ଯୁଦ୍ଧ ବନ୍ଦ କରିବ କି ଆମେରିକା
ଓ୍ବାଶିଂଟନ : ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ତିକ୍ତତା ବୃଦ୍ଧି ପାଇଛି।ଏହି ବିବାଦର କେନ୍ଦ୍ରବିନ୍ଦୁ ପାଲଟିଥିବା ପ୍ରମୁଖ ବାଣିଜ୍ୟିକ ଜଳପଥ ହର୍ମୁଜ ପ୍ରଣାଳୀକୁ ପୁଣିଥରେ ଖୋଲିବା ପାଇଁ ଇରାନ କିଛି ନୂଆ ସର୍ତ୍ତ ରଖିଛି। ଆଉ ଏଥିପାଇଁ ତେହେରାନ ଏହି ପ୍ରଣାଳୀକୁ ପୁଣିଥରେ ଖୋଲିବାର ଦାୟିତ୍ୱ ଆମେରିକାର କୋର୍ଟରେ ରଖିଛନ୍ତି। ଏପରି ସମୟରେ ଆମେରିକୀୟ ଗଣମାଧ୍ୟମ ଦାବି କରିଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପୁନଃସ୍ଥାପିତ […]









