odisha24 Live

Latest News

Latest News

Author name: RatnaManjari Mohanty

ବିଦେଶ

କାଲିଫର୍ଣ୍ଣିଆରରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା

କାଲିଫର୍ଣ୍ଣିଆର ଇସ୍କନ ଦ୍ଵାରା ଶ୍ରୀଜୀଉଙ୍କ ଏକ ଅଦିନିଆ ସ୍ନାନଯାତ୍ରା ଆୟୋଜିତ ହୋଇଛି। ନିର୍ଦ୍ଧାରିତ ପରମ୍ପରା ଓ ଓଡ଼ିଆ ରୀତିନୀତି ବାହାରେ ଏହିପରି ଭାବେ ଅଦିନରେ ସ୍ନାନଯାତ୍ରା କରାଯିବାକୁ ନେଇ ସନାତନ ଧର୍ମ ଏବଂ ଓଡ଼ିଆ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଓ ବିବାଦ ଦେଖାଦେଇଛି। ମିଳିଥିବା ସୂଚନା ଅନୁଯାୟୀ ,ଇସ୍କନ ପକ୍ଷରୁ ଅଦିନିଆ ସ୍ନାନଯାତ୍ରାକୁ ନେଇ ବିବାଦ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ଏବଂ ଏହାପରେ ରଥଯାତ୍ରାର ପରମ୍ପରା ଶେଷ ହୋଇସାରିଥିବା ବେଳେ, କାଲିଫର୍ଣ୍ଣିଆର ଇସ୍କନ ବରକିଲି ପକ୍ଷରୁ ପୁଣି

ବିଦେଶ

ତାଣ୍ଡବ ରଚିଲା ‘ଡଲଫିନ୍’

ବେଜିଂ: ଚୀନ୍‌ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା ‘ଡଲଫିନ୍’ ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ୧୫୦ କିମି ବେଗରେ ପବନ ବହିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜାପାନର ଓକିନାୱା ଓ ତାଇୱାନ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ପରେ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’ ରବିବାର ଚୀନ୍ ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି । ଝେଜିଆଙ୍ଗ ପ୍ରଦେଶରେ ଏହାର ପ୍ରଭାବରେ ପ୍ରବଳ ପବନ ସହ ମୂଷଳଧାରା

ବିଦେଶ

ଯୁଦ୍ଧ ବନ୍ଦ କରିବ କି ଆମେରିକା

ଓ୍ବାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ତିକ୍ତତା ବୃଦ୍ଧି ପାଇଛି।ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରମୁଖ ବାଣିଜ୍ୟିକ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣିଥରେ ଖୋଲିବା ପାଇଁ ଇରାନ କିଛି ନୂଆ ସର୍ତ୍ତ ରଖିଛି। ଆଉ ଏଥିପାଇଁ ତେହେରାନ ଏହି ପ୍ରଣାଳୀକୁ ପୁଣିଥରେ ଖୋଲିବାର ଦାୟିତ୍ୱ ଆମେରିକାର କୋର୍ଟରେ ରଖିଛନ୍ତି। ଏପରି ସମୟରେ ଆମେରିକୀୟ ଗଣମାଧ୍ୟମ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃସ୍ଥାପିତ

ପାଣିପାଗ

ଓଡ଼ିଶାରେ ଆହୁରି ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି । ରାଜ୍ଯର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ଘଡ଼ଘଡ଼ି ଏବଂ ବଜ୍ରପାତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସତର୍କ କରାଇଛି । ବିଶେଷକରି ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ

ବାଣିଜ୍ୟ

ଆମାଜନରେ ଡିସକାଉଣ୍ଟ ଅଫର

ଆମାଜନରେ ଆରମ୍ଭ ହୋଇଛି ଗ୍ରେଟ ଫ୍ରେୱେଡାମ ସେଲ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଏହି ଫୋନ୍‌କୁ ଲଞ୍ଚ୍ କରିଥିଲା । Lava Bold N2 ର କେବଳ ଗୋଟିଏ ଷ୍ଟୋରେଜ୍

ବାସ୍ତୁ ଓ ରାଶିଫଳ

ବର୍ଷା ଦିନିଆ ଖାଦ୍ୟ

ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ।ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ

