odisha24 Live

Latest News

Latest News

Author name: RatnaManjari Mohanty

ବାଣିଜ୍ୟ

ଲଞ୍ଚ କଲା ଟୋଏଟାର ନୂଆ ମଡେଲ କାର

ମୁମ୍ବାଇ : ଭାରତୀୟ ବଜାରରେ ନୂଆ ଅବତାରରେ ଲଞ୍ଚ୍ ହୋଇଛି Toyota Glanza 2026 । ଏହି ପ୍ରିମିୟମ୍ ହ୍ୟାଚବ୍ୟାକର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ରହିଛି ୬ ଲକ୍ଷ ୯୯ ହଜାର ଟଙ୍କା । ସେହିପରି ଟପ୍ ଭାରିଆଣ୍ଟର ମୂଲ୍ୟ ୧୦ ଲକ୍ଷ ୪୯ ହଜାର ଟ ଙ୍କା। ନୂଆ ଡିଜାଇନ୍ ସହ ଏଥିରେ ମିଳୁଛି ଅନେକ ଆକର୍ଷଣୀୟ ଫିଚର୍ସ । ତେବେ କ’ଣ ରହିଛି ଏହି କାରର ଖାସ୍ ବିଶେଷତ୍ୱ? ଆସନ୍ତୁ ଜାଣିବା । ଟୟୋଟା

କ୍ରୀଡା

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ

ମୁମ୍ବଇ:ଆଇପିଏଲ୍-୨୦୨୭ ନିଲାମ ପୂର୍ବରୁ ମୁମ୍ବଇ ଇଣ୍ଡିଆନ୍‌ସ ଓ ଦଳର ମୁଖ୍ୟ ପ୍ରଶିକ୍ଷକ ମାହେଲା ଜୟବର୍ଦ୍ଧନେ ପୃଥକ୍‌ ହେବାର ନିଷ୍ପତ୍ତି ନେଇଛନ୍ତି। ଗତ ଦୁଇଟି ସଂସ୍କରଣରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଜୟବର୍ଦ୍ଧନେ ମୁମ୍ବଇ ଇଣ୍ଡିଆନ୍‌ସର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ତୁଲାଇଥିଲେ। ଏହା ମୁମ୍ବଇ ସହ ତାଙ୍କର ୨ୟ କାର୍ଯ୍ୟକାଳ ଥିଲା। ପୂର୍ବରୁ ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ମୁମ୍ବଇ ଇଣ୍ଡିଆନ୍‌ସର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରିଥିଲେ। ଏବେ ମୁମ୍ବଇ ଇଣ୍ଡିଆନ୍‌ସର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବେ; ତାହା

ଶିକ୍ଷା ଓ ନିଯୁକ୍ତି

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଖୁସି ଖବର

ଭୁବନେଶ୍ୱର : ସରକାରୀ ଚାକିରି ଖୋଜୁଥିବା ଯୁବକ ଯୁବତୀମାନଙ୍କ ପାଇଁ ଏକ ଖୁସି ଖବର । କେନ୍ଦ୍ରୀୟ ୱେୟାରହାଉସିଂ କର୍ପୋରେସନ (CWC) ବିଭିନ୍ନ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଖୋଲିଛି । ଏହି ନିଯୁକ୍ତି ଅଭିଯାନରେ ମୋଟ ୩୨୭ ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଜୁନିଅର ଏକଜିକ୍ୟୁଟିଭ୍ ପଦବୀ ପୂରଣ କରାଯିବ। ଅଧିକ ବିବରଣୀ ପାଇଁ ଆପଣ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ପଦବୀ ବିବରଣୀ : ୩୨୭ ଆସିଷ୍ଟାଣ୍ଟ ମ୍ୟାନେଜରର-୧୭୧ ଜୁନିଅର ଏକଜିକ୍ୟୁଟିଭ୍

