ରାଜ୍ୟ ସରକାରଙ୍କ ବଡ଼ ଘୋଷଣା
ଭୁବନେଶ୍ୱର : ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ଯାଏଁ ସହାୟତା । ମଧ୍ୟାହ୍ନ ଭୋଜନ ଜନିତ ଅସୁସ୍ଥତା କିମ୍ବା ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ଅକ୍ଷମତା ପାଇଁ ୨ ଲକ୍ଷ ଟଙ୍କା ମିଳିବ। ଆହତ ହେଲେ ଚିକିତ୍ସା ମାଗଣା ଏବଂ ଯାତାୟାତ ପାଇଁ ମିଳିବ ୧୦ ରୁ ୩୦ ହଜାର ଟଙ୍କା । ୨୪ ଘଣ୍ଟା ମଧ୍ୟରେ ସିଧାସଳଖ ମା’ଙ୍କ ବ୍ୟାଙ୍କ ଖାତାକୁ ଯିବ ଟଙ୍କା । ବିଦ୍ୟାଳୟକୁ […]









