odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ସ୍କ୍ରବ୍ ଟାଇଫସକୁ ନେଇ ଏଭଳି କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ସୁନ୍ଦରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢୁଛି ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ସୁଦ୍ଧା ଜିଲ୍ଲାରେ ୮୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୫ ହଜାର ୬ ଶହ ଲୋକଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି । ଏନେଇ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ସ୍କ୍ରବ୍ ଟାଇଫସ୍ ପାଇଁ ସ୍ୱତନ୍ତ୍ର ଗାଇଡ […]

ମନୋରଞ୍ଜନ

ବକ୍ସ ଅଫିସରେ ଧମାଲ କଲା “ହନୁମାନ ଅଂଶ “

ମୁମ୍ବାଇ : ଭାରତୀୟ ସିନେମାରେ ପୌରାଣିକ କାହାଣୀକୁ ଆଧାର କରି ନିର୍ମିତ ଫିଲ୍ମ ‘ହନୁମାନ ଅଂଶ’ ଦର୍ଶକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ଓ ଭଲ ପାଇବା ସାଉଁଟିଛି । ୧.୭୫ କୋଟିର ସୀମିତ ବଜେଟ୍ରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବା ସହ ନିର୍ମାତାଙ୍କୁ ବଡ଼ ଆୟ ଦେଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଫିଲ୍ମଟିକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଏହାର ନିବେଶକୁ ନେଇ। ରିପୋର୍ଟ ଅନୁସାରେ, ତିନିଜଣ

ରାଜନୀତି

ପ୍ରକଳ୍ପରେ ବିଳମ୍ବ ନେଇ ସାଂସଦ ଓ ବିଧାୟକଙ୍କ ଚିଠି: ପୂର୍ତ୍ତମନ୍ତ୍ରୀଙ୍କ ବୈଠକ

ଭୁବନେଶ୍ୱର : ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ମନ୍ତ୍ରୀ ଡାକିଲେ ବଡ ବୈଠକ। ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ। ପୂର୍ବରୁ ଏ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଆଜି ବୈଠକ ବସିଥିବା ବେଳେ ଏଥିରେ ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସରକାରୀ ପ୍ରକଳ୍ପରେ ବିଳମ୍ବ, ତଦାରଖର ଅଭାବ ଏବଂ ମାନକୁ ନେଇ କିଛି

ରାଜ୍ୟ

ଶ୍ରୀମନ୍ଦିରରେ ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନ

ପୁରୀ : ପୁରୀ: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ ପର୍ବ ପାଳିତ ହେବ । ଏହି ଅବସରରେ ଶ୍ରୀସୁଦର୍ଶନ ଦେବ ନଗର ପରିକ୍ରମା କରିବା ସହ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ୪ ଆଶ୍ରମକୁ ବିଜେ କରିବେ । ମଧ୍ୟାହ୍ନ ଧୂପ ଶେଷ ପରେ ସ୍ୱତନ୍ତ୍ର ନୀତି ଆରମ୍ଭ ହେବ । ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ଶ୍ରୀସୁଦର୍ଶନଙ୍କୁ ଦେବେ । ଦଇତାପତିମାନେ ଶ୍ରୀସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦୋଳରେ ବିଜେ କରାଇବେ । ଠାକୁରେ ପାଟପତନୀ ସୁନା ହରଡ଼ମାଳ ଓ ଚୂଳ

ରାଜ୍ୟ

ପଦୋନ୍ନତି ପାଇଥିବା ୧୪ ଆଇଏଏସ୍‌ଙ୍କୁ ରାଜ୍ୟ ସରକାରଙ୍କ ନୂଆ ନିଯୁକ୍ତି

ଭୁବନେଶ୍ବର: ନିକଟରେ OASରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୪ ଜଣ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୪ ଜଣ OAS ଅଧିକାରୀଙ୍କୁ ସରକାର ଗ୍ରେଡ ପଦୋନ୍ନତି ଦେଇଛନ୍ତି ।ସାଧାରଣ ପ୍ରଶାସନ

କ୍ରୀଡା

ବାପାଙ୍କ ପରେ ପୁଅଙ୍କ ଜଲୱା

ବାପାଙ୍କ ପରେ ପୁଅଙ୍କ ଜଲୱା ଶିରୋନାମାଟି ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି। ଦ୍ରାବିଡଙ୍କ ପୁଅଙ୍କ ବିସ୍ଫୋରକ ବ୍ୟାଟିଂ, ଡେବ୍ୟୁରେ ଚମକିଲେ ସେହ୍ୱାଗଙ୍କ ପୁଅ । ୧୮ ବଲରେ ଅନ୍ୱୟ ଦ୍ରାବିଡଙ୍କ ୩୮ ରନ୍ । ଡେବ୍ୟୁରେ ଆର୍ଯ୍ୟବୀର ସେହ୍ୱାଗଙ୍କ ଦମଦାର ବ୍ୟାଟିଂ । ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ରାହୁଲ ଦ୍ରାବିଡ୍ ଓ ବୀରେନ୍ଦ୍ର ସେହ୍ୱାଗଙ୍କ ପରେ ଏବେ ତାଙ୍କ ପୁଅମାନେ ଭାରତୀୟ ଜର୍ସିରେ ନିଜ ଛାପ ଛାଡ଼ିଛନ୍ତି । ରାଜକୋଟର

