odisha24 Live

Latest News

Latest News

Author name: RatnaManjari Mohanty

ଶିକ୍ଷା ଓ ନିଯୁକ୍ତି

ଅଗଷ୍ଟ ୩୦ରେ ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ : ନ୍ୟାସନାଲ୍ ବୋର୍ଡ ଅଫ୍ ଏଜୁକେସନ୍ ମେଡିକାଲ୍ ସାଇନ୍ସେସ୍ ପକ୍ଷରୁ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ପ୍ରକାଶନ ତାରିଖରେ ପରିବର୍ତ୍ତନ କରାଯାଇଛି। ସୋମବାର ଜାରି ଏକ ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ନିଟ୍ ପିଜି ୨୦୨୬ ଆଡମିଟ୍ କାର୍ଡ ଆସନ୍ତା ଅଗଷ୍ଟ ୨୫, ୨୦୨୬ ତାରିଖରେ ଜାରି କରାଯିବ।ଅଫିସିଆଲ୍ ସୂଚୀ ଅନୁଯାୟୀ, ନିଟ୍ ପିଜି ପରୀକ୍ଷା ଆସନ୍ତା ଅଗଷ୍ଟ ୩୦, ୨୦୨୬ ଦିନ ସକାଳ ୯:୦୦ ଟାରୁ ଦ୍ୱିପ୍ରହର ୧୨:୩୦ ଟା ପର୍ଯ୍ୟନ୍ତ ଗୋଟିଏ

କ୍ରୀଡା

ଟାଟୁ ଦେଖାଇ ଚର୍ଚ୍ଚାରେ ଜୁରେଲ

କୋଲମ୍ବୋ: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଭାରତର ଦମ୍‌ଦାର ପ୍ରଦର୍ଶନ କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ ଧ୍ରୁବ ଜୁରେଲ ଏବଂ ଋଷଭ ପନ୍ତ। ଧ୍ରୁବ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିବା ସହ ଅପରାଜିତ ୧୧୫ ରନ୍‌ର ଏକ ଚମତ୍କାର ଇନିଂସ ଖେଳିଛନ୍ତି। ଶତକ ପୂରଣ

ଅପରାଧ

ଜେଲରୁ ବାହାରିବେ ରାମ ରହିମ

ନୂଆଦିଲ୍ଲୀ : ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ପୁଣି ଥରେ ଜେଲରୁ ମୁକ୍ତ ହେବେ। ତାଙ୍କୁ ୨୧ ଦିନର ପାରୋଲ୍ ମଞ୍ଜୁର କରାଯାଇଛି। ସେ ସୁନାରିଆ ଜିଲ୍ଲା ଜେଲରେ ବନ୍ଦୀ ଅଛନ୍ତି। ଏହା ୧୭ତମ ଥର ଡେରା ସଚ୍ଚା ସୌଦା ମୁଖ୍ୟଙ୍କୁ ଜେଲରୁ ମୁକ୍ତ କରାଯିବ। ପୂର୍ବରୁ ସେ ୧୬ ଥର ମୁକ୍ତ ହୋଇଛନ୍ତି। ପୂର୍ବରୁ ୧୬ ଥର ରାମ ରହିମଙ୍କୁ ଜେଲରୁ ମୁକ୍ତ କରାଯାଇଛି। ତାଙ୍କୁ ପ୍ରଥମେ ବାଗପତର ବର୍ଣ୍ଣୱା ଆଶ୍ରମକୁ

ରାଜନୀତି, ରାଜ୍ୟ

ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ ରହିଛି । ଚଳିତ ମୌସୁମୀ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ

ରାଜନୀତି

ନିଜର ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ନୀତିନ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ନାଗପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି ଯେ, ସେ ପୂର୍ବଭଳି ଆଉ ଅଧିକ କାମ କରିପାରୁନାହାନ୍ତି ଏବଂ ଏବେ ନୂଆ ପିଢ଼ିକୁ ଦାୟିତ୍ୱ ଦେବାର ସମୟ ଆସିଛି। ସାର୍ବଜନୀନ ଜୀବନରେ ପ୍ରାୟ ୩୦ ବର୍ଷ ଧରି ସକ୍ରିୟ ରହିଥିବା ଗଡକରୀ ଏହି ଦୀର୍ଘ ଯାତ୍ରାରେ ଅନେକ ଉତ୍‌ଥାନ-ପତନ ଦେଖିଥିବା କହିଛନ୍ତି।ଗଡକରୀଙ୍କ କହିବା

