odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଗିଲ୍‌ ଅଭ୍ୟାସ ଜାରି

ନୂଆଦିଲ୍ଲୀ : ଦୁଇ ଦିନ ବିଶ୍ରାମ ପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଶୁଭମନ ଗିଲ୍ କଲମ୍ବୋର ଏନସିସି ନେଟ୍‌ରେ ପୁଣି ବ୍ୟାଟିଂ ଅଭ୍ୟାସ ଆରମ୍ଭ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକଙ୍କ ଡାହାଣ ହାତ ଅନାମିକା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫଳରେ ସେ ଏହି ମ୍ୟାଚ୍‌ ଖେଳି ନଥିଲା ବେଳେ ତାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ବ ଭାର ଉପଅଧିନାୟକ କେ‌ଏଲ୍‌ ରାହୁଲ ନେଉଛନ୍ତି। ଗିଲ୍‌ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନ ଖେଳିବେନି ବୋଲି ସାମାଜିକ ଗଣମାଧ୍ୟମ‌ରେ ସୂଚନା ଦେଇଥିଲା। ହେଲେ ଦ୍ବିତୀୟ ଦିନ ଗିଲ୍‌ ବି ବ୍ୟାଟିଂକୁ ଆସି ନଥିଲେ। ତାଙ୍କ ବ୍ୟାଟିଂ ପୋଜିସନ୍‌ ଚତୁର୍ଥରେ ରବୀନ୍ଦ୍ର ଜାଡ଼େଜା ଆସିଥିଲେ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳର ପ୍ରଥମ ମ୍ୟାଚ୍‌ ଅଗଷ୍ଟ ୧୫ରୁ ଗଲ୍‌ରେ ଖେଳାଯିବ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top