odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

ପତ୍ନୀଙ୍କଠାରୁ ଅଲଗା ହେଲେ ବାଦ୍‌ଶାହା

ମୁମ୍ବାଇ : ବଲିଉଡର ଲୋକପ୍ରିୟ ର‍୍ୟାପର ଓ ମ୍ୟୁଜିକ୍ କମ୍ପୋଜର ବାଦଶାହାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର। ବିବାହର କିଛି ମାସ ନପୂରୁଣୁ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ-ମଡେଲ୍ ଇଷା ରଖିଙ୍କଠାରୁ ଅଲଗା ହୋଇଛନ୍ତି ବାଦଶାହା। ଗତ କିଛି ସପ୍ତାହ ଧରି ଉଭୟଙ୍କ ସମ୍ପର୍କରେ ଫାଟ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏବେ ଏହି ଚର୍ଚ୍ଚାରେ ଲାଗିଛି ବିରାମ। ସୋସିଆଲ ମିଡିଆରେ ଏକ ମିଳିତ ବିବୃତ୍ତି ଜରିଆରେ ବାଦଶାହା ଓ ଇଷା ନିଜ

କ୍ରୀଡା

ଅବସର ନେଲେ ଲିଓନେଲ୍ ମେସି

ନୂଆଦିଲ୍ଲୀ : ବିଶ୍ୱ ଫୁଟ୍‌ବଲ୍‌ର ଏକ ଯୁଗର ଅବସାନ। ଜାତୀୟ ଦଳ ପାଇଁ ଆଉ ମଇଦାନକୁ ଓହ୍ଲାଇବେନି ମହାନ ତାରକା ଲିଓନେଲ୍ ମେସି। ସୋମବାର ଏକ ତିନି ପୃଷ୍ଠା ବିଶିଷ୍ଟ ଚିଠିରେ ତାଙ୍କର ଅବସର ଘୋଷଣା କରିଛନ୍ତି। ମେସିଙ୍କ ହଠାତ୍ ଅବସର ଫୁଟବଲ୍ ଜଗତକୁ ଚକିତ କରିଦେଇଛି। ମେସିଙ୍କ ଆର୍ଜେଣ୍ଟିନା ଦଳ ଜୁଲାଇରେ ଶେଷ ହୋଇଥିବା ୨୦୨୬ ଫିଫା ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା,କିନ୍ତୁ ସ୍ପେନ୍ ଠାରୁ ହାରିଗଲା। ତାଙ୍କ ଅବସର ସମ୍ପର୍କରେ ମେସି ଲେଖିଛନ୍ତି,”ଫାଇନାଲ୍ ପରଠାରୁ ବହୁତ

ଅପରାଧ

ସାବଧାନ ! ବଟି ମାଗିଲେ ପଡ଼ିବ ମହଙ୍ଗା

ଭୁବନେଶ୍ୱର : ଆରମ୍ଭ ହେଲା ପାର୍ବଣ ଋତୁ, ଉତ୍ସବମୁଖର ହେଉଛି ପରିବେଶ। ଏହି ସମୟରେ ବେଆଇନ ଭାବେ ଚାନ୍ଦା ଆଦାୟ କରିବା ଭଳି ଅଭିଯୋଗ ମଧ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ। ଏଭଳି ଘଟଣାକୁ ରୋକିବାକୁ ଏବେଠୁ ସଜାଗ ହୋଇଛି ପୋଲିସ। ଜୋରଜବରଦସ୍ତି ଚାନ୍ଦା ଆଦାୟ ଉପରେ ରହିବ କଡ଼ା ନଜର, ନିୟମ ଉଲ୍ଲଂଘନ କଲେ ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ। ଏନେଇ ଏଥର ପାର୍ବଣ ପୂର୍ବରୁ ପ୍ରସ୍ତୁତ ହେଉଛି ପୋଲିସ। ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ସ୍ଥାନୀୟ

ରାଜ୍ୟ, Top Stories

ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର : ସରକାରଙ୍କ ବଡ଼ ନିଷ୍ପତି । ଆୟୁଷ୍ମାନ ଭାରତରେ ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାଏକାଠି ହେବା ନେଇ ଲାଗିଲା ବ୍ରେକ୍। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ପୂର୍ବପରି ଏହି ସୁବିଧା ପାଇପାରିବେ। ଏଥିସହ ଯେଉଁ ସାମ୍ବାଦିକମାନେ ନୂଆକରି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ

ରାଜନୀତି

ଖଣି ଚୋରି ଲୁଚାଇବା ପାଇଁ ବିଜେଡିର ନାଟକବାଜି

ଭୁବନେଶ୍ୱର : ବିଜୁ ବାବୁଙ୍କ ନାମ ନେଇ ବିଜେଡି ଗତ ୨୪ ବର୍ଷ ଶାସନରେ ଓଡ଼ିଶାର ବିକାଶରେ କିଛି ବି କରିନାହିଁ । ଯେଉଁ ବିଜୁବାବୁଙ୍କ ନାମରେ ଦଳ ଗଠନ କରି ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହି ବିଜୁବାବୁଙ୍କ ଫଟୋ ମଧ୍ୟ ବିଜେଡି ବ୍ୟାନର ବା ପତାକାରେ ସ୍ଥାନ ପାଇଲା ନାହିଁ । କୃଷି, ଶିକ୍ଷା, ପର୍ଯ୍ୟଟନ, ଖଣିଜ ସମ୍ପଦ ଓ ବନଜ ସମ୍ପଦକୁ ନେଇ ବିଜେଡି କେବଳ ରାଜନୀତି କରି କେନ୍ଦ୍ରୀୟ ଯୋଜନାକୁ

