odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

ଚର୍ଚ୍ଚାରେ ମୃଣାଳ

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ମୃଣାଳ ଠାକୁର। ଦର୍ଶକଙ୍କୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ। ଆଜିକାଲି ସେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡ଼େ ପ୍ରେମରେ ପଡ଼ିଥିବା ନେଇ ଆଲୋଚନା ହେଉଛି। ଭାରତର ଜଣେ ଯୁବ କ୍ରିକେଟରଙ୍କୁ ସେ ମନ ଦେଇଥିବା ଜଣାପଡ଼ିଛି। ଉଭୟ ମାୟାନଗରୀରେ ଘୂରି ବୁଲୁଛନ୍ତି ଓ ସାଙ୍ଗରେ କଫି ପିଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ହେଲେ ପ୍ରେମକୁ ନେଇ କିନ୍ତୁ ଉଭୟ ଚୁପ୍ ଅଛନ୍ତି। ତେବେ

କ୍ରୀଡା

ଗିଲ୍‌ ଅଭ୍ୟାସ ଜାରି

ନୂଆଦିଲ୍ଲୀ : ଦୁଇ ଦିନ ବିଶ୍ରାମ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ ଗିଲ୍ କଲମ୍ବୋର ଏନସିସି ନେଟ୍‌ରେ ପୁଣି ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ଡାହାଣ ହାତ ଅନାମିକା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ସେ ଏହି ମ୍ୟାଚ୍‌ ଖେଳି ନଥିଲା ବେଳେ ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ଭାର ଉପଅଧିନାୟକ କେ‌ଏଲ୍‌ ରାହୁଲ ନେଉଛନ୍ତି। ଗିଲ୍‌ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଖେଳିବେନି ବୋଲି ସାମାଜିକ

ଶିକ୍ଷା ଓ ନିଯୁକ୍ତି

କୁଇଜ୍‌ ମହାକୁମ୍ଭର ଆଜି ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର : ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ ଆୟୋଜିତ କୁଇଜର ଏହି ମହାକୁମ୍ଭରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରୁ ମୋଟ ୮୦ଟି ଟିମ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡର ଜୁନିୟର ବର୍ଗରେ ୩୯ ଓ ସିନିୟର ବର୍ଗରେ ୪୧ଟି ଟିମ ଭାଗ ନେଇଥିଲେ। ସେଥିମଧ୍ୟରୁ ଗ୍ରାଣ୍ଡ ଫିନାଲେ ପାଇଁ ଉଭୟ ବର୍ଗରୁ ୮ଟି ଲେଖାଏ ଟିମ ମନୋନୀତ

ରାଜ୍ୟ

ଘରେ ଘରେ ଉଡ଼ିବ ତ୍ରିରଙ୍ଗା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଲୋକମାନେ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବା ଏବଂ ଦେଶପ୍ରେମରେ ସାମିଲ ହେବା ପାଇଁ ଆଜିଠାରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଏହି ଅଭିଯାନ ପାଳନ କରାଯିବ। ଏହି ଅଭିଯାନକୁ ସଫଳ କରିବା ପାଇଁ

ବିଦେଶ

ମାଡି ଆସୁଛି ଭୟଙ୍କର ବାତ୍ୟା

ଟୋକିଓ : ବାତ୍ୟା (ଟାଇଫୁନ୍) ‘ଡଲଫିନ’ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇ ବର୍ତ୍ତମାନ ଏସିଆ ମହାଦେଶର ପୂର୍ବ ଉପକୂଳ ଆଡ଼କୁ ମାଡ଼ି ଚାଲିଛି । ଏହି ଶକ୍ତିଶାଳୀ ବାତ୍ୟାଟି ଜାପାନର ଓକିନାୱା ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ଚୀନର ପୂର୍ବ ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିମି ପ୍ରତି ଘଣ୍ଟା

ପାଣିପାଗ

ଦାଉ ସାଜୁଛି ବର୍ଷା

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିଲା ବର୍ଷା ଓ ବନ୍ୟା ଚିନ୍ତା। ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।ଲଘୁଚାପ ପ୍ରଭାବରେ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବା ବୋଲି ପାଣିପାଗ ବିଭାଗ ପକ୍ଷରପ ସୂଚନା ଦିଆଯାଇଛି । ସେପଟେ ବର୍ଷା

ସଂସ୍କୃତି

ଶିବଙ୍କୁ କାହିଁକି ନଟରାଜ କୁହାଯାଏ

ଭଗବାନ ଶିବଙ୍କୁ ‘ନଟରାଜ’ କୁହାଯାଏ କାରଣ ସେ ନୃତ୍ୟ କଳାର ଦେବତା ଅଟନ୍ତି। ‘ନଟ’ ଶବ୍ଦର ଅର୍ଥ ନର୍ତ୍ତକ କିମ୍ବା ଅଭିନେତା ଏବଂ ‘ରାଜ’ ଅର୍ଥ ରାଜା ବା ଶ୍ରେଷ୍ଠ। ସେ ସୃଷ୍ଟି, ସ୍ଥିତି ଏବଂ ପ୍ରଳୟର ମହାଜାଗତିକ ନୃତ୍ୟ (ତାଣ୍ଡବ ଓ ଲାସ୍ୟ) ମାଧ୍ୟମରେ ସମଗ୍ର ବ୍ରହ୍ମାଣ୍ଡକୁ ପରିଚାଳନା କରନ୍ତି।ହିନ୍ଦୁ ପରମ୍ପରାରେ ଅଜ୍ଞାନ, ମୂର୍ଖତା, ଅହଂକାର ଓ ମାନସିକ ଜଡତାର ପ୍ରତୀକ ଭାବେ ଦେଖାଯାଏ । ଭଗବାନ ଶିବ ଅପସ୍ମାରକୁ ନିଜ ପାଦ ତଳେ ରଖିଛନ୍ତି

ମନୋରଞ୍ଜନ

ବିଜୟଙ୍କୁ ଛାଡ଼ିବେନି ସଙ୍ଗୀତା

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଥାଲାପତି ବିଜୟଙ୍କର ହେବ ନାହିଁ ଛାଡ଼ପତ୍ର।ଅନେକ ଦିନ ଧରି ଏହି ମାମଲା କୋର୍ଟରେ ଚାଲିଥିଲା। ରିପୋର୍ଟରେ ଦାବି କରାଯାଇଛି ଯେ ସଙ୍ଗୀତା ତାମିଲନାଡୁର ଚେଙ୍ଗାଲପଟୁ ଜିଲ୍ଲା କୋର୍ଟରେ ଦାୟର କରିଥିବା ଛାଡପତ୍ର ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି। ସଙ୍ଗୀତାଙ୍କ ପ୍ରତ୍ୟାହାର ପରେ, କୋର୍ଟ ମାମଲାର ସମାଧାନ କରିଛନ୍ତି।ବିଜୟ ଥାଲାପତି ଏବଂ ସଙ୍ଗୀତା ସୋର୍ନାଲିଙ୍ଗମ ୧୯୯୯ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ

ବାସ୍ତୁ ଓ ରାଶିଫଳ

ଖରାଦିନରେ ନିଅନ୍ତୁ ନିଜର ଯତ୍ନ

ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି। ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ

Scroll to Top