ବନ୍ଦେ ମାତରମ ଗାନ ଅପମାନ କଲେ ମିଳିବ ଦଣ୍ଡ
ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ”ଜାତୀୟ ସମ୍ମାନର ଅପମାନ ସଂଶୋଧନ ବିଲ୍, ୨୦୨୬”। ଏହି ସଂଶୋଧିତ ଆଇନ ଅନୁଯାୟୀ, ”ବନ୍ଦେ ମାତରମ୍” କୁ ଆଇନଗତ ସୁରକ୍ଷା ପ୍ରଦାନ କରାଯାଇଛି। ବର୍ତ୍ତମାନଠାରୁ ଉଦ୍ଦେଶ୍ୟମୂଳକ ଭାବେ ”ବନ୍ଦେ ମାତରମ୍”ର ଅପମାନ କଲେ କିମ୍ବା ଏହାର ଗାନ ସମୟରେ ବାଧା ସୃଷ୍ଟି କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ।ବିଲ୍ ଉପରେ ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ […]