ଜୀବନଶୈଳୀ

ମନ୍ଦାର ଫୁଲର ଅନେକ ଫାଇଦା

ମନ୍ଦାର ଫୁଲ କେବଳ ପୂଜା ଅର୍ଚ୍ଚନା ପାଇଁ ନୁହେଁ, ବରଂ ଏହାର ଅନେକ ଔଷଧୀୟ ଗୁଣ ଓ ସ୍ୱାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । ଏହା ଆମ କେଶ, ତ୍ୱଚା ଏବଂ ସମଗ୍ର ଶରୀରକୁ ସୁସ୍ଥ ରଖିବାରେ ଏକ ମହୌଷଧି ଭଳି କାମ କରିଥାଏ ।୧. କେଶର ସୌନ୍ଦର୍ଯ୍ୟ ପାଇଁଚୁଟି ଝଡ଼ିବା ରୋକେ: ମନ୍ଦାର ପତ୍ର ଏବଂ ଫୁଲର ରସକୁ ନଡ଼ିଆ ତେଲରେ ଗରମ କରି ଲଗାଇବା ଦ୍ୱାରା ଚୁଟି ଝଡ଼ିବା ବନ୍ଦ ହୋଇଥାଏ ।ଚୁଟିକୁ ଚମକଦାର

ବାଣିଜ୍ୟ

ଆସିଲା ଗୁଗୁଲ ଟିଭି

ଗୁଗୁଲ୍‌ ପକ୍ଷରୁ ବଜାରକୁ ଆସିଲା ଏକ ନୂଆ ଏବଂ ଆଧୁନିକ ଗୁଗୁଲ ଟିଭି ଷ୍ଟ୍ରିମିଂ ଡିଭାଇସ ଯାହାର ନାମ ଗୁଗୁଲ ଟିଭି । ପୂର୍ବରୁ ବେଶ୍‌ ଲୋକପ୍ରିୟ ଥିବା ‘Chromecast’ ସିରିଜ୍‌ ବଦଳରେ କମ୍ପାନୀ ଏହି ନୂଆ ଏବଂ ଅଧିକ ଶକ୍ତିଶାଳୀ ମଡେଲ୍‌କୁ ବଜାରକୁ ଆଣିଛି । ପୂର୍ବ ଅପେକ୍ଷା ଏହାର ପ୍ରୋସେସର ୨୨% ଅଧିକ ଦ୍ରୁତ କାମ କରେ, ଯାହାଦ୍ୱାରା ଆପ୍‌ଗୁଡ଼ିକ ଖୁବ୍ ଶୀଘ୍ର ଖୋଲିଥାଏ ।ଏଥିରେ 32 GB ଷ୍ଟୋରେଜ୍ ଏବଂ 4 GB

ଅପରାଧ

ଓଡ଼ିଶା-ଝାଡ଼ଖଣ୍ଡରେ ଇଡି ରେଡ୍

ଓଡ଼ିଶା ଓ ଝାଡ଼ଖଣ୍ଡରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ (ED)ର ବଡ଼ଧରଣର ଚଢ଼ାଉ। ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ଏହି ରେଡ୍ କରାଯାଉଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ଓଡ଼ିଶାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ ED ଅଧିକାରୀମାନେ ଚଢ଼ାଉ କରୁଛନ୍ତି। ଏଥିରୁ ଝାଡ଼ଖଣ୍ଡର ୫ଟି ଏବଂ ଓଡ଼ିଶାର ୨ଟି ସ୍ଥାନରେ ରେଡ୍ ଚାଲିଛି।ଜଣେ ଖଣି ବ୍ୟବସାୟୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ଘରେ ମଧ୍ୟ ED ପକ୍ଷରୁ ଚଢ଼ାଉ କରାଯାଇଛି।

ସଂସ୍କୃତି

ରାଧା ଅଷ୍ଟମୀ ପାଳନର ମୁଖ୍ୟ କାରଣ ଓ ପୌରାଣିକ ମାନ୍ୟତା

ଶ୍ରୀ ରାଧା ଅଷ୍ଟମୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଆହ୍ଲାଦିନୀ ଶକ୍ତି ତଥା ପରମ ସହଚରୀ ଶ୍ରୀ ରାଧାରାଣୀଙ୍କ ପବିତ୍ର ଜନ୍ମୋତ୍ସବ। ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଅଷ୍ଟମୀ ତିଥିରେ ଏହି ପର୍ବ ଅତ୍ୟନ୍ତ ନିଷ୍ଠା ଓ ଭକ୍ତିଭାବର ସହ ପାଳନ କରାଯାଏ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ଠିକ୍ ୧୫ ଦିନ ପରେ ରାଧା ଅଷ୍ଟମୀ ପଡ଼ିଥାଏ।ପୌରାଣିକ କଥା ଅନୁସାରେ, ଏହି ପବିତ୍ର ତିଥିରେ ରାଧାରାଣୀ ମତ୍ସ୍ୟପୁର ବା ବ୍ରଜଭୂମିର ରାୱଲ୍ ଗ୍ରାମରେ ରାଜା ବୃଷଭାନୁ ଏବଂ ମାତା

Scroll to Top