ମାଡି ଆସୁଛି ଭୟଙ୍କର ବାତ୍ୟା
ଟୋକିଓ : ବାତ୍ୟା (ଟାଇଫୁନ୍) ‘ଡଲଫିନ’ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇ ବର୍ତ୍ତମାନ ଏସିଆ ମହାଦେଶର ପୂର୍ବ ଉପକୂଳ ଆଡ଼କୁ ମାଡ଼ି ଚାଲିଛି । ଏହି ଶକ୍ତିଶାଳୀ ବାତ୍ୟାଟି ଜାପାନର ଓକିନାୱା ଦ୍ୱୀପପୁଞ୍ଜରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଏବେ ଚୀନର ପୂର୍ବ ଉପକୂଳ ଅଭିମୁଖେ ଅଗ୍ରସର ହେଉଛି । ରବିବାର ଅପରାହ୍ଣ କିମ୍ବା ସନ୍ଧ୍ୟାରେ ୱେନ୍ ଝୋଉ ନିକଟରେ ଏହା ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ପ୍ରାୟ ୨୦୦ କିମି ପ୍ରତି ଘଣ୍ଟା […]









