ପ୍ରତିଦିନ ଖାଲି ପେଟରେ ସକାଳୁ ଖାଆନ୍ତୁ ଏହି ଫଳ
ସ୍ବାସ୍ଥ୍ୟ ସୁସ୍ଥ ଥିଲେ ମନ ଓ ଦେହ ଫୂର୍ତ୍ତି ଅନୁଭବ ହୋଇଥାଏ । ତେଣୁ ପ୍ରତ୍ୟେକ ଖାଦ୍ୟ ଆମ ଶରୀର ପାଇଁ ପ୍ରଭାବଶାଳୀ ହୋଇଥାଏ । କିନ୍ତୁ କିଛି ଜିନିଷ ଅଛି ଯାହାକୁ ଖାଲି ପେଟରେ ଖାଇବା ଦ୍ବାରା ଭଲ ଲାଭ ମିଳିଥାଏ । ଆଜି ଆପଣଙ୍କୁ ସେହି ଫଳ ବିଷୟରେ କହିବୁ ଯାହା ଆପଣଙ୍କ ସୁସ୍ଥ ଶରୀର ଗଠନ କରିବାରେ ସାହାଯ୍ୟ କରିବ । ସେହି ସବୁ ଫଳ ମଧ୍ୟରୁ ସେଓ ହେଉଛି ଅନ୍ୟତମ ।









