ଋଷ ଜାହାଜ ଜବତ ପରେ ବଢ଼ିଲା ଉତ୍ତେଜନା : ପୁଟିନଙ୍କ ମିସାଇଲ୍ ଆକ୍ରମଣର ଧମକ
ମସ୍କୋ : ରୁଷ୍-ୟୁକ୍ରେନ ଯୁଦ୍ଧ ମଧ୍ୟରେ ସମୁଦ୍ରରେ ରୁଷୀୟ ଜାହାଜକୁ ନେଇ ତେଜିଲା ବିବାଦ। ରୁଷର ବେସାମରିକ ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ନେଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚେତାବନୀ ଦେଇଛନ୍ତି। ଏହାକୁ ସେ ଆତଙ୍କବାଦ ଦର୍ଶାଇଛନ୍ତି। ଏହାଦ୍ଵାରା ୟୁକ୍ରେନ ଯୁଦ୍ଧ ଶେଷ ହେବନାହିଁ ବୋଲି କହିଛନ୍ତି। ନରୱେ ଦ୍ୱାରା ରୁଷ ରିସର୍ଚ୍ଚ ଜାହାଜ ‘ପ୍ରଫେସର ମୋଲଚାନୋଭ’କୁ କବଜାକୁ ନିଆଯିବା ଘଟଣାରେ ପୁଟିନ ଏହି ଟିପ୍ପଣୀ ଦେଇଛନ୍ତି। ଏହି ଜାହାଜକୁ କବ୍ଜାକୁ ନିଆଯିବା ପଛରେ ୟୁକ୍ରେନର […]