ଅପରାଧ, ମନୋରଞ୍ଜନ

ଗିରଫ ହେବେ କଣ୍ଠଶିଳ୍ପୀ

କଟକ: କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ତାଙ୍କୁ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ତଳକୋର୍ଟରେ ସୌରିନଙ୍କୁ ହାଜର କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁସାରେ, ଜଣେ ଯୁବତୀଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଓ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ନେଇ କଟକ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। କଟକ ଏସ୍‌ଡିଜେଏମ୍‌ କୋର୍ଟ ୨୦୨୩ ମସିହା

ବିଦେଶ

ଇରାନ ଉପରେ ଆମେରିକାର ଚାପ

ୱାଶିଂଟନ: ଇରାନ ବିରୋଧରେ ଆମେରିକା ଏକ ବିଶାଳ ଏବଂ କଠୋର ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିବନ୍ଧକ ଅଭିଯାନ ଆରମ୍ଭ କରିଛି। ଆମେରିକା ସରକାର ବିଶ୍ୱର ସମସ୍ତ ଦେଶମାନଙ୍କୁ ଇରାନ ସହିତ ସମସ୍ତ ବାଣିଜ୍ୟ ସମ୍ପର୍କ ତୁରନ୍ତ ଶେଷ କରିବାକୁ କଠୋର ଚେତାବନୀ ଦେଇଛନ୍ତି। ୱାସିଂଟନ୍ ସମସ୍ତ ବାଣିଜ୍ୟିକ ଅଂଶୀଦାର ଏବଂ କମ୍ପାନିଗୁଡ଼ିକୁ ଇରାନ ସହିତ ସେମାନଙ୍କ ସମ୍ପର୍କ ସମାପ୍ତ କରିବା ପାଇଁ କଠୋର ସମୟସୀମା ଜାରି କରିଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆଦେଶ ପାଳନ ନକଲେ ଉଲ୍ଲଂଘନକାରୀ ଦେଶ

ବିଦେଶ

ଖାମେନେଇଙ୍କ ସ୍ୱାସ୍ଥ୍ୟକୁ ନେଇ ପରଦା ହଟିଲା

ତେହରାନ : ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ଥିତି ଓ ସ୍ୱାସ୍ଥ୍ୟକୁ ନେଇ ଦୀର୍ଘ ଦିନରୁ ଚାଲିଥିବା ରହସ୍ୟ ଉପରୁ ପରଦା ହଟିଛି । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ଇରାନ ସରକାର ଓ ଗଣମାଧ୍ୟମ ପକ୍ଷରୁ ସ୍ପଷ୍ଟ କରିଛନ୍ତି। ଏହି ଉଦ୍ଦେଶ୍ୟରେ ଇରାନର ସରକାରୀ ସମ୍ବାଦ ସଂସ୍ଥା ପକ୍ଷରୁ ଏକ ନୂଆ ଭିଡିଓ ଜାରି କରାଯାଇଛି। ଏହି ଭିଡିଓରେ ମୋଜତାବା ଖାମେନେଇ କିଛି ଲୋକଙ୍କ ସହ କଥାବାର୍ତ୍ତା କରୁଥିବାର ନଜର ଆସିଛନ୍ତି।

ଦେଶ

ଦିଲ୍ଲୀରେ ବର୍ଷାର କରାଳ ରୂପ!

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ଦୁଇ ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି । ଏହା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ଏହି ଦୌର ଜାରି ରହିବ ।ରେଡ୍ ଆଲର୍ଟ ଅନୁଯାୟୀ ଝଡ଼ବର୍ଷା

ସଂସ୍କୃତି

ରଥଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା ପରେ ରଥଭଙ୍ଗା ପରମ୍ପରା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ନିଆରା ଆଧ୍ୟାତ୍ମିକ ପରମ୍ପରା । ତିନି ରଥର ବିଭିନ୍ନ ଅଂଶକୁ ନିୟମ ଅନୁସାରେ ଖୋଲାଯାଇ ଭଙ୍ଗାଯିବ । ଏହି କାର୍ଯ୍ୟରେ ଶ୍ରୀମନ୍ଦିରର ଭୋଇ ସେବକମାନେ ନିୟୋଜିତ ହୋଇଛନ୍ତି । ତିନି ରଥ ଭଙ୍ଗା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୧୦ରୁ ୧୨ ଦିନ ସମୟ ଲାଗିବ ବୋଲି କୁହାଯାଇଛି ।ସେପଟେ ରଥଭଙ୍ଗା କାର୍ଯ୍ୟକୁ ଦୃଷ୍ଟିରେ ରଖି

Scroll to Top