odisha24 Live

Latest News

Latest News

Author name: RatnaManjari Mohanty

କ୍ରୀଡା

ନ୍ୟୁଜିଲାଣ୍ଡ ଗସ୍ତ ଆଗରୁ ଇଣ୍ଡିଆ-ଏ ପାଇଁ ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଇଣ୍ଡିଆ-ଏ ଦଳକୁ ମିଳିଛି ବଡ଼ ସୁଯୋଗ। ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଘୋଷଣା କରିଥିବା ଘରୋଇ ରେଡ୍-ବଲ୍ କାର୍ଯ୍ୟସୂଚୀ ଅନୁସାରେ, ଇଣ୍ଡିଆ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ଖେଳାଯିବ ୩ଟି ୪ ଦିନିଆ ମ୍ୟାଚ୍। କ୍ରାଇଷ୍ଟଚର୍ଚ୍ଚରେ ହେବ ସମସ୍ତ ମୁକାବିଲା, ଅକ୍ଟୋବର ୨୪ରୁ ଆରମ୍ଭ ହେବ ସିରିଜ୍। ଏହି ମ୍ୟାଚ୍‌ଗୁଡ଼ିକ ଭାରତୀୟ ଯୁବ ଓ ଉଦୀୟମାନ ଖେଳାଳିଙ୍କ ପାଇଁ ନ୍ୟୁଜିଲାଣ୍ଡର ପରିସ୍ଥିତି ସହ ଖାପ ଖୁଆଇବାର ଭଲ ସୁଯୋଗ ହେବ। […]

ଅପରାଧ

କେନ୍ଦ୍ରମନ୍ତ୍ରୀଙ୍କୁ ହତ୍ୟା ଧମକ, ଚିରାଗ ପାଶୱାନଙ୍କୁ ନେଇ ହଲଚଲ

ବିହାର: କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ସଭାପତି ଚିରାଗ ପାସୱାନଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି। ଡାକ ଯୋଗେ ଆସିଥିବା ଏହି ଚିଠିରେ ତାଙ୍କୁ ହତ୍ୟା କରିବାକୁ ଆତଙ୍କବାଦୀମାନେ ଯୋଜନା କରୁଥିବା ଦାବି କରାଯାଇଛି। ଘଟଣା ପରେ ତାଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚିନ୍ତା। । ହତ୍ୟା ଧମକ ପରେ ସୁରକ୍ଷା ଚିନ୍ତା ଘାରିଛି । ବର୍ତ୍ତମାନ ପାଶୱାନଙ୍କୁ ଜେଡ କ୍ୟାଟେଗୋରୀ ସୁରକ୍ଷା ଦିଆଯାଉଛି । ହତ୍ୟା ଧମକ ପରେ ପାଶୱାନଙ୍କ ଅଫିସରେ ସୁରକ୍ଷା ବ୍ୟବସ୍ଥା

ଶିକ୍ଷା ଓ ନିଯୁକ୍ତି

ବିଦେଶ ଶିକ୍ଷାବୃତ୍ତି ଯୋଜନା : ବଢିଲା ଆବେଦନ ସମୟସୀମା

ଭୁବନେଶ୍ୱର: ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ବିଦେଶ ଶିକ୍ଷାବୃତ୍ତି ଯୋଜନା’ ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି। ଅନଲାଇନ୍ ଆବେଦନ କରିବାର ଶେଷ ତାରିଖକୁ ୨୦୨୬ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ୨୦୨୫-୨୬ ଏବଂ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀମାନେ ଓଡ଼ିଶା ରାଜ୍ୟ ସ୍କୋଲାରସିପ୍ ପୋର୍ଟାଲ୍ ମାଧ୍ୟମରେ

ଦେଶ, Top Stories

ଆକାଶରେ ନୂଆ ଇତିହାସ, ଶକ୍ତି ଶର୍ମାଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଗୌରବ ବଢ଼ାଇଲେ ଶକ୍ତି ଶର୍ମା । ସେ ଦେଶର ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ପଦବୀ ହାସଲ କରିବାରେ ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି । ଅଣ-ଚିକିତ୍ସା ଶାଖାର ପ୍ରଥମ ମହିଳା ଅଧିକାରୀ ଭାବେ ସେ ସଶସ୍ତ୍ର ବାହିନୀରେ ଏୟାର ଭାଇସ୍ ମାର୍ଶାଲ କିମ୍ବା ସମକକ୍ଷ ଦୁଇ-ତାରକା ପଦବୀ ହାସଲ କରିଛନ୍ତି । ତିନି ଦଶନ୍ଧିରୁ ଅଧିକ ସମୟ ଧରି କ୍ୟାରିୟରରେ ଶକ୍ତି ଶର୍ମା ଶିକ୍ଷା, ତାଲିମ,

ରାଜ୍ୟ, Top Stories

ଡିଜିପି ନିଯୁକ୍ତି ମାମଲାରେ ନୂଆ ତାରିଖ

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ହୋଇନାହିଁ । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ତେବେ ଆଜି ଓଡିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ରହିଥିଲା। ଆଇନଜୀବୀ କହିଲେ ପିଟିସନର ଗତକାଲି ରିଜେଣ୍ଡର ଦାଖଲ କରିଛନ୍ତି । ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି । ଏନେଇ ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ । ତେଣୁ ଆସନ୍ତା ୭ ତାରିଖ ଯାଏଁ

