odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି

ବିଧାନସଭାରେ ତେଜିଲା ରାଜନୈତିକ ତାତି, ହଙ୍ଗାମାରେ କମ୍ପିଲା ଗୃହ

ହାଇଦ୍ରାବାଦ: ପ୍ରଥମ ଦିନରୁ ତେଲେଙ୍ଗାନା ବିଧାନସଭାରେ ହଙ୍ଗାମା। ମୌସୁମୀ ଅଧିବେଶନ ଆରମ୍ଭରୁ ଶାସକ କଂଗ୍ରେସ ଓ ମୁଖ୍ୟ ବିରୋଧୀ ବିଆରଏସ ମଧ୍ୟରେ ମୁହାଁମୁହିଁ ହୋଇଛି ।ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିଆରଏସ ବିଧାୟକମାନେ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଲତବୀ ପ୍ରସ୍ତାବ ଆଣିବାକୁ ଦାବି କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା କେ. ଚନ୍ଦ୍ରଶେଖର ରାଓଙ୍କୁ ହତ୍ୟା ଧମକ ଏବଂ ବିଆରଏସର ମହିଳା ବିଧାୟକମାନଙ୍କ ପ୍ରତି ପୋଲିସର ଦୁର୍ବ୍ୟବହାର

ରାଜ୍ୟ

କ୍ୟାନ୍ସର ଚିକିତ୍ସାରେ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍। ଆଉ ବଡ଼ ସହର ଭରସା ନୁହେଁ, ପ୍ରତି ଜିଲ୍ଲା ହସ୍ପିଟାଲରେ ମିଳିବ କେମୋ । ଗାଁ ଦୁଆରେ ପହଞ୍ଚିବ କ୍ୟାନ୍ସର ଚିକିତ୍ସା ଗାଡି।କ୍ୟାନ୍ସର ଚିକିତ୍ସାକୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ରୋଗୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ଖୁବଶୀଘ୍ର ରାଜ୍ୟରେ ଗଡ଼ିବ କ୍ୟାନ୍ସର କେୟାର ଭ୍ୟାନ୍। ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। କ୍ୟାନ୍ସର କେୟାର କ୍ଷେତ୍ରରେ ଓଡ଼ିଶାକୁ ଏକ ମଡେଲ୍ ରାଜ୍ୟରେ ପରିଣତ

ରାଜ୍ୟ

ଆବୁଧାବିରେ ମୁଖ୍ୟମନ୍ତ୍ରୀ ,ଓଡ଼ିଶା ପାଇଁ ନିବେଶ ସମ୍ଭାବନା ନେଇ ବଢ଼ିଲା ଆଶା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ଦିନିଆ ଗସ୍ତରେ ଯାଇ ଆବୁଧାବିରେ ପହଞ୍ଚିଛନ୍ତି। ଆବୁଧାବିରେ ‘ହାଉସ ଅଫ୍ ଇଣ୍ଡିଆ’ ବା ଭାରତୀୟ ଦୂତାବାସରେ ଓଡ଼ିଆ ସମାଜ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଆବୁଧାବିରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ଏବଂ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଓଡ଼ିଶା-ୟୁଏଇ

ସଂସ୍କୃତି

ମହାପ୍ରଭୁଙ୍କ ଦିବ୍ୟ କୃଷ୍ଣ-ବଳରାମ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପୁରୀ : ଚାଲିଛି ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମ ଲୀଳା । ଆଜି ଭାଦ୍ରବ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ନୀତି ପରେ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ କୃଷ୍ଣ ଓ ଶ୍ରୀ ବଳଭଦ୍ରଙ୍କୁ ବଳରାମ ରୂପରେ ସୁସଜ୍ଜିତ କରାଯିବ । ଏହି ବେଶରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର ଗୋଟିଏ ଗୋଟିଏ ପାଗ ପିନ୍ଧିଥାନ୍ତି । ସେହି ପାଗ ଦ୍ୱୟ କିରୀଟଯୁକ୍ତ ହୋଇଥାଏ

ଅପରାଧ

ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା । ନୋଏଡା ସେକ୍ଟର-୮୨ସ୍ଥିତ ନିଜ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏହି ଅବସରପ୍ରାପ୍ତ ଆଇଏଏସ ଅଫିସର ଜଣକ ଆତ୍ମହତ୍ୟା କଲେ, ପୁଲିସ ତାହାର ତଦନ୍ତ ଆରମ୍ଭ କରୁଛି ।

