ଏମ୍ବିବିଏସ୍ ନାମଲେଖା ପ୍ରକ୍ରିୟା
ଭୁବନେଶ୍ୱର : ଉଭୟ ସରକାରୀ, ଘରୋଇ ମେଡିକାଲ କଲେଜରେ ଡାକ୍ତରୀ ସ୍ନାତକ ଡିଗ୍ରୀ (ଏମ୍ବିବିଏସ/ବିଡିଏସ) ପଢ଼ିବା ପାଇଁ ଗୁରୁବାରଠୁ ଆରମ୍ଭ ହେବ ରାଉଣ୍ଡ-୨ ନାମଲେଖା । ରାଜ୍ୟରେ ଥିବା ସମସ୍ତ ୧୪ଟି ସରକାରୀ ମେଡିକାଲ କଲେଜ, ଘରୋଇ ମେଡିକାଲ କଲେଜ ପାଇଁ ସର୍ବଭାରତୀୟ କୋଟା (୧୫ପ୍ରତିଶତ)ରେ କାଉନସେଲିଂ ଚାଲିବ । ଏହାପରେ ୭ ତାରିଖରୁ ରାଜ୍ୟ କୋଟା(୮୫ ପ୍ରତିଶତ)ରେ ଚାଲିବ କାଉନସେଲିଂ ।ଏହି ପ୍ରକ୍ରିୟା ୧୧ ପର୍ଯ୍ୟନ୍ତ ଜାରିରହିବ । ୧୯ରୁ ମେଡିକାଲ କାଉନସେଲିଂ କମିଟି (ଏମସିସି) […]