ମନୋରଞ୍ଜନ

ମା’ ଦୁର୍ଗାଙ୍କୁ ଦର୍ଶନ କଲେ ରଣବୀର କପୁର

ମୁମ୍ବାଇ : ବଲିଉଡ୍ ଅଭିନେତା ରଣବୀର କପୁର ଏବେ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ରାମାୟଣକୁ ନେଇ ରହିଛନ୍ତି । ରାମାୟଣ ଫିଲ୍ମରେ ରଣବୀର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ । ନଭେମ୍ବର ୫ ତାରିଖରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ରଣବୀର ଏବେ ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ତେବେ ଫିଲ୍ମ ପ୍ରମୋସନରୁ ସମୟ ବାହାର କରି ସେ ମୁଖାର୍ଜୀ ପରିବାରର ଦୁର୍ଗାପୂଜାରେ ସାମିଲ ହୋଇଛନ୍ତି । ରଣବୀର ମୁମ୍ବାଇର ନର୍ଥ

ପାଣିପାଗ

ଆସିପାରେ ବାତ୍ୟା

ଭୁବନେଶ୍ୱର: ମାସ ଶେଷବେଳକୁ ବାତ୍ୟା ଆସିପାରେ । ବିଭିନ୍ନ ମଡେଲ୍ ଦେଖାଉଛନ୍ତି, ଆସନ୍ତା ୨୯-୩୦ ତାରିଖବେଳକୁ ବାତ୍ୟା ଉପକୂଳ ଛୁଇଁପାରେ । ଶକ୍ତିଶାଳୀ ରୂପରେ ଓଡ଼ିଶା ଉପକୂଳରେ ମାଡ଼ ହେବା ନେଇ ମଧ୍ୟ ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି । ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ତୀବ୍ରତା, ସମ୍ଭାବ୍ୟ ଗତିପଥ ନେଇ ସ୍ପଷ୍ଟ କହି ହେବନି । ତଥାପି ବିଭିନ୍ନ ମଡେଲ୍‌ର ବାତ୍ୟା ପୂର୍ବାନୁମାନ ଓ ଅକ୍ଟୋବର ସଂଯୋଗ ବଢ଼ାଇଛି ଡର ।ଅନ୍ୟପଟେ ବିଶେଷଜ୍ଞ

ରାଜ୍ୟ

ମଣ୍ଡପରେ ମାଆଙ୍କର ମହାଷ୍ଟମୀପୂଜା, ପୀଠେରେ ନବମୀ

ଭୁବନେଶ୍ୱର : ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା ।ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଚାଲିଛି । ସେପଟେ ଆଜି ପୀଠରେ ଚାଲିଛି ମା’ଙ୍କ ମହା ନବମୀ ପୂଜା । ଘଣ୍ଟଘଣ୍ଟା ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ଦୁର୍ଗାଙ୍କ ପୂଜା ପାଇଁ

ସଂସ୍କୃତି

ନବରାତ୍ରି ନବମୀ ଦିନ : କରନ୍ତୁ ମା’ ସିଦ୍ଧିଦାତ୍ରୀଙ୍କୁ ପୂଜା

ଉତ୍ସବ ଓ ଉତ୍ସାହର ସହ ଚାଲିଛି ଜଗତଜନନୀଙ୍କ ପୂଜା ।ମା’ ସିଦ୍ଧିଦାତ୍ରୀ ହେଉଛନ୍ତି ମା’ ଦୁର୍ଗାଙ୍କର ନବମ ତଥା ଶେଷ ସ୍ୱରୂପ । ନବମୀ ତିଥିରେ ମା’ଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଇଥାଏ । ତାଙ୍କ ନାମର ଅର୍ଥ ହେଉଛି ‘ସିଦ୍ଧି ପ୍ରଦାନ କରୁଥିବା ଦେବୀ’ । ଦେବୀ ପୁରାଣ ଅନୁସାରେ ମା’ ସିଦ୍ଧିଦାତ୍ରୀଙ୍କ ସହ ଜଡ଼ିତ ପୌରାଣିକ କଥା ନିମ୍ନରେ ପ୍ରଦାନ କରାଗଲା । ମା’ ସିଦ୍ଧିଦାତ୍ରୀଙ୍କ ପୌରାଣିକ ଉତ୍ପତ୍ତି କଥା ପୌରାଣିକ ମାନ୍ୟତା ଅନୁଯାୟୀ,

