ବିଦେଶରେ ଅଦିନିଆ ରଥଯାତ୍ରା
କାଲିଫର୍ଣ୍ଣିଆ : ଅଦିନିଆ ତିଥିରେ ପୁଣିଥରେ ରଥଯାତ୍ରା ପାଳନ କଲା ଇସ୍କନ । ଆମେରିକାର ସାନଫ୍ରାନସିସ୍କୋ (କାଲିଫର୍ଣ୍ଣିଆ) ଠାରେ ଇସ୍କନ ପକ୍ଷରୁ ପୁଣି ଥରେ ଅଦିନିଆ ରଥଯାତ୍ରା ପାଳନ କରାଯାଇଛି । ଖାଲି ଏତିକି ନୁହେଁ ଗତ ୨୨ ତାରିଖରେ କାନାଡାର ବର୍ଲିଂଟନ ସହର ଏବଂ ୟୁରୋପର ଦୁଇଟି ସହର ସହ ଜର୍ମାନୀର ଲେପିଜିଗ, ନରୱେର ଓସେଲାରେ ଅଗଷ୍ଟ ୨୩ ତାରିଖରେ ବହୁ ଧୂମଧାମରେ ଅଦିନିଆ ରଥଯାତ୍ରା ପାଳନ କରିଛି । ଯାହା ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ









