odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ବିଜୟା ଦଶମୀର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ବ୍ରଜ ମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଜୟାଦଶମୀ ଓ ଦଶହରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ‘ଏକ୍ସ’ ରେ ଏକ ପୋଷ୍ଟ ମାଧ୍ୟମରେ ରାଜ୍ୟପାଳ ରାଜ୍ୟବାସୀଙ୍କୁ ଏହି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ପବିତ୍ର ବିଜୟା ଦଶମୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଜଗତଜନନୀ ମା’ ଦୁର୍ଗାଙ୍କ କୃପାରୁ ସମସ୍ତଙ୍କ ଜୀବନ

ମନୋରଞ୍ଜନ

ଟାଇଗର ଶ୍ରଫଙ୍କୁ ଗୁଳିମାଡ଼

ମୁମ୍ବାଇ : ବଲିଉଡ୍ ର ଲୋକପ୍ରିୟ ଆକ୍ସନ୍ ହିରୋ ଟାଇଗର ଶ୍ରଫ୍ ଙ୍କୁ ନେଇ ବଡ଼ ଖବର ଆସିଛି। ଟାଇଗର ଶ୍ରଫଙ୍କ ଉପରେ ହୋଇଛି ଗୁଳିମାଡ଼ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଟାଇଗର ଶ୍ରଫ ଫୁଟବଲ୍ ଖେଳିସାରି ନିଜ ବିଏମ୍ଡବ୍ଲ୍ୟୁ କାର୍ରେ ଘରକୁ ଫେରୁଥିଲେ। ଏହି ସମୟରେ ଗୋଟିଏ ବାଇକ୍ରେ ଆସିଥିବା ତିନିଜଣ ଦୁର୍ବୃତ୍ତ ତାଙ୍କ କାର୍ ଉପରକୁ ଗୁଳି ଚଳାଇଥିଲେ। ପ୍ରାଥମିକ ରିପୋର୍ଟ ଅନୁସାରେ, ଦୁଇଜଣ ଦୁର୍ବୃତ୍ତ ଗୁଳି

ବିଦେଶ

ଟ୍ରମ୍ପ୍ ଙ୍କ ବଡ଼ ବୟାନ : ପ୍ୟାରିସ୍ କୁ ନେଇ କହିଲେ ଏଭଳି …

ପ୍ୟାରିସ : ଫ୍ରାନ୍ସ ସହର ଆନ୍ଦୋଳନର ନିଆଁରେ ଜଳୁଛି । ଏହାମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନଙ୍କ ବୈଦେଶିକ ନୀତିକୁ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ପ୍ୟାରିସ୍ ଖୁବ୍ ଶୀଘ୍ର ମୁସଲିମ୍ ସହର ପାଲଟିବ ବୋଲି ଟ୍ରମ୍ପ୍ କହିଛନ୍ତି । ଏନେଇ ସେ ବହୁ ପୂର୍ବରୁ ମାକ୍ରୋନଙ୍କୁ ତେଚାବନୀ ଦେଇଥିଲେ । ଅନ୍ୟ ଦେଶରୁ ଲୋକଙ୍କୁ ପ୍ୟାରିସରେ ରଖିବା ବଡ ଭୁଲ ହେବ ବୋଲି ମାକ୍ରୋନଙ୍କୁ ପୂର୍ବରୁ ଟ୍ରମ୍ପ୍ ଚେତାଇ ଦେଇଥିଲେ ବୋଲି

ଦେଶ

ସେନା କାରକେଡ୍ ଉପରେ ବୋମାମାଡ଼

ନୂଆଦିଲ୍ଲୀ : ସେନା କାରକେଡ୍ ଉପରେ ଭୟଙ୍କର ଆକ୍ରମଣ । ଏପରି ଅଭାବନୀୟ ଘଟଣା ଘଟିଛି ନାଇଜେରିଆରେ । ଏଠାକାର ବର୍ନୋ ରାଜ୍ୟରେ ସେନାର କାରକେଡ୍ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଯେଉଁଥିରେ ୧୫ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ନାଇଜେରିଆ ସେନାର ୧୦ ଜଣ ଯବାନ ରହିଥିବା ବେଳେ ୫ ଜଣ ହେଉଛନ୍ତି ସିଭିଲିଆନ୍ ଜଏଣ୍ଟ୍ ଟାସ୍କ ଫୋର୍ସର ଯବାନ । କୁହାଯାଉଛି ଯେ, ବର୍ନୋର ଗାମ୍ବରୁରେ ବାଟାଲିୟନର କିଛି