ଜୀବନଶୈଳୀ

ବ୍ୟାୟାମ ବଢାଏ ହୃଦରୋଗ ଆଶଙ୍କା

ମେଦବହୁଳତାରେ ପୀଡିତ ସମସ୍ତ ଲୋକ ଏକ ପରଫେକ୍ଟ ଫିଗର ପାଇବାକୁ ଚାହାଁନ୍ତି। ଯାହା ପାଇଁ କିଛି ଲୋକ ଘଣ୍ଟା ଘଣ୍ଟା ଧରି ଜିମ ଯାଆନ୍ତି, ଯେତେବେଳେ କିଛି ଲୋକ ପ୍ରୋଟିନ ବ୍ୟବହାର କରନ୍ତି। କିନ୍ତୁ ସମ୍ପ୍ରତି ଏକ ରିପୋର୍ଟରୁ ଜଣାପଡିଛି ଯେ ଅତ୍ୟଧିକ ବ୍ୟାୟାମ କର୍ଟିସୋଲ ଷ୍ଟ୍ରେସ ହରମୋନକୁ ବୃଦ୍ଧି କରେ, ଯାହା ଥକାପଣ, ନିଦ୍ରା ବିକାର ଏବଂ ଚିଡ଼ିଚିଡ଼ାପଣକୁ ବୃଦ୍ଧି କରେ। NIH ର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଫିଟନେସ ଉତ୍ସାହୀମାନଙ୍କ ମଧ୍ୟରେ ୫୫% ଆଘାତ

ବାଣିଜ୍ୟ

ବଜାରରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି ଟେକ୍ନୋ

ମୁମ୍ବାଇ : ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି ଟେକ୍ନୋ । ବଡ଼ ବ୍ୟାଟେରୀ, ଫାଷ୍ଟ ଚାର୍ଜିଂ ଓ ୧୨୦Hz ରିଫ୍ରେଶ୍ ରେଟ୍ ଭଳି ଫିଚର୍ସ ସହ କମ୍ପାନୀ Tecno Spark 50sକୁ ବଜାରକୁ ଆଣିଛି । ଏହି ଫୋନରେ ୬,୫୦୦mAh ବ୍ୟାଟେରୀ ରହିବା ସହ ଅନେକ ଦମଦାର୍ ଫିଚର୍ସ ମଧ୍ୟ ରହିଛି । ତେବେ ଏହି ନୂଆ ସ୍ମାର୍ଟଫୋନରେ କେଉଁ ସବୁ ଫିଚର୍ସ ମିଳିବ ଏବଂ ଏହାର ମୂଲ୍ୟ କେତେ, ଆସନ୍ତୁ ଜାଣିବା ।

କ୍ରୀଡା

ବର୍ଷା ଅଟକାଇଲା ଫାଇନାଲ ମ୍ୟାଚ୍

ବେଙ୍ଗାଲୁରୁ: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ବେଙ୍ଗାଲୁରୁସ୍ଥିତ ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଶେଷରେ ବାତିଲ ହୋଇଛି । ଏହି ମ୍ୟାଚରେ ବର୍ଷା ଖଳନାୟକ ସାଜିଲା । ପାଖାପାଖି ଅଢ଼େଇ ଘଣ୍ଟାର ପ୍ରବଳ ବର୍ଷା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହା ପରେ ମ୍ୟାଚକୁ ଉଭୟ ଦଳ ପାଇଁ ୯-୯ ଓଭର କରିଦିଆଯାଇଥିଲା । କିନ୍ତୁ ପୁଣି ଥରେ ପ୍ରବଳ ବର୍ଷା ଆସିବାରୁ ଶେଷରେ ମ୍ୟାଚ୍ ବାତିଲ କରିଦିଆଯାଇଛି

Scroll to Top