odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ଶ୍ରୀମନ୍ଦିର ଭିତର ଭିଡିଓକୁ ନେଇ ଚର୍ଚ୍ଚା

ପୁରୀ : ପୁଣି ଚର୍ଚ୍ଚାରେ ଶ୍ରୀକ୍ଷେତ୍ର ପୁରୀ । ଜଗନ୍ନାଥ ମନ୍ଦିରକୁ ମୋବାଇଲ ନେଇ କୌଣସି ଭକ୍ତ ଭିଡିଓ କରି ଭାଇରାଲ କରିଛି। ଏହାକୁ ସେ ସୋସିଆଲ ସାଇଡ଼ରେ ପଠାଇଛି। ପାଟ ଅଗଣାରେ ରହି ଭିଡିଓ ଉତ୍ତୋଳନ କରି ଇନ୍ଷ୍ଟଗ୍ରାମରେ ଭାଇରାଲ କରିଛି‌। ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୋବାଇଲ ବାରଣ ରହିଥିବା ବେଳେ ଭକ୍ତମାନେ ବାରମ୍ବାର ଏଭଳି ଭିଡିଓ ଉଠାଯାଉଛି। ଏଭଳି ବ୍ୟକ୍ତିଙ୍କ ବିରୋଧ ଶ୍ରୀମନ୍ଦିର ପ୍ରଶାସନ କଣ ଆକ୍ସନ ନେଉଛି। କିନ୍ତୁ ଶ୍ରୀମନ୍ଦିର କର୍ମଚାରୀ ଓ

ସଂସ୍କୃତି

ରାଷ୍ଟ୍ରପତି ଭବନକୁ ଯିବ ରଥଚକ

ଭୁବନେଶ୍ୱର : ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ‘ନନ୍ଦିଘୋଷ’, ପ୍ରଭୁ ବଳଭଦ୍ରଙ୍କ ‘ତାଳଧ୍ୱଜ’ ଏବଂ ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’ ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା

ଦେଶ

ଜମ୍ମୁ କାଶ୍ମୀର: ବଦଳୁଛି ବିକାଶର ଚିତ୍ର

ଜମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରଶାସିତ ଅଞ୍ଚଳ। ପ୍ରାକୃତିକ ସୌନ୍ଦର୍ଯ୍ୟ, ପର୍ଯ୍ୟଟନ, କୃଷି ଏବଂ ହସ୍ତଶିଳ୍ପ ପାଇଁ ଏହା ବିଶ୍ୱବିଖ୍ୟାତ। ସମ୍ପ୍ରତି ବର୍ଷଗୁଡ଼ିକରେ ଏହି ଅଞ୍ଚଳରେ ଭିତ୍ତିଭୂମି ବିକାଶ, ସଡ଼କ ଓ ସୁରଙ୍ଗ ନିର୍ମାଣ, ରେଳ ସଂଯୋଗ, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଭାରତ ସରକାରଙ୍କ ଲଗାତାର ପୁଞ୍ଜି ନିବେଶ ଏବଂ ମେଗା ଭିତ୍ତିଭୂମି ପ୍ରକଳ୍ପ ଯୋଗୁଁ ଜମ୍ମୁ-କାଶ୍ମୀରରେ ଏକ ନୂଆ ଅର୍ଥନୈତିକ ଯୁଗର ଆରମ୍ଭ ହୋଇଛି। ଆଇନଗତ ପ୍ରତିବନ୍ଧକ

ମନୋରଞ୍ଜନ

ଅଭିନୟ ଜଗତକୁ ଶୋକ: ପ୍ରଦୀପ ରାୱତଙ୍କ ପରଲୋକ

ମୁମ୍ବାଇ: ବଲିଉଡରେ ନିଜର ଦମଦାର ଖଳନାୟକ ଚରିତ୍ର ପାଇଁ ଘରେ ଘରେ ପରିଚିତ ଥିବା ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ ଏବଂ ନିଜର ନିଖୁଣ ଅଭିନୟ ଶୈଳୀ ପାଇଁ ବେଶ୍ ଆଦୃତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ

ରାଜ୍ୟ, ସଂସ୍କୃତି

ଧବଳେଶ୍ୱରେ ରାଷ୍ଟ୍ରପତିଙ୍କ ଶିବ ପୂଜା

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତ କରିଛନ୍ତି।ଗତକାଲି ରାତିରେ ସେ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଥିଲେ । ଆଜି ବ୍ରହ୍ମ ମୂହୂର୍ତ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଧବଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ବାବା ଧବଳେଶ୍ୱରଙ୍କ ପୀଠରେ ପହଞ୍ଚିବା ପରେ ସେବାୟତ ଶଙ୍କର ରଣାଙ୍କ ସମେତ ମନ୍ଦିର କମିଟିର ସଭାପତି ରାଷ୍ଟ୍ରପତିଙ୍କୁ ମନ୍ଦିର ମଧ୍ୟକୁ ପାଛୋଟି ନେଇଥିଲେ । ପବିତ୍ର ଶ୍ରାବଣ ମାସରେ ଶିବମନ୍ଦିରରେ ରାଷ୍ଟ୍ରପତିଙ୍କ

