ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ
ନୂଆଦିଲ୍ଲୀ : ଭାରତୀୟ ମହିଳା କ୍ରିକେଟ୍ ଦଳ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ମହିଳା ଏସିଆ କପ୍ ୨୦୨୬ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ୭୨ ରନ୍ର ଏକ ବିଶାଳ ବ୍ୟବଧାନରେ ପରାସ୍ତ କରି ଟ୍ରଫି ନିଜ ନାଁରେ କରିଛି। ଏହି ବିଜୟ ସହିତ ଭାରତ ମୋଟ ୮ମ ଥର ପାଇଁ ଏସିଆ କପ୍ ମୁକୁଟ ପିନ୍ଧିବାର ଗୌରବ ଅର୍ଜନ କରିଛି। ଫାଇନାଲ୍ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ









