odisha24 Live

Latest News

Latest News

Author name: RatnaManjari Mohanty

ଦେଶ

ବନ୍ୟା ଘେରରେ ଆସାମ

ଆସାମ : ଲଗାଣ ବର୍ଷା ଯୋଗୁଁ ଆସାମରେ ଭୟଙ୍କର ବନ୍ୟା ସ୍ଥିତି ହୋଇଛି । ଆସାମ ବନ୍ୟାର କରାଳ ରୂପ ଏବେ ବି ଜାରି ରହିଛି । ବନ୍ୟା ଯୋଗୁଁ ମୃତ୍ୟୁ ସଂଖ୍ୟା ୭୫କୁ କୁ ପହଞ୍ଚିଛି । ତେବେ ଗତ କିଛଇ ଦିନ ତୁଳନାରେ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା ୪ ଲକ୍ଷ ୪୫ ହଜାରରୁ କମି ୩ ଲକ୍ଷ ୩୨ ହଜାରରେ ପହଞ୍ଚିଛି । ଆସାମ ଷ୍ଟେଟ […]

ଦେଶ, ରାଜ୍ୟ

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୪ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୁଧବାର ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ସେମିକନ ସମ୍ମିଳନୀରେ ଯୋଗଦେବେ। ଭାରତକୁ କିପରି ସେମିକଣ୍ଡକ୍ଟର ପାୱାର ହାସ କରାଯାଇପାରିବ ସେନେଇ ଶୀର୍ଷ ସ୍ତରରେ ବୈଠକ ଅନୁଷ୍ଠିତ ହେବ। ଆସନ୍ତାକାଲି ଓ ୪ ତାରିଖରେ ଜିଏସଟି କାଉନସିଲର ୫୬ ତମ ବୈଠକରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ପୂର୍ବରୁ ଓଡ଼ିଶା ଉପସ୍ଥାପନ

ଶିକ୍ଷା ଓ ନିଯୁକ୍ତି

ସେୟାର ମାର୍କେଟ ପାଠ ପଢ଼ିବେ ପିଲା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ। କଲେକ ପିଲା ପଢ଼ିବେ ସେୟାର ମାର୍କେଟ ପାଠ । ଏନେଇ ଉଚ୍ଚଶିକ୍ଷା ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ମ୍ୟୁଚୁଆଲ ଫଣ୍ଡ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାରର ତାଲିମ। ସେୟାର ମାର୍କେଟ, ବ୍ୟାଙ୍କିଂ, ଇନ୍ୟୁରାନ୍ସ ଓ ଆର୍ଥିକ କାରବାର କ୍ଷେତ୍ରରେ ଦକ୍ଷ ଓ ଚାକିରି ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରିବା ତଥା ସେମାନଙ୍କ ରୋଜଗାର କ୍ଷମତା ବୃଦ୍ଧି କରିବା ପାଇଁ ଏଭଳି ପଦକ୍ଷେପ

ରାଜ୍ୟ, ସଂସ୍କୃତି

୫ଘଣ୍ଟା ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ସ୍ୱତନ୍ତ୍ର ଗୁପ୍ତ ସେବା ପାଇଁ ଆଜି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ଅର୍ଥାତ ପ୍ରାୟ ୫ ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ କେବଳ ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବେ । ବନକଲାଗି ନୀତି ହେଉଛି ଶ୍ରୀଜୀଉମାନଙ୍କ ଶ୍ରୀ ଅଙ୍ଗରେ ପ୍ରାକୃତିକ ଔଷଧୀୟ ଲେପ

ରାଜ୍ୟ

ବିପଦରେ ବୈତରଣୀ ନଦୀ

ଭୁବନେଶ୍ୱର : ଲଗାଣ ବର୍ଷା ପ୍ରଭାବରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ରାଜ୍ୟର ତିନୋଟି ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସାଳନ୍ଦୀ, ଜଳକା ଓ ବୈତରଣୀରେ ଜଳସ୍ତର ବିପଦ ସଙ୍କେତ ଡେଇଁଛି। ବନ୍ୟାଜଳ ସହରାଞ୍ଚଳ ଓ ଗାଁଗଣ୍ଡାରେ ପଶିଲାଣି। ଏପରିକି ଭଦ୍ରକ ସମେତ କେତେକ ଜିଲାର ଲୋକେ ଜଳଘେରରେ ରହିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତ କରାଯିବା ସହ ସବୁପ୍ରକାର ସ୍ଥିତି ମୁକାବିଲା ପାଇଁ ବିଭାଗୀୟ

ପାଣିପାଗ

ଭିଜୁଛି ଟ୍ୱିନ୍ ସିଟି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ପ୍ରକ୍ରିୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗଭୀର ଅବପାତ ଦୁର୍ବଳ ହୋଇ ଏବେ ‘ଅବପାତ’ରେ ପରିଣତ ହୋଇଛି ଏବଂ ବର୍ତ୍ତମାନ ଏହା ସମ୍ବଲପୁର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ୮ ଦିନ ଧରି ବର୍ଷାରେ ଟୁଇନ ସିଟି ଉବୁଟୁବୁ । ବର୍ଷା ଯୋଗୁଁ ଲୋକେ ବହୁତ ହନ୍ତସନ୍ତ ହେଉଛନ୍ତି । ରାଜ୍ୟର

