odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ, ରାଜନୀତି

ମୁହଁ ଖୋଲିଲେ ଆକାଶ

ଭୁବନେଶ୍ୱର : ଓଲିଉଡ଼ର ଅଭିନେତା ତଥା ବର୍ତ୍ତମାନର କୋରେଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଆକାଶ ଦାସ ନାୟକ କାହିଁକି ବିଜେଡି ଛାଡି ବିଜେପିରେ ମିଶିଲେ ସେ ସମ୍ପର୍କରେ ଆଜି ମୁଁହଁ ଖୋଲିଛନ୍ତି ।ସେ କହିଛନ୍ତି ବିଜୁବାବୁ ସମସ୍ତଙ୍କର ନମସ୍ୟ । କିନ୍ତୁ ଯେତେବେଳେ ବିଜେଡି ନିଜର ନୀତି ଆଦର୍ଶରୁ ବିଜୁବାବୁଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହେଲା, ବିଜୁ ଜନତା ଦଳରୁ ବିଜୁବାବୁ ଉଭେଇ ଗଲେ ସେଠି ଅନ୍ୟମାନଙ୍କ ଚେହେରା ଲାଗିଲା ଏବଂ ବ୍ୟବସାୟୀ

ମନୋରଞ୍ଜନ

ଦୁର୍ଘଟଣାରେ ଗୌରବ ଆହତ

ମୁମ୍ବାଇ : ଲୋକପ୍ରିୟ ଏବଂ ରୋମାଞ୍ଚକ ଭରା ଷ୍ଟଣ୍ଟ ରିଆଲିଟି ଶୋ ଖତରୋଁ କେ ଖିଲାଡ଼ି ୧୫ ଆରମ୍ଭ ହେବା ଦିନରୁ ଶିରୋନାମାରେ ରହିଛି ।ଅଗଷ୍ଟ ୧ ତାରିଖରେ ପ୍ରସାରିତ ଏହି ଶୋର ଶେଷ ଏପିସୋଡରେ ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ଦର୍ଶକଙ୍କୁ ଭୟଭୀତ କରିଦେଇଥିଲା । ଶୋ ମଧ୍ୟରେ ପ୍ରତିଯୋଗୀମାନଙ୍କୁ ଖତରନାକ ବଡି-ବ୍ଲାକ ଷ୍ଟଣ୍ଟ କରିବାକୁ ପଡ଼ିଥିଲା । ଯେଉଁଥିରେ ହାଇ ସ୍ପିଡ୍ ଲେଜର ଷ୍ଟଣ୍ଟ ଏବଂ ଗୁଳିକୁ ସାମ୍ନା କରିବାକୁ ପଡ଼ିଥିଲା

ବାଣିଜ୍ୟ

ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର : ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ପରିବା ଦର ବୃଦ୍ଧି ପାଇଛି । ବନ୍ୟା ଜଳରେ ହଜାର ହଜାର ଏକର ପନିପରିବା ଚାଷ ନଷ୍ଟ ହେବା ପରେ ବଜାରରେ ପରିବାର ଯୋଗାଣ କମିଯାଇଛି । ଏହାର ସିଧା ପ୍ରଭାବ ପଡ଼ିଛି ଦର ଉପରେ । ଏବେ ବଜାରରେ ପ୍ରାୟ ସବୁ ପ୍ରକାର ପନିପରିବାର ଦର ୬୦ ଟଙ୍କା କିମ୍ବା ତା’ଠାରୁ ଅଧିକ ରହିଛି । ଟମାଟୋ, ବାଇଗଣ, ଭେଣ୍ଡି, ବିନ୍ସ, କଲରା, ପୋଟଳ,

ଦେଶ

ମଝି ଆକାଶରେ ଥରିଲା ବିମାନ

ନୂଆଦିଲ୍ଲୀ: ଫୁକେଟ- ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ମଝି ଆକାଶରେ କିଛି ସମସ୍ୟା ହେବାରୁ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଅବତରଣ ପରେ ସମସ୍ତ ଯାତ୍ରୀ ଏବଂ ସୁରକ୍ଷିତ ଭାବେ ଓହ୍ଲାଇଥିଲେ । ଅଳ୍ପ ସଂଖ୍ୟକ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସାମାନ୍ୟ ଆଘାତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଚିକିତ୍ସା ପାଇଁ ବିମାନ ବନ୍ଦରର ଏକ ମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ଚିକିତ୍ସା ଜାରି ରହିଛି

କ୍ରୀଡା

ଗମ୍ଭୀରଙ୍କ ପଦକୁ ବିପଦ?

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପଦବୀ ଉପରେ ଚାପ ବଢ଼ିଛି। ଭାରତ ୨୦୨୪ ଟି-୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ ମଧ୍ୟ, ସତ୍ୟ ଏହା ଯେ ବିଶେଷ କରି ଟେଷ୍ଟ କ୍ରିକେଟରେ ଦଳର ପ୍ରଦର୍ଶନ ଭଲ ରହି ନାହିଁ। ନିକଟରେ ଆୟର୍ଲ୍ୟାଣ୍ଡ ଏବଂ ଇଂଲଣ୍ଡଠାରୁ ସିରିଜ ହାରିବା ପରେ ଗମ୍ଭୀର ପୁଣି ଥରେ ଟାର୍ଗେଟକୁ ଆସିଯାଇଛନ୍ତି। ତଥ୍ୟଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଗମ୍ଭୀରଙ୍କ କାର୍ଯ୍ୟକାଳ ଅତ୍ୟନ୍ତ

