odisha24 Live

Latest News

Latest News

Author name: RatnaManjari Mohanty

ଶିକ୍ଷା ଓ ନିଯୁକ୍ତି

ଯୁବଶକ୍ତିକୁ ରୋଜଗାର ଭେଟି: ଆରମ୍ଭ ହେଲା ୨୦ ତମ ରୋଜଗାର ମେଳା

ନୂଆଦିଲ୍ଲୀ : ଆଜି ୨୦ ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଛି । ସରକାରୀ ନିଯୁକ୍ତି ପାଇଥିବା ୫୧ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ବଣ୍ଟାଯାଇଛି । ଦେଶବ୍ୟାପୀ ଏହି ରୋଜଗାର ମେଳା ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଓଡିଶାରେ ଦୁଇଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ସ୍ଥିତି ରେଭେନ୍ସା କନଭେସନ ସେଣ୍ଟରରେ ଆୟୋଜିତ ଏହି ରୋଜଗାର ମଳାରେ କେନ୍ଦ୍ର […]

ଦେଶ

ପାର୍ବଣ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଭେଟି!

ନୂଆଦିଲ୍ଲୀ : ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆଶ୍ୱସ୍ତିକର ଘୋଷଣା କରି ମହଙ୍ଗା ଭତ୍ତା ୮ ପ୍ରତିଶତ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ କର୍ମଚାରୀ ତଥା ପେନସନଭୋଗୀ ସଂଗଠନର ପ୍ରତିନିଧିମାନଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ମନ୍ତ୍ରୀ ଅମନ ଅରୋରା ଓ ବଲଜିତ କୌର,

ରାଜନୀତି

ପୌର ନିର୍ବାଚିତ ପାଇଁ ସଂଶୋଧିତ ସମୟସୂଚୀ

ଭୁବନେଶ୍ୱର : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।ଆସନ୍ତା ୨୪ ସୁଦ୍ଧା ପୋରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି । ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ । ଅକ୍ଟୋବର

ଦେଶ

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ଚର୍ଚ୍ଚା! ପିଏମ୍ ମୋଦୀ ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ସପ୍ତାହରେ ମନ୍ତ୍ରୀମାନଙ୍କ ସହ ସ୍ୱତନ୍ତ୍ର ଚିନ୍ତନ ବୈଠକ କରିବେ। ଆସନ୍ତା ୨୩ ଓ ୨୪ ତାରିଖ ଦୁଇଦିନ ଧରି ଏହି ବୈଠକ ଚାଲିବ। ବୈଠକରେ ସରକାରଙ୍କ କାର୍ଯ୍ୟ କଳାପ,ନୀତି ଓ ଯୋଜନାର କ୍ରିୟାନ୍ଵୟନ ଏବଂ ଭବିଷ୍ୟତରେ କେଉଁସବୁ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ ତାହା ଉପରେ ବିଶେଷ ଭାବେ ଆଲୋଚନା କରାଯିବ। ଏହି ବୈଠକକୁ ଦୃଷ୍ଟିରେ ରଖି ରାଜନୈତିକ ମହଲରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଦେଶ

ସାଉଦିର ବଡ଼ ନିଷ୍ପତ୍ତି: ୟୁରୋପକୁ ଆଉ ମିଳିବନି ଅଶୋଧିତ ତୈଳ

ରିୟାଦ : ସାଉଦି ଆରବର ସରକାରୀ ତୈଳ କମ୍ପାନୀ ସାଉଦି ଆରାମକୋ ଆସନ୍ତା ଅକ୍ଟୋବର ମାସ ପାଇଁ ୟୁରୋପର ପ୍ରମୁଖ ରିଫାଇନାରୀଗୁଡ଼ିକୁ ଅଶୋଧିତ ତୈଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି‌।ଗତ ୧୧ ତାରିଖରେ ହୁତି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣରେ ପୂର୍ବ-ପଶ୍ଚିମ ପାଇପଲାଇନର ତିନିଟି ପମ୍ପିଂ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଥିଲା। ଏହା ଫଳରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଏବେ ଏହି ଆକ୍ରମଣର ପ୍ରଭାବ ୟୁରୋପୀୟ ଦେଶଗୁଡ଼ିକ ଉପରେ ପଡ଼ିବାକୁ ଯାଉଛି। ଆମେରିକା ହୁତି ବିଦ୍ରୋହୀଙ୍କ