ସଂସ୍କୃତି

ଚଳଚଞ୍ଚଳ ଶ୍ରୀମନ୍ଦିର, ଅବଢ଼ା ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁ

ପୁରୀ : ଚଳିତ ବର୍ଷ ରଥଯାତ୍ରା ସୁରୁଖୁରୁରେ ସାରିଛି ।ବଡ଼ଦାଣ୍ଡରୁ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂରତି। ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ନୀଳାଚଳ ଅବଢାରୁ ବଞ୍ଚିତ ଥିଲେ ଭକ୍ତ । ଦୀର୍ଘ ଦିନ ପରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜୀଉଙ୍କୁ ଦର୍ଶନ କରି ବେଶ ଖୁସିବ୍ୟକ୍ତ କରିଛନ୍ତି ଶ୍ରଦ୍ଧାଳୁ । ଗତକାଲି ନୀଳାଦ୍ରି ବିଜେ ପରେ ଶ୍ରୀମନ୍ଦିର ପୁଣି ଚଳଚଞ୍ଚଳ ହୋଇଉଠିଛି ।ସେପଟେ ଘୋଷଯାତ୍ରା ଶେଷ ପରେ ଆଜିଠାରୁ ରଥ ଫିଟାଇବା

ଦେଶ, ରାଜନୀତି

ମୋଦିଙ୍କୁ ଭୁଲ ମାଗିଲା ମେଟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫେସବୁକ୍ ଭିଡିଓକୁ ଅସ୍ଥାୟୀ ଭାବରେ ହଟାଇବା ଏବେ ଏକ ଗମ୍ଭୀର ମୋଡ଼ ନେଇଛି। ମେଟା ଏହି ଘଟଣା ପାଇଁ ସରକାରଙ୍କୁ କ୍ଷମା ମାଗିଛି। ସୂତ୍ର ଅନୁଯାୟୀ, କେନ୍ଦ୍ର ସରକାର ଏହି ବିଷୟକୁ ହାଲୁକା ଭାବରେ ନେଇନାହାଁନ୍ତି। ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭିଡିଓକୁ ହଟାଇବା ପଛର କାରଣ ବୈଷୟିକ ତ୍ରୁଟି କହିବା ସହ କ୍ଷମା ମାଗିଛି ମେଟା। ମେଟାର ବ୍ୟାଖ୍ୟାର ସଠିକତା ବିଷୟରେ ସମ୍ପୃକ୍ତ ବିଭାଗଗୁଡ଼ିକ ତଦନ୍ତ କରୁଛନ୍ତି। ମେଟା ପ୍ରତିନିଧି

ବାଣିଜ୍ୟ

ଅଗଷ୍ଟରୁ ମହଙ୍ଗା ହେବ କାର୍‌

ନୂଆଦିଲ୍ଲୀ: ଅଗଷ୍ଟରୁ ମହଙ୍ଗା ସବୁର ଦର ବଢିବ। ଜୁଲାଇ ମାସ ଆରମ୍ଭରୁ କିଛି ମୋଟର କମ୍ପାନୀ ଗାଡ଼ି ଦର ବଢ଼ାଇଥିଲେ, ଆଉ ଏବେ ମାରୁତି ସୁଜୁକି ପୁଣିଥରେ ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ଏହାର ସୁବୁ ମୋଡେଲ ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଦର ବଢାଇବ ବୋଲି ଘୋଷଣା କରିଛି। ଅଗଷ୍ଟ ମାସରେ ଏହି ନୂଆ ବର୍ଦ୍ଧିତ ଦର ଲାଗୁ ହେବ। ଆପଲ ଭଲି ମାରୁତି କହିଛି ଯେ ଗ୍ରାହକଙ୍କୁ ଦର ବୃଦ୍ଧିର

କ୍ରୀଡା

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା

ମୁମ୍ବାଇ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ।ଏହି ସିରିଜ ପାଇଁ ବିସିସିଆଇ ମଙ୍ଗଳବାର ଟିମ୍ ଭାରତୀୟ ଦଳ ଘୋଷଣା କରିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୱାଶିଂଟନ ସୁନ୍ଦର ପ୍ରଥମ ଟେଷ୍ଟ ପାଇଁ ଚୟନ ନିମନ୍ତେ ଉପଲବ୍ଧ ନଥିଲେ। ଶୁଭମନ ଗିଲଙ୍କ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଚୟନ କରାଯାଇଛି। ଏଥିରେ ୨ ଜଣ ଖେଳାଳିଙ୍କ ଖେଳିବା ତାଙ୍କ ଫିଟନେସ୍ ରିପୋର୍ଟ ଉପରେ ନିର୍ଭର କରିବ।କେଏଲ୍ ରାହୁଲଙ୍କୁ ଉପଅଧିନାୟକ କରାଯାଇଛି।

Scroll to Top