ବାଣିଜ୍ୟ, Top Stories

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ : ମାସର ପ୍ରଥମ ଦିନରୁ ହିଁ ଗ୍ରାହକଙ୍କ ଉପରେ ପଡ଼ିଲା ଅତିରିକ୍ତ ବୋଝ ବଢ଼ିଲା ଚିନ୍ତା, ବିଗିଡ଼ିପାରେ ଘରୋଇ ବଜେଟ୍। ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି।ସରକାରୀ ତେଲ ବିପଣନ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି । ଦିଲ୍ଲୀରେ ମୂଲ୍ୟ ୯ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ଅନ୍ୟପଟେ ମୁମ୍ବାଇରେ ସାଧାରଣ ଲୋକ ଏବେ CNG ମୂଲ୍ୟ ବୃଦ୍ଧି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଅନ୍ତର୍ଜାତୀୟ

ବିଦେଶ, Trending Stories

ଭାରତ-ରୁଷିଆ ମୈତ୍ରୀରେ ନୂଆ ଅଧ୍ୟାୟ

ବିଶକେକ୍: କିର୍ଗିଜସ୍ତାନର ରାଜଧାନୀ ବିଶକେକ୍‌ଠାରେ ବର୍ତ୍ତମାନ ଚାଲିଥିବା ୨୬ତମ ଶାଙ୍ଘାଇ ସହଯୋଗ ସଙ୍ଗଠନ ଶିଖର ସମ୍ମିଳନୀ ବିଶ୍ୱ ରାଜନୀତି ପାଇଁ ଏକ ପ୍ରମୁଖ ମଞ୍ଚ ପାଲଟିଛି। କାର୍ଗିଜସ୍ତାନରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ସମାଧାନ କେବଳ ଆଲୋଚନା ମାଧ୍ୟମରେ ହିଁ ହୋଇପାରିବ ବୋଲି କହିଛନ୍ତି ମୋଦୀ । ଏସ୍‌ସିଓ ସମିଟରେ ଯୋଗଦେବା ପାଇଁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ।ଏହି ଅବସରରେ ସେ ପୁଟିନଙ୍କୁ ଭେଟିବା

Trending Stories, ଦେଶ

ନେପାଳରେ ବନ୍ୟାର ତାଣ୍ଡବ! ଚାରିଆଡ଼େ ହାହାକାର

ନେପାଳ : ନେପାଳ ଇତିହାସରେ ୨୬ ଅଗଷ୍ଟ କେବଳ ଏକ ତାରିଖ ନୁହେଁ, ଏହା ଏକ କଳା ଅଧ୍ୟାୟ। ପ୍ରଚଣ୍ଡ ବନ୍ୟା ସ୍ରୋତ ମାଡ଼ିଗଲା ଏବଂ ଚାରିଆଡ଼େ ପାଣିର ପ୍ରଚଣ୍ଡ ସ୍ରୋତ । ସାଙ୍ଗରେ ମାଟି, ପଥର ଓ ଭଗ୍ନାବଶେଷ । ଯାହା ସାମ୍ନାରେ ପଡ଼ିଲା, ତାହାକୁ ଭସାଇ ନେଇଗଲା । ଅନେକ ଧନସମ୍ପତ୍ତି ନଷ୍ଟ ହେବା ସହିତ ଜୀବନହାନି ମଧ୍ୟ ଘଟିଛି । ନଦୀରେ ହଠାତ୍ ଜଳସ୍ତର ବଢ଼ିବା ଯୋଗୁଁ ଅନେକ ହାଇଡ୍ରୋପାୱାର ପ୍ରକଳ୍ପ, ସେତୁ,

ରାଜ୍ୟ, Top Stories

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜଳ ଶକ୍ତିମନ୍ତ୍ରଣାଳୟ ପକ୍ଷରୁ ଜଳ ସୁରକ୍ଷା ନେଇ ବୁଧବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ଉଦଯାପନ

ପାଣିପାଗ

ଆକାଶରୁ ବର୍ଷା ବିପଦ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ବର୍ଷାରେ ବେହାଲ୍ ହେଲାଣି ସାରା ରାଜ୍ୟ । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ, କାଳବୈଶାଖୀ ଏବଂ ପବନର ବେଗ ବଢିବା ନେଇ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଦୁଇ ଜିଲ୍ଲା କେନ୍ଦୁଝର ଓ ସୁନ୍ଦରଗଡ଼କୁ ଜାରି ହୋଇଛି ରେଡ୍ ଆଲର୍ଟ। ତା ସହିତ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।ସେହି ଜିଲ୍ଲା

Scroll to Top