ଇଣ୍ଡକସନରେ ରନ୍ଧିବା ପୂର୍ବରୁ ଏହି କଥା ନିଶ୍ଚୟ ଜାଣନ୍ତୁ
ଅଧିକାଂଶ ଲୋକ ଏବେ ଇଣ୍ଡକସନ ବ୍ୟବହାର କରୁଛନ୍ତି। ଏହାସାହାଯ୍ୟରେ ଖାଦ୍ୟ ବନାଇବା ବହୁତ ସହଜ ହେବା ସହିତ ଆରାମଦାୟକ ମଧ୍ୟ। ଇଣ୍ଡକସନରେ ଫ୍ଲେମଲେସ୍ କୁକିଙ୍ଗ୍ ହୋଇଥାଏ। ଏମିତିରେ ଗ୍ୟାସ୍ ଏବଂ ହିଟର ତୁଳନାରେ ଏହା ଅଧିକ ନିରାପଦ ହୋଇଥାଏ। ଗରମ ଦିନରେ ଏହାର ଅନେକ ଗୁଣା ଫାଇଦା ରହିଛି କାହିଁକିନା ଆପଣ ପଙ୍ଖା ଅନ୍ କରି ମଧ୍ୟ ଖାଦ୍ୟ ରାନ୍ଧି ପାରିବେ। ଏହା ଅନ୍ୟ ଇଲେକଟ୍ରିକ୍ ଜିନିଷ ଭଳି ହୋଇଥାଏ। ଯଦି ଠିକ୍ ଭାବେ ହିଁ ହୋଇଥାଏ।









