odisha24 Live

Latest News

Latest News

Author name: RatnaManjari Mohanty

ବିଦେଶ

ମୋଦୀଙ୍କୁ ଧନ୍ୟବାଦ ଜଣେଇଲେ ନେତାନ୍ୟାହୁ

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି। ପୂର୍ବରୁ ଦୁଇ ନେତା ଶୁକ୍ରବାର ଏକ ଫୋନ୍ ବାର୍ତ୍ତାଳାପ କରିଥିଲେ, ଯେଉଁଥିରେ ସେମାନେ ପଶ୍ଚିମ ଏସିଆର ପରିସ୍ଥିତି ଏବଂ ଭାରତ-ଇସ୍ରାଏଲ ରଣନୈତିକ ସହଭାଗୀତାର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଥିଲେ।ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ […]

ଶିକ୍ଷା ଓ ନିଯୁକ୍ତି

ଆରମ୍ଭ ହେଲା ପିଜି ନାମଲେଖା

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ଶୁକ୍ରବାର ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ମୋଟ ୨୧,୧୨୧ଜଣ ଚୟନ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬,୯୧୮ଜଣ ଛାତ୍ର, ୧୪,୨୦୨ ଜଣ ଛାତ୍ରୀ ଏବଂ ଜଣେ ଟ୍ରାନ୍ସଜେଣ୍ଡର ରହିଛନ୍ତି।ଚଳିତବର୍ଷ ରାଜ୍ୟର ୨୧ ବିଶ୍ୱବିଦ୍ୟାଳୟ ଏବଂ ୧୧୪ ମହାବିଦ୍ୟାଳୟରେ ଥିବା ମୋଟ ୩୨,୫୬୩ଟି ସିଟ୍‌ ପାଇଁ ୫୮,୬୧୩ ଛାତ୍ରୀଛାତ୍ର ଆବେଦନ କରିଥିଲେ। ଏକକ ପିଜି

ପାଣିପାଗ

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ। ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହବ। ରାଜ୍ୟରେ ବନ୍ୟା ନ ଯାଉଣୁ ଲଘୁଚାପ ଛନକା ବଢ଼ାଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୫ ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜକୁ ଅରେଞ୍ଜ

ସଂସ୍କୃତି

ଆଜି ହସ୍ତତନ୍ତ ଦିବସ ପାଳନ

ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ।ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ସହ ଲକ୍ଷ ଲକ୍ଷ ବୁଣାକାରଙ୍କ ପରିଶ୍ରମ, କଳାକୌଶଳ ଓ ଅବଦାନକୁ ସ୍ୱୀକୃତି ଦେବା ହେଉଛି ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ । ୧୯୦୫ ମସିହାରେ ଆଜିର ଦିନରେ କୋଲକାତା ଟାଉନ୍ ହଲ୍ ରୁ ସ୍ୱଦେଶୀ ଆନ୍ଦୋଳନର ଆରମ୍ଭ ହୋଇଥିଲା । ବିଦେଶୀ ସାମଗ୍ରୀ ବର୍ଜନ କରି ସ୍ୱଦେଶୀ ଉତ୍ପାଦ, ବିଶେଷକରି

ପାଣିପାଗ

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବରଷିବ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଛି ବର୍ଷା । ଟ୍ବିନ ସିଟିରେ ଗତକାଲିଠାରୁ ବର୍ଷା ଲାଗି ରହିଛି । ବାୟୁମଣ୍ଡଳ ଉପରି ଭାଗରେ ଜଳୀୟବାଷ୍ପ ଏବଂ ତାପମାତ୍ରା ଅଧିକ ରହିବା ହେତୁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବୁଧବାର ବାରିପଦା,

ଦେଶ

ଅରୁଣାଚଳରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ସମୟ ସମୟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ପ୍ରଥମ ଝଟକା ୫.୧ ତୀବ୍ରତାର ହୋଇଥିଲାବେଳେ ଦ୍ୱିତୀୟ ଝଟକା ୩.୫ ତୀବ୍ରତାର ହୋଇଥିବା ଜଣାପଡିଛି । ଉଭୟ ଭୂମିକମ୍ପର କେନ୍ଦ୍ରସ୍ଥଳ ଉପର ସିଆଙ୍ଗ ଜିଲ୍ଲାରେ ଥିଲା । ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ନାହିଁ ।ସୂଚନାନୁଯାୟୀ, ୫.୧ ତୀବ୍ରତାର ପ୍ରଥମ ଭୂକମ୍ପ ଝଟକା ଭୋର ସମୟ ପ୍ରାୟ ୫ ଟା ୪୫ ମିନିଟରେ ଅନୁଭୂତ ହୋଇଥିଲା ।