ସଂସ୍କୃତି

କାମିକା ଏକାଦଶୀ କଣ

ଶ୍ରାବଣ ମାସର କୃଷ୍ଣ ପକ୍ଷରେ ପଡିଥାଏ କାମିକା ଏକାଦଶୀ । ପୁରୀ ଶ୍ରୀମନ୍ଦିର ଓ ଜଗନ୍ନାଥ ସଂସ୍କୃତିରେ ଏହାକୁ ‘ଚକ୍ରବୁଲା ଏକାଦଶୀ’ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସୃଷ୍ଟିର ପାଳନକର୍ତ୍ତା ଭଗବାନ ନାରାୟଣ (ଶ୍ରୀଧର ରୂପ)ଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରାଯାଏ । ଯେଉଁ ବ୍ୟକ୍ତି ଏହି ଏକାଦଶୀକୁ ସଂପୂର୍ଣ୍ଣ ବିଧିବିଧାନ ଏବଂ ନିଷ୍ଠାପର ଭାବେ ପୂଜା କରିଥାନ୍ତି ତାହାର ସମସ୍ତ ଚିନ୍ତା ଏବଂ ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି । ପଦ୍ମ

ରାଜନୀତି

ସୁଖବୀରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହିଳାଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସ୍ତାବକୁ ନେଇ ରାଜନୈତିକ ଚର୍ଚ୍ଚା ପୁଣି ଜୋର ଧରିଛି। ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ କହିଛନ୍ତି ଯେ, ଚଣ୍ଡିଗଡ଼ରେ ଦଳର ବରିଷ୍ଠ ନେତାମାନଙ୍କ ବୈଠକରେ ଦେଶରେ ମହିଳା ସଂରକ୍ଷଣ ବିଲ୍କୁ ତୁରନ୍ତ ଲାଗୁ କରିବାକୁ ଦାବି କରାଯାଇଛି। ସେ କହିଛନ୍ତି ଯେ, ଶିରୋମଣି ଅକାଳୀ ଦଳ ଶିଖ ଗୁରୁମାନଙ୍କ ଶିକ୍ଷାରୁ ପ୍ରେରଣା ନେଇଥାଏ। ଶିଖ ଗୁରୁମାନେ ମହିଳାଙ୍କୁ ସମ୍ମାନ, ସମାନତା ଓ ସମାନ

ଅପରାଧ

ଦିଲ୍ଲୀରେ ଆଫ୍ରିକୀୟ ନାଗରିକ ଅଟକ!

ନୂଆଦିଲ୍ଲୀ : ଦିଲ୍ଲୀରେ ଅଧିକ ସମୟ ଧରି ରହୁଥିବା ଅଭିଯୋଗରେ ୭ ଜଣ ଆଫ୍ରିକୀୟ ନାଗରିକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏଥିରେ ୫ ଜଣ ନାଇଜେରୀୟ ଏବଂ ୨ ଜଣ ଘାନା ନାଗରିକ ରହିଛନ୍ତି । ପାଣ୍ଡବ ନଗର ପୁଲିସ ଷ୍ଟେସନ ପକ୍ଷରୁ ଗୁପ୍ତ ଭାବେ ଯାଞ୍ଚ କରାଯିବା ପରେ ସେମାନଙ୍କୁ ଅଟକ ରଖାଯାଇଥିବା ପୁଲିସ ସୂଚନା ଦେଇଛି ।ପୁଲିସ ସ୍ଥାନୀୟ ଅଞ୍ଚଳରୁ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ

ରାଜ୍ୟ

ହୀରାକୁଦରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର: ଲଘୁଚାପ ବର୍ଷା ପରେ ହୋଇଛି ପ୍ରଳୟଙ୍କରୀ ବନ୍ୟା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି, ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆଉ ୪ଟି ଗେଟ୍ ଖୋଲିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ପୁଣି ଥରେ ଫୁଲିବାରେ ଲାଗିଛି । ଆଖୁଆପଦା ନିକଟରେ ନଦୀର ଜଳସ୍ତର କ୍ରମାଗତ ଭାବେ

Scroll to Top