ଭୟଙ୍କର ରେଳ ଦୁର୍ଘଟଣା
ଲଣ୍ଡନ : ଲଣ୍ଡନ ନିକଟରେ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଗୁରୁବାର ‘ସଦର୍ନ’ ଟ୍ରେନଟି ଲଣ୍ଡନ ଭିକ୍ଟୋରିଆରୁ ଇଷ୍ଟବୋର୍ନ ଯାଉଥିବା ସମୟରେ ଲୁଇସ୍ ଷ୍ଟେସନ ନିକଟରେ ପ୍ରାୟ ୩ଟା ୪୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ର ପଛ ତିନୋଟି ବଗି ହଠାତ ରେଳଧାରଣାରୁ ଓଲଟି ପଡ଼ିଥିଲା। ସେତେବେଳେ ଟ୍ରେନରେ ପ୍ରାୟ ୧୫୦ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଅନେକ ଯାତ୍ରୀ ବଗି […]