ବିଦେଶ

ଇରାନ-ଆମେରିକା ଡିଲ୍: ପାକିସ୍ତାନ ପାଇଁ ଚିନ୍ତା

ଓ୍ବାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ବୁଝାମଣା କିମ୍ବା ଡିଲ୍ ପାକିସ୍ତାନ ପାଇଁ ଭୌଗଳିକ-ରାଜନୈତିକ ଏବଂ ଆର୍ଥିକ ଚିନ୍ତା ବଢ଼ାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ତାଙ୍କର ଇରାନ ସହ ଆଲୋଚନା ଉଦ୍ୟମ ଆଗକୁ ବଢ଼ୁଛି ଏବଂ ଏଥିରେ ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ( ୟୁଏଇ) ଓ କତାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ତେବେ ଟ୍ରମ୍ପଙ୍କ ବୟାନରେ ପାକିସ୍ତାନର ନାଁ ନଥିବାରୁ କୂଟନୈତିକ ମହଳରେ ଚର୍ଚ୍ଚା ବଢ଼ିଛି ।ଟ୍ରମ୍ପଙ୍କ

ଦେଶ

କାଶ୍ମୀରରେ ନୂଆ ଆତଙ୍କ ଆଶଙ୍କା

ଶ୍ରୀନଗର : କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।କୁଲଗାମ ଓ ଅନନ୍ତନାଗ ଆକ୍ରମଣ ଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥାକୁ ଚିନ୍ତାରେ ପକାଇଛି। ଅନ୍ୟପଟେ ,କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଜମ୍ମୁ କାଶ୍ମୀରରେ ଅନେକ ସମ୍ବେଦନଶୀଳ ଅଞ୍ଚଳ, ଆଡ୍ଡା ଏବଂ ରାସ୍ତା ଚିହ୍ନଟ କରିଛନ୍ତି। ବିଦେଶୀ ଏବଂ ସ୍ଥାନୀୟ ଆତଙ୍କବାଦୀଙ୍କ ଏକ ଛୋଟ ଗୋଷ୍ଠୀ ପୁଣି ଏକ ଆକ୍ରମଣ ଷଡ଼ଯନ୍ତ୍ର କରିପାରନ୍ତି ବୋଲି ଆଶଙ୍କା ରହିଛି। ଏହି ଅଞ୍ଚଳଗୁଡ଼ିକରେ ସୁରକ୍ଷା

ଦେଶ, ବାଣିଜ୍ୟ

ଡାବର ଉପରେ କଟକଣା

ନୂଆଦିଲ୍ଲୀ : ଖାଦ୍ୟ ସୁରକ୍ଷା ନିୟାମକ ଏଫଏସଏସଏଆଇ(ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ୍ ଅଥରିଟି ଅଫ୍ ଇଣ୍ଡିଆ) ପକ୍ଷରୁ ନିଜର ବିଭିନ୍ନ ଖାଦ୍ୟ ଉତ୍ପାଦରେ ‘୧୦୦% ଖାଣ୍ଟି’ କିମ୍ବା ‘୧୦୦% ପ୍ରାକୃତିକ’ ଭଳି ଦାବି କରିଥିବାରୁ ଡାବର ଇଣ୍ଡିଆ କମ୍ପାନୀ ବିବାଦରେ ଫସିଛି। ମହୁ, ଘିଅ ସମେତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଉପରେ ବିଭ୍ରାନ୍ତିକର ଦାବି କରୁଥିବାରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଏଫଏସଏସଏଆଇ କମ୍ପାନୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବିଦେଶ

ନେତାନ୍ୟାହୁଙ୍କ ପ୍ରଶଂସାରେ ମୋଦୀ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଭାରତ ଓ ଇସ୍ରାଏଲ ମଧ୍ୟରେ ଦୃଢ଼ ଦ୍ୱିପାକ୍ଷିକ ସମ୍ପର୍କ ଓ ସହଯୋଗକୁ ସ୍ୱୀକାର କରିଛନ୍ତି।ନେତନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରାଏଲର ସବୁଠାରୁ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ବୋଲି ବର୍ଣ୍ଣନା କରିଛନ୍ତି । କଠିନ ସମୟରେ ଭାରତ ପକ୍ଷରୁ ମିଳିଥିବା ସମର୍ଥନ ଓ ସହଯୋଗକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି । ନେତନ୍ୟାହୁ କହିଛନ୍ତି, ‘ଆମକୁ ଆହୁରି ମଜବୁତ ବନ୍ଧୁତ୍ୱ ଓ ସହଯୋଗୀ

ରାଜନୀତି

ଉଦୟନିଧିଙ୍କୁ ଗିରଫ କଲା ପୋଲିସ

ଚେନ୍ନାଇ: ତାମିଲନାଡୁରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ। ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ତାଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅଭିନେତ୍ରୀ ତ୍ରିଷାଙ୍କୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ମାମଲାରେ ଷ୍ଟାଲିନଙ୍କୁ ବାସ ଭବନରୁ ଗିରଫ କରିଛି ତାମିଲନାଡୁ ପୋଲିସ । ସେଠାରେ ପୋଲିସ ଏବଂ ଷ୍ଟାଲିନଙ୍କ ସମର୍ଥକଙ୍କ ସହ ମୁଁହାମୁଁହି ପରିସ୍ଥିତି ଉପୁଜିଛି। ଉଦୟନିଧି ଷ୍ଟାଲିନ ଗିରଫ ହେବା ପରେ ପରେ ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ

Scroll to Top