ରାଜ୍ୟ

ଓଡ଼ିଶାକୁ ସେମିକନ୍‌ ଭେଟି: ଆସିବ ୨୩,୬୦୦ କୋଟିର ନିବେଶ

ଭୁବନେଶ୍ୱର : ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଓଡ଼ିଶାକୁ ଏକ ବଡ଼ ସଫଳତା ମିଳିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ହୋଇଥିବା ବିଭିନ୍ନ ବିଶ୍ୱସ୍ତରୀୟ ଏବଂ ଦେଶୀୟ ସେମିକଣ୍ଡକ୍ଟର ଓ ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ସହ ଆଲୋଚନା ପରେ ଓଡ଼ିଶାକୁ ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ ହୋଇଛି । କଟକ ନରାଜ ହେବ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍। ୮୭୦ ଏକର ପରିମିତ ଜମିରେ ଏଠାରେ ‘ଓଡ଼ିଶା ସିଲିକନ୍ ଭାଲି’

ପାଣିପାଗ

ବଢ଼ିଲା ଆଶଙ୍କା : ୨୪ ଯାଏଁ ପ୍ରବଳ ବରଷିବ

ଭୁବନେଶ୍ୱର : ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରଣାଳୀଟି କ୍ରମଶଃ ଶକ୍ତିଶାଳୀ ହେବ ଏବଂ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ଆସିପାରେ, ତେଣୁ ସତର୍କ ରୁହନ୍ତୁ । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।ବୃଷ : ଆର୍ଥିକ ଦିଗରେ ଉନ୍ନତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ ଅଟେ ।ମିଥୁନ : ପ୍ରେମ ଜୀବନ ଓ ପାରିବାରିକ ସମ୍ପର୍କରେ ମଧୁରତା ଆସିବ । ସାଙ୍ଗସାଥୀଙ୍କ ଠାରୁ ସହଯୋଗ ପାଇବେ ।କର୍କଟ: ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ବାଦ-ବିବାଦଠାରୁ ଦୂରେଇ ରହିବା

ଜୀବନଶୈଳୀ

ଭିଟାମିନ୍‌ ଅଭାବରୁ ବିରକ୍ତି ହୋଇଯାଏ ବ୍ୟକ୍ତି,ଜାଣନ୍ତୁ ଏହି ସମସ୍ୟା ଉପାୟ

ଗୋଟିଏ ବ୍ୟକ୍ତି ମଧ୍ୟରେ ଭଲ ପାଇବା, ରାଗ ଏବଂ ଦୁଃଖ ଭଳି ଅନେକ ଜିନିଷ ରହିଥାଏ । ତା’ ମଧ୍ୟରୁ କ୍ରୋଧ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ମଧ୍ୟରେ ରହିଥାଏ । ତେବେ କ୍ରୋଧ ଆମ ସମସ୍ତଙ୍କର ପ୍ରକୃତି ସହିତ ଜଡିତ ରହିଥାଏ । ତେଣୁ ଯେତେବେଳେ ଆମେ କିଛି ଜିନିଷ ପସନ୍ଦ କରୁନାହୁଁ, ସେତେବେଳେ ଆମେ ସେହି ଜିନିଷକୁ ନେଇ କ୍ରୋଧିତ ହୋଇଥାଉ । କିନ୍ତୁ ଯଦି ଏହି ସମସ୍ୟା କିଛି ଲୋକଙ୍କ ମଧ୍ୟରେ

ମନୋରଞ୍ଜନ

ଗଣେଶ ପୂଜାରେ ସଲମାନଙ୍କ ନମ୍ରତା; ଭିଡ଼ ଦେଖି ହାତ ଯୋଡ଼ି ପ୍ରାର୍ଥନା କଲେ

ମୁମ୍ବାଇ : ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ ବାରମ୍ବାର ସର୍ବସାଧାରଣରେ ଦେଖାଯିବା କାରଣରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସଲମାନ ‘ଗଣପତି ଦର୍ଶନ’ ପାଇଁ ମୁମ୍ବାଇସ୍ଥିତ ରାଜନେତା ଆଶିଷ ଶେଲାରଙ୍କ ଘରକୁ ଯାଇଥିଲେ। ଏହି ଗସ୍ତ ସମୟରେ ସେଠାରେ ପ୍ରବଳ ଭିଡ଼ ଜମିଥିଲା ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ହାତ ଯୋଡ଼ି ଅନୁରୋଧ

Scroll to Top