ ରୂପରେ ରହିବ । ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ମଧ୍ୟ ବହୁଛି । ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓଡ଼ିଶା