ବିଦେଶ

ଇରାନର କଡ଼ା ସର୍ତ୍ତ

ତେହରାନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆନ୍ତର୍ଜାତିକ ଜଳପଥ ହର୍ମୁଜ୍ ପ୍ରଣାଳୀ ନିୟନ୍ତ୍ରଣକୁ ନେଇ ଇରାନ ପକ୍ଷରୁ କଡ଼ା ସର୍ତ୍ତ ରଖାଯାଇଛି। ଇରାନ ସ୍ପଷ୍ଟ କରିଛି ଯେ କେବଳ ଓମାନ ମାଧ୍ୟମରେ ହେଉଥିବା ଆଲୋଚନା ଯଥେଷ୍ଟ ନୁହେଁ ଏବଂ ଜାହାଜ ଚଳାଚଳ କିମ୍ବା ଶାନ୍ତି ଆଲୋଚନା ପାଇଁ ଆମେରିକାକୁ ଏହାର ସାମରିକ ଓ କୂଟନୈତିକ ସର୍ତ୍ତ ମାନିବାକୁ ପଡ଼ିବ। ସୂଚନା ଅନୁଯାୟୀ , ଇରାନୀ ଆଲୋଚନାକାରୀ ଦଳଙ୍କ ପକ୍ଷରୁ ଜଣାପଡ଼ିଛି ଇରାନ

ପାଣିପାଗ

ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆଜିଠୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା ପରିମାଣ । ୫ ଦିନ ପ୍ରବଳ ବର୍ଷା ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ମୟୂରଭଞ୍ଜ ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ରାଜ୍ୟରେ ୧୩ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ,

ସଂସ୍କୃତି

ଦ୍ୱାରିକା ବିନାଶର କାହାଣୀ

ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଏହି ସହର ହେଉଛି ଭାରତର ସବୁଠାରୁ ପୁରୁଣା ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା । ତେବେ ଆମେ ଅଜି ଏଠାରେ କହିବୁ

ଶିକ୍ଷା ଓ ନିଯୁକ୍ତି

ଚାକିରି ଖୋଜୁଥିବାଙ୍କ ପାଇଁ ବଡ଼ ଖବର

ଭୁବନେଶ୍ୱର : ସରକାରୀ ଚାକିରି ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କ ଲାଗି ସୁବର୍ଣ୍ଣ ସୁଯୋଗ। ବାହାରିଲା ପୋଷ୍ଟ ଅଫିସରେ ବମ୍ପର ନିଯୁକ୍ତି ସୁଯୋଗ । ଅଭିଜ୍ଞ ଡ୍ରାଇଭରମାନଙ୍କ ପାଇଁ ଡାକ ବିଭାଗ ଏକ ନୂଆ ନିଯୁକ୍ତି ସୁଯୋଗ ଆଣିଛି। ବେଙ୍ଗାଲୁରୁସ୍ଥିତ ମେଲ୍ ମୋଟର ସର୍ଭିସ୍ ରେ ‘ଷ୍ଟାଫ୍ କାର୍ ଡ୍ରାଇଭର’ର ୧୧ଟି ପଦବୀରେ ନିଯୁକ୍ତି ଦିଆଯିବ। ଏହି ନିଯୁକ୍ତି ପାଇଁ ଅଫଲାଇନ୍ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଛି। ମନୋନୀତ ପ୍ରାର୍ଥୀମାନଙ୍କୁ ୭ମ ବେତନ କମିଶନ ଅନୁସାରେ ମାସିକ ୧୯,୯୦୦

ବାସ୍ତୁ ଓ ରାଶିଫଳ

ଅଫିସ୍‌‌ କାମ ଚାପରେ ରହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଅଫିସ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣତଃ। ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍‌‌ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି। ହେଲେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସବୁ ଟିପ୍ସ ଆପଣାନ୍ତୁ ଅଫିସ ଚାପରୁ ମୁକ୍ତି ପାଇବେ।୧- ସର୍ବ ପ୍ରଥମେ ଅଫିସରେ ନିଜର କାର୍ୟ୍ୟକୁ ପ୍ରାଥମିକତା ଦିଅନ୍ତୁ। ସବୁ କାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ କେଉଁଟା ତାହାକୁ ପ୍ରଥମେ

Scroll to Top