ବିଦେଶ

ପୁଣି ବାଂଲାଦେଶର କଡ଼ା ଚେତାବନୀ,ଫାଶି ଦଣ୍ଡ ନେଇ ବଢ଼ିଲା ଚର୍ଚ୍ଚା

ଢାକା: ଭାରତ–ବାଂଲାଦେଶ ସମ୍ପର୍କରେ ତିକ୍ତତା ଥମିବାର ନାଁ ନେଉନି। ବରଂ ଦୁଇ ଦେଶ ମଧ୍ୟରେ ଦୂରତା ବଢ଼ୁଥିବାରୁ ସମ୍ପର୍କ ସୁଧାରର ଆଶା ଦିନକୁ ଦିନ କ୍ଷୀଣ ହେଉଛି। ଶେଖ ହସିନାଙ୍କ ପ୍ରତ୍ୟର୍ପଣକୁ ନେଇ ବର୍ତ୍ତମାନର ତାରିକ୍ ରହମାନ ସରକାର ଭାରତ ଆଗରେ କଡ଼ା ସର୍ତ୍ତ ରଖିଛନ୍ତି। ବାଂଲାଦେଶର ସୂଚନା ଉପଦେଷ୍ଟା ଜାହେଦ ଉର ରହମାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଯଦି ଶେଖ ହସିନାଙ୍କୁ ବାଂଲାଦେଶକୁ ଫେରାଏ, ତେବେ ଯାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ

ଦେଶ

ବନ୍ୟାର ଘା’ ସୁଖିନି, ଏବେ ଭୂକମ୍ପର ଝଟକା

ନେପାଳ : ବନ୍ୟାରେ ଛାରଖାର ନେପାଳକୁ ପୁଣି ଝଟକା। ଭୂକମ୍ପରେ ଦୋହଲିଲା ମାଟି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ସାମ୍ନାକୁ ଆସିଛି। ନେପାଳର ରାଜଧାନୀ କାଠମାଣ୍ଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର (ଏନସିଏସ ) ର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର ପ୍ରଭାବ କେବଳ ନେପାଳ ନୁହେଁ ବରଂ ପଡ଼ୋଶୀ ତିବ୍ଦତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ହଠାତ୍ ଭୂମି କମ୍ପିବାରୁ

ବିଦେଶ, Top Stories

୫ ଇରାନୀ ତୈଳ ଟ୍ୟାଙ୍କର୍ ଧ୍ୱଂସ : ବଢ଼ିଲା ଯୁଦ୍ଧ ଆଶଙ୍କା

ଓ୍ବାଶିଂଟନ୍‌ : ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି। ପର୍ସିଆନ୍ ଉପସାଗରରେ ଖାର୍ଗ ଦ୍ୱୀପ ନିକଟରେ ଆମେରିକା ୫ଟି ଇରାନୀ ତୈଳ ଟ୍ୟାଙ୍କର୍ ଉପରେ ଆକ୍ରମଣ କରିଥିଲା। ଦୁଇଜଣ ଆମେରିକୀୟ ଅଧିକାରୀ ସିଏନଏନକୁ କହିଛନ୍ତି ଯେ ଏହି ଟ୍ୟାଙ୍କର୍ ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆରଜିସି)ର ଥିଲା। ଏକ ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଚେଷ୍ଟାର ଜବାବରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଆମେରିକା ଏବଂ

ପାଣିପାଗ

ଆସୁଛି ଝଡ଼ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏହାର ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ ୧୨ ତାରିଖ ଯାଏ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ହୋଇପାରେ।ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହୋଇପାରେ। ୧୦ ତାରିଖରେ କେନ୍ଦୁଝର ଓ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ମାତାପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ଯୋଗ ରହିଛି। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।ବୃଷ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ନୂଆ ବିଚାର ସହ କୌଣସି କୌଣସି ବିଶେଷ କାର୍ଯ୍ୟ ଆରମ୍ଭ କରିପାରନ୍ତି। ତେଜରାତି ବ୍ୟବସାୟୀ ଆଶାତୀତ ଲାଭ ପାଇବେ। ପ୍ରେମ ଜୀବନ ମଧୁର ହେବ।‌ମିଥୁନ: ଜୀବନସାଥୀର ସହଯୋଗ ଆପଣଙ୍କ ଅଶାନ୍ତିକୁ କମ୍ କରାଇବ। କୌଣସି କାମ ପାଇଁ ଯୋଜନା

Scroll to Top