odisha24 Live

Latest News

Latest News

Author name: RatnaManjari Mohanty

ଅପରାଧ

ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ

କ୍ରୀଡା

ଚିନ୍ତାରେ ବିସିସିଆଇ

ମୁମ୍ବାଇ : ଭାରତୀୟ ଦଳ ଖେଳାଳିଙ୍କ ବାରମ୍ବାର ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ବିସିସିଆଇ । ଏଥିରୁ ମୁକୁଳିବା ପାଇଁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସୀ ତରଫରୁ ମେଡିକାଲ ଟିମ୍ ନିଜ ଫିଟନେସ ପ୍ରୋଗାମକୁ ସୁଧାରିବାକୁ ଚେଷ୍ଟା କରୁଛି । ସେଣ୍ଟର ଅଫ ଏକ୍ସିଲେନ୍ସୀ ନିଜର ବେସ୍ ଫିଟନେସ ପାରାମିଟର୍ସକୁ ଷ୍ଟାଣ୍ଡାରାଇଜ କରିବାର କାମ କରୁଛି । ଖେଳାଳିଙ୍କ ଫିଟନେସ ସମସ୍ୟା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିସିସିଆଇର ମେଡିକାଲ ଟିମ୍ ଖେଳାଳିଙ୍କ

ଦେଶ

ଦିଲ୍ଲୀରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା ଯୋଗୁଁ ମେରୌଲୀ-ବଦରପୁର ରୋଡ୍, ଆଇଟିଓ, ୱାଜିରାବାଦ ରୋଡ, ପଟେଲ୍‌ ରୋଡ, ରୋହତକ ରୋଡ, ଶଙ୍କର ରୋଡ, କୀର୍ତ୍ତି ନଗର ଷ୍ଟ୍ରେଚ୍‌, ଦିଲ୍ଲୀ-ଜୟପୁର ରାଜପଥ ଓ ସାହିନବାଗରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଛି। ଜଳାର୍ଣ୍ଣବ ରାସ୍ତାରେ ଗାଡି ଚଳାଚଳ ମନ୍ଥର ଯୋଗୁଁ ଯାନବାହନର ଲମ୍ବା ଧାଡି ଦେଖିବାକୁ ମିଳିଛି। ସେହିପରି ଏନସିଆରର ନଇଡା, ଗାଜିଆବାଦ, ଗୁରୁଗ୍ରାମ, ଫରିଦାବାଦରେ ଟ୍ରାଫିକ୍ ସମସ୍ୟା

ରାଜ୍ୟ

ହସ୍ତତନ୍ତକୁ ନେଇ ରାଜ୍ୟପାଳ ଆହ୍ୱାନ

ଭୁବନେଶ୍ୱର : ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ସରକାରୀ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ, ବିଭିନ୍ନ କ୍ଷେତ୍ରର ପେସାଦାର ଓ ଯୁବପିଢ଼ି ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ବ୍ୟବହାର କରି

ବାଣିଜ୍ୟ

ୟୁପିଆଇ ଉପରେ ଶୁଳ୍କ

ନୂଆଦିଲ୍ଲୀ : ୟୁପିଆଇ କାରବାର ଉପରେ ଶୁଳ୍କ ଧାର୍ଯ୍ୟ କରାଯିବାକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ସ୍ପଷ୍ଟୀକରଣ ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭବିଷ୍ୟତରେ ଯଦି ୟୁପିଆଇ ଉପରେ କୌଣସି ଶୁଳ୍କ ଲାଗୁ ହୁଏ ତେବେ ଏହା ସାଧାରଣ ଗ୍ରାହକ ଓ ଛୋଟ ଛୋଟ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହା କେବଳ ବଡ଼ ବଡ଼ ଅନଲାଇନ୍ ସପିଂ ୱେବସାଇଟ୍ କିମ୍ବା ବଡ଼ ବ୍ୟବସାୟୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହୋଇପାରେ। ପେମେଣ୍ଟ୍ସ କାଉନସିଲ୍ ଅଫ୍

ରାଜନୀତି

ଚର୍ଚ୍ଚାରେ ଆରଏସଏସ ମୁଖ୍ୟ

ନୂଆଦିଲ୍ଲୀ: ସାଧାରଣତଃ ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ଉତ୍ତେଜନା ହୋଇଥାଏ , ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ଏକ ବିବୃତ୍ତି ଦୃଷ୍ଟି ଆକର୍ଷଣ କରିଛି। ସେ ମନ୍ତବ୍ୟ ଦେଇଛନ୍ତି ଯେ ପାକିସ୍ତାନର ଲୋକମାନେ ହୃଦୟରେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି ଏବଂ ସ୍ଥାୟୀ ଘୃଣା କିମ୍ବା ଶତ୍ରୁତା କୌଣସି ସମସ୍ୟାର ସମାଧାନ ନୁହେଁ। ମୁମ୍ବାଇରେ ଭାରତର ଅନ୍ତର୍ଜାତୀୟ ମିଳିତ ରାଷ୍ଟ୍ର ଆନ୍ଦୋଳନ

ବିଦେଶ

ମୋଦୀଙ୍କୁ ଧନ୍ୟବାଦ ଜଣେଇଲେ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ଦୁଇ ନେତା ଶୁକ୍ରବାର ଏକ ଫୋନ୍ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ସେମାନେ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ

ଶିକ୍ଷା ଓ ନିଯୁକ୍ତି

ଆରମ୍ଭ ହେଲା ପିଜି ନାମଲେଖା

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୧,୧୨୧ଜଣ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬,୯୧୮ଜଣ ଛାତ୍ର, ୧୪,୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି।ଚଳିତବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨,୫୬୩ଟି ସିଟ୍‌ ପାଇଁ ୫୮,୬୧୩ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏକକ ପିଜି

ପାଣିପାଗ

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହବ। ରାଜ୍ୟରେ ବନ୍ୟା ନ ଯାଉଣୁ ଲଘୁଚାପ ଛନକା ବଢ଼ାଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ

ସଂସ୍କୃତି

ଆଜି ହସ୍ତତନ୍ତ ଦିବସ ପାଳନ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ସହ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମ, କଳାକୌଶଳ ଓ ଅବଦାନକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲକାତା ଟାଉନ୍ ହଲ୍ ରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ଉତ୍ପାଦ, ବିଶେଷକରି

Scroll to Top