odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମାଜନରେ ଡିସକାଉଣ୍ଟ ଅଫର

ଆମାଜନରେ ଆରମ୍ଭ ହୋଇଛି ଗ୍ରେଟ ଫ୍ରେୱେଡାମ ସେଲ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ବଜେଟ୍-ଫ୍ରେଣ୍ଡଲି ଫୋନ୍ Lava Bold N2 କିଣିବା ଉପରେ ଦମଦାର ଅଫର୍ ପ୍ରଦାନ କରାଯାଉଛି । Lavaର ଏହି ଫୋନ୍ ଲଞ୍ଚ୍ ପ୍ରାଇସଠାରୁ କମ୍ ଦାମରେ ମିଳୁଛି । ଫୋନରେ 5000mAhର ବ୍ୟାଟେରୀ ଦିଆଯାଇଛି । Lava ଚଳିତ ବର୍ଷ ଆରମ୍ଭରେ ଭାରତୀୟ ବଜାରରେ ଏହି ଫୋନ୍‌କୁ ଲଞ୍ଚ୍ କରିଥିଲା । Lava Bold N2 ର କେବଳ ଗୋଟିଏ ଷ୍ଟୋରେଜ୍ ଭାରିଆଣ୍ଟ 4GB RAM+64GB ମିଳୁଛି । ଯାହା ୯,୨୯୯ଟଙ୍କାରେ ଉପଲବ୍ଧ । ଇ-କମର୍ସ ୱେବସାଇଟରେ ଚାଲୁଥିବା ସେଲରେ ଏହି ଫୋନ କିଣିବା ଉପରେ ଡିସକାଉଣ୍ଟ ପ୍ରଦାନ କରାଯାଉଛି । ଯାହା ୩୦୦ଟଙ୍କାର ସଞ୍ଚୟ ପ୍ରଦାନ କରୁଛି । ଏହି ଅଫର୍ ସହିତ ଫୋନକୁ ୮,୯୯୯ଟଙ୍କାରେ କିଣାଯାଇପାରିବ । ଏହି ଫୋନ୍ ୨ ଟି କଲର ଅପ୍ସନ ଇଣ୍ଡସ୍ ବ୍ଲାକ୍ ଏବଂ ସିଆଚେନ୍ ହ୍ୱାଇଟରେ ଉପଲବ୍ଧ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top