ବାଣିଜ୍ୟ, Top Stories

ଯୁଦ୍ଧ ଭୟରେ ଷ୍ଟକ୍ ମାର୍କେଟ୍‌ରେ ହାହାକାର

ନୂଆଦିଲ୍ଲୀ : ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ୍‌ରେ ଦେଖିବାକୁ ମିଳିଛି। ଅଶୋଧିତ ତୈଳ ଦର ପୁଣି ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବା ପରେ ଆଜି ଶେୟର ବଜାରରେ ଦେଖାଦେଇଛି ବଡ଼ ହ୍ରାସ। ନିଫଟି ୫୦ ୨୩,୯୦୦ରେ ପହଞ୍ଚି ଥିଲା। ସକାଳ ୯:୩୦ ସୁଦ୍ଧା ସେନସେକ୍ସ ୭୧୧ ପଏଣ୍ଟ କିମ୍ବା ୦.୯୧% ହ୍ରାସ ପାଇ ୭୬,୨୩୨ ରେ ପହଞ୍ଚିଥିଲା। ଏହି ସମୟରେ, ନିଫଟି ୫୦ ୨୩୪.୯୦ ପଏଣ୍ଟ କିମ୍ବା ୦.୯୮% ହ୍ରାସ

ବିଦେଶ

ବ୍ରିଟେନ୍‌ରେ ଷ୍ଟାର୍ମରଙ୍କ ବଡ଼ ନିଷ୍ପତ୍ତି, ସାଂସଦ ପଦରୁ ବି ଇସ୍ତଫା!

ବ୍ରିଟେନ୍ : ପ୍ରଥମେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା, ଏବେ ସାଂସଦ ପଦ ବି ଛାଡ଼ିଲେ। ମାତ୍ର ୭୧ ଦିନ ଭିତରେ ଦୁଇଟି ବଡ଼ ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର। ବ୍ରିଟେନ୍ ରାଜନୀତିରେ ପୁଣି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପୂର୍ବତନ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର ମାତ୍ର ୭୧ ଦିନ ପରେ ଏବେ ସାଂସଦ ପଦ ମଧ୍ୟ ଛାଡ଼ିବାକୁ ଘୋଷଣା କରିଛନ୍ତି। ତାଙ୍କ ଏହି ନିଷ୍ପତ୍ତି

ଦେଶ, Trending Stories

ବନ୍ୟାରେ ଭାସିଲା ନେପାଳ, ମୃତ୍ୟୁସଂଖ୍ୟା ଟପିଲା ୧ ହଜାର!

ନେପାଳ : ସମୟ ଗଡ଼ୁଛି, କିନ୍ତୁ କମୁନି ଦୁଃଖ ଓ ଆଶଙ୍କା। ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ଆଠ ଦିନ ବିତିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି। ଧ୍ୱଂସାବଶେଷ ତଳେ ଏବେ ବି ଚାଲିଛି ଜୀବନର ସନ୍ଧାନ। ଉଦ୍ଧାରକାରୀ ଦଳର ଆଶା। ଧ୍ୱଂସସ୍ତୂପ ଭିତରୁ ମିଳିପାରେ ଆଉ କିଛି ଜୀବନର ଚିହ୍ନ। ପ୍ରଳୟଙ୍କାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି। ପ୍ରାୟ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ରେସକ୍ୟୁ ଅପରେସନକୁ

ବିଦେଶ

ପୁଣି ହର୍ମୁଜ୍ ନେଇ ଟ୍ରମ୍ପଙ୍କ ଦାବି

ଓ୍ବାଶିଂଟନ୍‌ : ଦିନକୁ ଦିନ ବଢ଼ିବାରେ ଲାଗିଛି ଆମେରିକା-ଇରାନ ବିବାଦ। ତିକ୍ତତା ଥମିବାର ନା ଧରୁନି । ଆମେରିକା ପୁଣି ଥରେ ଇରାନ ଉପରେ ଆକ୍ରମଣ କରିଛି। ଏହା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଆମେରିକା ନିୟନ୍ତ୍ରଣରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିବନ୍ଧକ ଏବଂ ଆକ୍ରମଣ ଦ୍ୱାରା ଇରାନର ଅର୍ଥନୀତି

ରାଜ୍ୟ

ରାହୁରେଖାଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଭକ୍ତଙ୍କ ପାଇଁ ବଡ଼ ଖବର । ସାଢ଼େ ୪ ଘଣ୍ଟା ମିଳିବନି ଶ୍ରୀଜଗନ୍ନାଥ ଦର୍ଶନ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବାରୁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକାରିକ ସୂଚନା ଜାରି କରାଯାଇଛି। ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଅବସରରେ ଏହି ଗୁପ୍ତନୀତି ପାଳନ କରାଯାଏ। ଶ୍ରୀଜିଉଙ୍କ ଅନେକ ଗୁପ୍ତ ସେବା ମଧ୍ୟରୁ

Scroll to Top