ଭକ୍ତିରେ ଲୀନ ହେଲେ ଅଭିଷେକ
ମୁମ୍ବାଇ : ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର ଅଭିଷେକ ଶର୍ମାଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିଲା ବିସ୍ଫୋରକ ଇନିଂସ୍। ମାତ୍ର ୩୦ଟି ବଲ୍ରେ ଶତକ ହାସଲ କରି ଅଭିଷେକ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଦ୍ରୁତତମ ଶତକର ରେକର୍ଡ କରିଛନ୍ତି। ତାଙ୍କ ୧୦୮ ରନ୍ର ଧମାକାଦାର ଇନିଂସ୍ ପାଇଁ ତାଙ୍କୁ ‘ପ୍ଲେୟର ଅଫ୍ ଦି ମ୍ୟାଚ୍’ ମଧ୍ୟ ମିଳିଛି। ଅଭିଷେକ ମାତ୍ର ୩୦ଟି ବଲ୍ରେ ଶତକ ପୂରଣ କରିଥିଲେ। ତାଙ୍କ ଇନିଂସ୍ରେ ଥିଲା ୧୧ଟି […]