ବିଦେଶ

ଥରିଲା ଦୁବାଇ

ଦୁବାଇ : ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ । ଆକାଶରୁ ଖସାଇ ଦିଆଗଲା ଶତ୍ରୁପକ୍ଷର ଡ୍ରୋନ୍ । ଦୁବାଇ ସ୍ଥିତ ଜେବେଲ ଅଲୀ ଶିଳ୍ପଞ୍ଚଳରେ ୨୦ ମିନିଟ୍ ମଧ୍ୟରେ କ୍ରମାଗତ ୭ଟି ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ଏହି ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଆକାଶରେ କଳା ଧୂଆଁର ବାଦଲ ଘୋଟି ରହିଥିବା ଦେଖିବାକୁ ମିଳୁଛି। ମାତ୍ର ୨୦ ମିନିଟ୍ ଭିତରେ ପାଖାପାଖି ୭ଟି ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା।ନାସାର ଥର୍ମାଲ୍

ବାସ୍ତୁ ଓ ରାଶିଫଳ

ବର୍ଷା ଦିନେ ଘରେ ପୋକର ଭୟ

ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ହିଁ ଅନେକଙ୍କ ଘରେ ଏକ ଭୟଙ୍କର ଅତିଥିର ଆଗମନ ହୋଇଥାଏ, ଯାହାକୁ ଆମେ ‘ତେନ୍ତୁଳିଆ ବିଛା’ ବା ‘ଶତପଦୀ’ ବୋଲି କହିଥାଉ । ଏହା କେତେବେଳେ ଟଏଲେଟରେ ଦେଖାଯାଏ ତ କେତେବେଳେ ବାଥ୍‌ରୁମ୍ କିମ୍ବା କିଚେନ୍ ସିଙ୍କ୍ ପାଖରେ ବୁଲୁଥିବାର ନଜର ଆସେ । ଅନେକ ସମୟରେ ଟଏଲେଟ୍ ଫ୍ଲଶ୍ କରିବା ପରେ ମଧ୍ୟ ଏହା ପୁଣି ଥରେ ବାହାରକୁ ଚାଲିଆସେ, ଯାହା ଲୋକଙ୍କ ମନରେ ଭୟ ସୃଷ୍ଟି କରେ

ସଂସ୍କୃତି

ଶ୍ରୀମନ୍ଦିରରେ ମହାସ୍ନାନ ନୀତି

ପୁରୀ : ଶ୍ରୀମନ୍ଦିରରେ ବଡ ମହାସ୍ନାନ । ଶ୍ରୀମନ୍ଦିର ଭିତର ବେଢ଼ାର ଚାଙ୍ଗଡ଼ା ଘର ନିକଟରେ ବାନ୍ତି ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଓ ସେବାୟତଙ୍କ ସୂଚନା ଅନୁଯାୟୀ, ମନ୍ଦିର ପରିସରରେ କୌଣସି ପ୍ରକାରର ଅଶୌଚ କିମ୍ବା ଅପବିତ୍ରତା ଦେଖାଦେଲେ ବିଗ୍ରହ ଓ ମନ୍ଦିର ପରିସରକୁ ଶୁଦ୍ଧ କରିବା ପାଇଁ ମହାସ୍ନାନ କରାଯିବା ବିଧି ରହିଛି ।

ବାଣିଜ୍ୟ

ପୁରୀ-ସୋଲାପୁର ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ଓଡ଼ିଶାରୁ ମହାରାଷ୍ଟ୍ର ଯାଉଥିବା ଟ୍ରେନଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୭ରୁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ-ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ବତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍‌ର ଚଳାଚଳ ଆରମ୍ଭ ହେବ। ଟ୍ରେନ୍ ନଂ ୦୮୪୪୫ ପୁରୀ-ସୋଲାପୁର ଜଙ୍କସନ୍ ସ୍ପେଶାଲ୍ ଏକ୍ସପ୍ରେସ୍ ଶୁକ୍ରବାର ରାତି ୧୧.୪୫ରେ ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ସକାଳ ୪.୧୫ ରେ ସୋଲାପୁର ଜଙ୍କସନ୍‌ରେ ପହଞ୍ଚିବ। ଏହି ସ୍ବତନ୍ତ୍ର ଟ୍ରେନ ଖୋରଧା ରୋଡ୍‌, ବ୍ରହ୍ମପୁର, ବିଜୟନଗରମ୍, ଦୁଭ୍ୱାଡା, ବିଜୟୱାଡା ଜଙ୍କସନ୍,

Scroll to Top