ଦେଶ

ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜୟାଦଶମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପବିତ୍ର ପର୍ବ ଲୋକଙ୍କ ସଂକଳ୍ପକୁ ନୂଆ ଶକ୍ତି ଦେବା ସହ ସମସ୍ତଙ୍କ ଜୀବନରେ ସୁଖ, ସୌଭାଗ୍ୟ ଓ ସଫଳତା ଆଣୁ ବୋଲି ସେ କାମନା କରିଛନ୍ତି । ଏଥିସହ ଭଗବାନ ଶ୍ରୀରାମଙ୍କ ସ୍ତୁତି ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ବିଜୟାଦଶମୀର ଅନେକ ଶୁଭେଚ୍ଛା । ଉଲ୍ଲାସ ଓ ବିଶ୍ୱାସର ଏହି ବିଜୟ ପର୍ବ

ରାଜ୍ୟ

ପୀଠେ ଦଶମୀ , ମଣ୍ଡପେ ନବମୀ

ଭୁବନେଶ୍ୱର : ଚାଲିଛି ମାଆଙ୍କ ଶାରଦୀୟ ଦୁର୍ଗା ପୂଜା । ମଣ୍ଡପରେ ଆଜି ନବମୀ ପାଳନ ହେଉଥିବା ବେଳେ ପୀଠ ଗୁଡିକରେ ଦଶମୀ ପାଳନ ହେଉଛି। ସବୁଠି ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା ବିଧି। ମା’ଜଗତ ଜନନୀ ଦୁର୍ଗାଙ୍କ ଦର୍ଶନ ପାଇଁ ଆଜି ପ୍ରତ୍ୟକ ମଣ୍ତପରେ ନାହିଁ ନଥିବା ଭିଡ଼ ଜମିଛି । ଆଜି ସକାଳୁ ମା’ଙ୍କ ମହାନବମୀ ପୂଜା ପାଇଁ ଶ୍ଲୋକ ଓ ଚଣ୍ତୀପାଠରେ କମ୍ପୁଛି ସମସ୍ତ ପୂଜା ମଣ୍ତପ । ମନ ଜିଣୁଛି

ପାଣିପାଗ

ମାଡି ଆସୁଛି ଝଡ଼ ତୋଫାନ

ଭୁବନେଶ୍ୱର : ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ସହ ୨୪ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା ପରବର୍ତ୍ତୀ ସମୟରେ ଅବପାତ କିମ୍ବା ବାତ୍ୟାର ରୂପ ନେବ କି ନାହିଁ, ତାହା ଏବେ ବି ଅନିଶ୍ଚିତ । ବିଭିନ୍ନ ପାଣିପାଗ ମଡେଲ୍ ରେ ଏହାର ତୀବ୍ରତା ଓ ଗତିପଥକୁ ନେଇ ଭିନ୍ନ ଭିନ୍ନ ସଙ୍କେତ ମିଳୁଛି । ଆସନ୍ତା ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟିକ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ବଢ଼ିପାରେ । ଆୟ ବୃଦ୍ଧି ହେବା ସହ କଠିନ ପରିଶ୍ରମର ଉତ୍ତମ ଫଳ ମିଳିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି । ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ପିଲା କିମ୍ବା ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବନ୍ଧୁଙ୍କ ସହଯୋଗରେ ଚାକିରିର ନୂଆ ସୁଯୋଗ ମିଳିପାରେ ।

ଜୀବନଶୈଳୀ

ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ କି? ପିଅନ୍ତୁ ଏହି ଡ଼ାଲିର ପାଣି

ବଦଳୁଥିବା ଦିନଚର୍ଯ୍ୟା, ଖାଦ୍ୟପେୟ ଏବଂ ଶାରୀରିକ ପରିଶ୍ରମର ଅଭାବକୁ ନେଇ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି, ଯେଉଁଥିରେ ଫ୍ୟାଟି ଲିଭର ଏବଂ ହୃଦୟ ସମ୍ବନ୍ଧୀୟ ସମସ୍ୟା ସାଧାରଣ ହୋଇଗଲାଣି। ଥରେ ଫ୍ୟାଟି ଲିଭର ସମସ୍ୟାରେ ପୀଡ଼ିତ ହେଲେ ସମୟ ଥାଉ ଖାଦ୍ୟପେୟ ଏବଂ ଅନ୍ୟାନ୍ୟ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ। ନଚେତ ଲିଭର ସିରୋସିସ୍‌ ନଚେତ ଲିଭର୍‌ ଫେଲ୍‌ ଭଳି ଗମ୍ଭୀର ରୋଗ ହୋଇପାରେ। ଏମିତିରେ ପ୍ରାକୃତିକ ଏବଂ ଘରୋଇ ଉପାୟ ସହାୟତାରେ ଏହାର ଉପଚାର

Scroll to Top